ହାଇଦର ଫେରାର ଘଟଣାରେ ମୁହଁ ଖୋଲିଲେ ସମ୍ବଲପୁର ଏସ ପି

0 3

ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) -ହାଇଦର ଫେରାର ଘଟଣାରେ ମୁହଁ ଖୋଲିଲେ ସମ୍ବଲପୁର ଏସ ପି। ବର୍ତ୍ତମାନ ପରିସ୍ଥିତି ରେ ହାଇଦର ତେଲେଙ୍ଗାନା ରୁ ଧରା ପଡିବା ପରେ ଫେରାର ଘଟଣାର ତର୍ଜମା କରାଯାଉଛି। କଟକ କମିଶନରେଟ ପୋଲିସ ବର୍ତ୍ତମାନ ହାଇଦର କେଶ ତଦନ୍ତ ଦାୟିତ୍ବ ରେ ରହିଛି। ଯଦି କମିଶନରେଟ ପୋଲିସ ଚାହିଁବ ତା ହେଲେ ସମ୍ବଲପୁର ପୋଲିସ କେଵଳ ହାଇଦର ର ମେଡ଼ିକାଲ ଗ୍ରାଉଣ୍ଡ ଉପରେ ତଦନ୍ତ କରିବ ।ଏହି କେଶ ରେ କମିଶନରେଟ ପୋଲିସକୁ  ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବ ସମ୍ବଲପୁର ପୋଲିସ ବିଭାଗ।   

Leave A Reply

Your email address will not be published.