ବର୍ଷକରେ ଥରେ ମନେ ପଡନ୍ତି ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ

ଅବହେଳିତ ହୋଇ ପଡିଛି ଜନ୍ମମାଟି ତଥା  ବୀରଙ୍କ ଏନ୍ତୁଡିଶାଳ ଖିଣ୍ଡା ଜୋର ଧରିଲା ଜନ୍ମପୀଠ ଖିଣ୍ଡାର  ଉନ୍ନତିକରଣ  ସହ ସଂସଦରେ ପ୍ରତିମୂର୍ତ୍ତି ସ୍ଥାପନ ଦାବି ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ଆଜି ହେଉଛି ଜାତୀୟ ବୀର ସୁରେନ୍ଦ୍ର ସାଏ ଙ୍କ 213 ତମ ଜନ୍ମଜୟନ୍ତୀ । ବୀର…

ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)- ଆଜି ଶନିବାର ହେଉଛି ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ଜନ୍ମଜୟନ୍ତୀ । ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ସମ୍ବଲପୁର ଜେଲଛକ ଠାରେ ତାଙ୍କ ପ୍ରତିମୁତ୍ତିରେ ମାଲ୍ୟାର୍ପଣ କରାଯାଇ ଏହି ମହାନ ଜାତୀୟ ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି…

ଦଶମ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଆଶାନୁରୂପ ସଫଳତା ପାଇଁ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୦୨୦-୨୦୨୧ ଶିକ୍ଷା ବର୍ଷ ପାଇଁ ନିର୍ଦ୍ଧାରିତ ୧୦୦ ଦିନ ମଧ୍ୟରେ ଦଶମ ଶ୍ରେଣୀର ଶିକ୍ଷାଦାନ ବିଦ୍ୟାଳୟ ଗୁଡିକରେ ଶିକ୍ଷା ବିଭାଗର ଏସ୍ ଓ ପିି (sop) ଗାଇଡ…

ରାଜ୍ୟ ପୁରୁଷ ଏବଂ ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ପକ୍ଷରୁ ବିକ୍ଷୋଭ…

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଆଜି କନ୍ଧମାଳ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜ୍ୟ ପୁରୁଷ ଏବଂ ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି I ଘୁ.ଉଦୟଗିରି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସଂଘର…

ରୋଷେଇ ବେଳେ ନିଆଁ ଲାଗି ମହିଳାଙ୍କ ମୃତ୍ୟୁ।

ମାଲକାନଗିରି / ବି ଶ୍ରୀନିବାସ ପାତ୍ର :   ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ୫ କିମି ଦୂର ଏମଭି ୪ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କାଠ ଚୁଲିରେ ରୋଷେଇ କରୁଥିବା ସମୟରେ ନିଆଁ ଲାଗି ମହିଳା ମୃତ୍ୟୁ। ଏମଭି ୪ ଗ୍ରାମର ଫୁଲିନ ମୁର୍ମୁ ନିଜ ଘରେ ସକାଳୁ କାଠ ଚୁଲିରେ…

ଭାରତୀୟ ମୁକ୍ତି ସଂଗ୍ରାମର ପ୍ରଥମ ବିପ୍ଳବୀ ସହୀଦ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ କିଛି ତାଙ୍କ ବୀରତ୍ବର ଗାଥା

ସମ୍ବଲପୁର,(ରମାକାନ୍ତ  ବିଶ୍ବାଳ):  ଆଜି ଶନିବାର ହେଉଛି ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜୟନ୍ତୀ । ତାଙ୍କ ଜୟନ୍ତୀ ଅବସରରେ ସମ୍ବଲପୁର ଜେଲଛକ ଠାରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ସମ୍ବଲପୁର ବାସିନ୍ଦା । ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ।…

 ସ୍ୱଚ୍ଛ ଚର୍ଚ୍ଚା ଦିବସ ପାଳନ ଅବସରରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ କର୍ମଶାଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୌର-ପାଳିକା ଆନୁକୂଲ୍ୟରେ  ପୌର-ପାଳିକାର ସମ୍ମିଳନୀ କକ୍ଷ ଠାରେ ସ୍ୱଚ୍ଛ ଚର୍ଚ୍ଚା ଦିବସ ପାଳନ ଅବସରରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପୌର-ପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ…

ଜିଲ୍ଲାରେ ୭୩ ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କଲା ଗଜପତି ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣ ଅନୁସାରେ ଓଡ଼ିଶାରେ ବାଲ୍ୟବିବାହର ସ୍ଥିତି ଶତକଡ଼ା ୨୧ ପ୍ରତିଶତ ଥିଲା ବେଳେ ଗଜପତି ଜିଲ୍ଲାର ସ୍ଥିତି ତାହାଠାରୁ ବି ଖରାପ ଅଛି। ତେଣୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତା ୨୦୨୪ ପୂର୍ବରୁ…

ଲଉଡିଦରହା ମଣ୍ଡିରୁ ଧାନ ଉଠିଲା : ପ୍ରଶାସନିକ ଅଧିକାରୀ ମାନଙ୍କୁ ଚାଷୀ ଜଣାଇଲେ ଶୁଭେଚ୍ଛା ।

ଝାରବନ୍ଧ-ମନୋହର ଦାଶ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦରହା ପ୍ରାଥମିକ କୃଷି ସମବାୟ ସମିତି ମଣ୍ଡି ରୁ ଧାନ ଉଠିଲା ।୨୧/୧ ତାରିଖ ଦିନ ୧୦ ଟି ଟ୍ରକ ୨୨/୦୧ ତାରିଖ ଦିନ ୧୦ଟି ଟ୍ରକ ଆସି ଧନ ମଣ୍ଡିରୁ ଚାଷୀଙ୍କ ଶହ ଶହ ପ୍ୟାକେଟ  ଧାନ ଉଠିଥିବା ବେଳେ ପର୍ଯ୍ୟାୟ କ୍ରମେ…

ଥମୁନାହିଁ ଭୋକର ଭୂଗୋଳ…..

ପେଟର ଭୋକ ସହି ନପାରି ଦାଦନ ଖଟିବାକୁ ଯାଇଥିବା ଶ୍ରମିକର ଶବ ଫେରିଲା ନିଜ ଗାଁକୁ । ଶ୍ରମିକ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଜିଲ୍ଲାର ଶ୍ରମିକଙ୍କ ଭାଗ୍ୟ କେମିତି ବଦଳିବ ! କଳାହାଣ୍ଡି/ତୁଳମଣି ନାଗ: ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି, କିନ୍ତୁ…