ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ପାଳିତ

ଝାରସୁଗୁଡା:(ସୁଭାଷ ସହାରେ):ଆଜି ଝାରସୁଗୁଡା ପୌରପରିଷଦ ୱାର୍ଡ ନମ୍ବର :14, ବଢେଇମୁଣ୍ଡା ସ୍ଥିତ ଦୁର୍ଗା ମଣ୍ଡପ ଠାରେ, କିସ୍ସ  ଓ କୀଟ ମହାବିଦ୍ୟାଳୟ ତଥା ଅନେକ ସାମାଜିକ ଓ ଆଦିବାସୀ ସଂଗଠନ ତରଫରୁ "ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ" ପାଳିତ ହୋଇଅଛି l ଏହି ଦିବସ ରେ ସମ୍ମାନୀୟ ଅତିଥି…

ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ 

ନାରୀ ଶସକ୍ତିକରଣ ପାଇଁ ମାନସିକତାରେ ପରିବର୍ତ୍ତନ ଉପରେ  ଜିଲ୍ଲାପାଳ ଦେଲେ ଗୁରୁତ୍ୱ  ଅନୁକୂଳ ଓ ସାମର୍ଥ୍ୟଯୁକ୍ତ ବାତାବରଣ ସୃଷ୍ଟି କରି ନାରୀମାନଙ୍କୁ ସମାନ ସୁଯୋଗର ପ୍ରୋତ୍ସାହନ ଦେବାକୁ ଆହ୍ଵାନ ଦେଲେ ଜିଲ୍ଲାପାଳ  ଝାରସୁଗୁଡା:(ସୁଭାଷ ସହାରେ)- ଆଜି ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା…

ଗାନ୍ଧୀ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ବୈଠକ

ଝାରସୁଗୁଡା:(ସୁଭାଷ ସହାରେ)- ଏସଟି ଓ ଏସସି ବିକାଶ ସଂଘ ଦ୍ୱାରା ଲଇକେରା ବ୍ଲକର ପାନପାଲିଠାରେ ଜିଲ୍ଲାର ପ୍ରଥମ ମହାତ୍ମାଗାନ୍ଧୀ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ବୈଠକ ହୋଇଥିଲା। ଏହି ମନ୍ଦିରର ଭିତ୍ତିପ୍ରସ୍ତ ସ୍ଥାପନ ଆସନ୍ତା ଜାନୁଆରୀ ୩୦  ମହାତ୍ମାଗାନ୍ଧୀଙ୍କ ୭୪ ତମ ହତ୍ଯା ଦିବସ ଦିନ…

୩୨ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ । 

ଝାରସୁଗୁଡା:(ସୁଭାଷ ସହାରେ) - ୩୨ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ଜିଲ୍ଲା କାର୍ଯ୍ୟାଳୟସ୍ଥିତ ଡି ଏମ୍ ଏଫ ଅଡିଟୋରିଏମ୍ ରେ ସଭା ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସରୋଜ କୁମାର ସାମଲ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ…

ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ସମାରୋହ

ଝାରସୁଗୁଡା:(ସୁଭାଷ ସହାରେ): ଝାରସୁଗୁଡା ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦ ଓ ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ  ବୁଡପଡା ବୁରୋମାଲ ସ୍ଥିତ ଝଡେଶ୍ୱରୀ ସ୍ବତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ ର ପେକ୍ଷାଳୟରେ ବୀର ସୁରେନ୍ଦ୍ର ସାଏ…

ଭୁବନେଶ୍ୱର ଜନତା ମଇଦାନରେ ‘ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’ବୁଲିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,(ଶାସକ ପ୍ରଶାସକ)  - ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ପ୍ରଥମେ ଆତ୍ମନିର୍ଭର ଓଡ଼ିଶା ଗଠନ କରିବାକୁ ହେବ । ତେଣୁ ଓଡ଼ିଶାର କଳା ଓ ସଂସ୍କୃତି ସହ ଯୋଡ଼ି ହୋଇ ରହିଥିବା ହସ୍ତଶିଳ୍ପ, ବୟନଶିଳ୍ପ ତଥା ଆମର ଶିଳ୍ପୀ, ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବଲପୁର ଶାଢ଼ୀ, କୋଟପାଡ଼…

କେନ୍ଦ୍ରାପଡାରେ ଆରାଧ୍ୟ ଦେବତା ବଳଦେବଜିଉଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଉପକୂଳ ଓଡିଶା ସମେତ କେନ୍ଦ୍ରାପଡାବାସୀଙ୍କ ଲାଇଫ୍ଲାଇନ୍ ହେବ କୋଷ୍ଟାଲ୍ ହାଇୱେ - ଧର୍ମେନ୍ଦ୍ର ପ୍ରଧାନ   କେନ୍ଦ୍ରାପଡ଼ା(ଶାସକ ପ୍ରଶାସକ)  - ଓଡ଼ିଶାର ଉପକୂଳବର୍ତୀ ଅଂଚଳରେ ପ୍ରାୟ ୯ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ୪୫୧ କିମି ଲମ୍ବ ଦୀଘା-ଗୋପାଳପୁର ଉପକୂଳ ରାଜପଥ ପ୍ରକଳ୍ପ…

ପ୍ରସ୍ତାବିତ ଜେଏମଏଫସି କୋର୍ଟ ସ୍ଥାନ ବୁଲି ଦେଖିଲେ ଜିଲ୍ଲାଜଜ

ବରଗଡ :- ଆଜି ସନ୍ଧ୍ୟା ସମୟରେ ବରଗଡ ଜିଲ୍ଲା ଜଜ ଶ୍ରୀ ସଞ୍ଜୟ କୁମାର ସାହୁ ପାଇକମାଲ ଗସ୍ତରେ ଆସି ପ୍ରସ୍ତାବିତ ଅସ୍ଥାୟୀ ଜେଏମଏଫସି କୋର୍ଟ ପାଇଁ ନିର୍ଦ୍ଧାରିତ କରାଯାଇଥିବା ଦୁଇ ଗୋଟି ସ୍ଥାନ ବୁଲି ଦେଖିବା ସହିତ ପାଇକମାଲ ବ୍ଲକ ପରିସରରେ ଥିବା ପୁରୁଣା ବ୍ଲକ ଅଫିସ ରେ କିଛି ମରାମତି…

ଟ୍ରାକ୍ଟର ଧକ୍କାରେ ଜଣେ ଗୁରୁତର, ଆହତ ବ୍ୟକ୍ତିଙ୍କୁ ବୁର୍ଲା ସ୍ଥାନାନ୍ତର

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ କୋକନରା ଗ୍ରାମରେ ଆଜି ସନ୍ଧ୍ୟାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମିଳିଥିବା ସୂଚନା ମୁତାବକ ନିକଟସ୍ଥ କରଲାମାଲ ଗ୍ରାମର ରୋହିତ ସରଯାଲ ନିଜ ଗ୍ରାମକୁ ଫେରୁଥିବା ସମୟରେ ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ…

ମନକୁ ଛୁଇଁଲା ଭଳି ବିଦାୟ ସମ୍ବର୍ଦ୍ଧନା : ଅବସରର ଦୁଃଖ ଓ ଆତ୍ମୀୟତାର ଖୁସିରେ ଭିଜିଲା ଆଖିପତା  

ରାୟଗଡା/ ସରୋଜ କୁମାର ସାହୁ : ସମସ୍ତେ ଅବସର ନିଅନ୍ତି | ସିକା ବି ଅବସର ନେଲେ | ସହକର୍ମୀଙ୍କୁ ବିଦାୟ ସମ୍ବର୍ଧନା ଦେବା ବି କିଛି ନୂଆ କଥା ନୁହଁ | ସମସ୍ତେ ଦିଅନ୍ତି, ତାହା ଏକ ଆନ୍ତରିକ ଔପଚାରିକତା | ହେଲେ ସିକାଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଅବସରକାଳୀନ ବିଦାୟ ସମ୍ବର୍ଧନା ନିହାତି ଟିକେ…