Sign in
Sign in
Recover your password.
A password will be e-mailed to you.
ନୃସିଂହନାଥ ପୀଠ ପର୍ଯ୍ୟଟନ ଭିତ୍ତିଭୂମି ଆକଳନ ପାଇଁ ଆସିବେ ବିଶେଷଜ୍ଞ ଦଳ
ଉଚ୍ଚ କ୍ଷମତାସମ୍ପନ୍ନ କମିଟିକୁ ଭେଟିଲେ ପାଇକମାଲ ନାଗରିକ କମିଟି, ଅଂଚଳ ବିକାଶ ପାଇଁ ଦେଲେ ପ୍ରସ୍ତାବ
ବରଗଡ :- ପୁରାତନ ଧାର୍ମିକ ପୀଠ ଗୁଡିକର ବିକାଶ କରିବା ପାଇଁ ବର୍ତ୍ତମାନ ରାଜ୍ୟ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ଏହିକ୍ରମରେ ପ୍ରଥମେ ଶ୍ରୀମନ୍ଦିର ଓ ତାପରେ ଲିଙ୍ଗରାଜ…
ମାଧବ ବିଡିକା ଅନୁସୂଚିତ ଜାତି ଓ ଜନଜାତି ସଙ୍ଗଠନର ରାୟଗଡା ସଭାପତି ନିଯୁକ୍ତ
ଗୁଣୁପୁର (ଶାସକ ପ୍ରଶାସକ) : ଅନୁସୂଚିତ ଜାତି ଓ ଜନଜାତି ସଙ୍ଗଠନର ଅଖିଳ ଭାରତୀୟ ପରିସଂଘ ପକ୍ଷରୁ ଶ୍ରୀ ମାଧବ ବିଡିକାଙ୍କୁ ରାୟଗଡା ଜିଲ୍ଲା ଶାଖାର ସଭାପତି ଭାବେ ନିଯୁକ୍ତି କରାଯାଇ ଥିବା ନେଇ ଓଡ଼ିଶା ରାଜ୍ୟ ଶାଖା ସଂଘ ପକ୍ଷରୁ ରାୟଗଡା ଜିଲ୍ଲାପାଳଙ୍କୁ ରାଜ୍ୟ ସଭାପତି ଶ୍ରୀ ସୁଧୀର କୁମାର…
ଆଇ.ଟି.ଆଇ ଛାତ୍ରଛାତ୍ରୀ ମାନଙ୍କର ୯ ମାସର ହଷ୍ଟେଲ ଫି ଛାଡ
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଉପକୃତ ହେବେ ୩୦ ହଜାର ଛାତ୍ରଛାତ୍ରୀ
ଭୁବନେଶ୍ୱର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ସରକାରୀ ଆଇ.ଟି.ଆଇ.ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି। ଏହାଦ୍ବାରା…
ମୁଖ୍ୟ ଶାସନ ସଚିବ ଓ 5T ସଚିବଙ୍କର ନୃସିଂହନାଥ ପରିଦର୍ଶନ ଓ ସମୀକ୍ଷା
ବରଗଡ :- ଆଜି ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରକୁ ରାଜ୍ୟ ସରକାରଙ୍କର ମୁଖ୍ୟ ସଚିବ ଶ୍ରୀ ସୁରେଶ ମହାପାତ୍ର, ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଓ 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ, ସ୍ୱତନ୍ତ୍ର ସଚିବ ଶ୍ରୀ ଭିନୀଲ କୃଷ୍ଣ ଶ୍ରୀ…
ପୂର୍ବତଟ ରେଳପଥର ଆହୁରି 40 ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ କୋଭିଡି ଟୀକା
ଭୁବନେଶ୍ୱର (ଶାସକ ପ୍ରଶାସକ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନର ଏକ ଅଂଶ ଭାବରେ, କୋଭିଡ୍ -19 ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍ ଏବଂ ଅନ୍ୟାନ୍ୟ ମେଡିକାଲ୍ କର୍ମଚାରୀଙ୍କ ସମେତ…
ଧାନ କିଣାରେ ଅନିୟମିତତା ଅଭିଯୋଗରେ ୧୦ ଜଣ ପ୍ୟାକ୍ସ ସଂପାଦକ ନିଲମ୍ବିତ
ଭୁବନେଶ୍ୱର(ଶାସକ ପ୍ରଶାସକ) :ଧାନ କିଣାରେ ଅନିୟମିତତା, ବିଭାଗ ତରଫରୁ ଧାନସଂଗ୍ରହ ବାବଦରେ ଜାରି ହୋଇଥିବା ମାର୍ଗଦର୍ଶିକାର ଉଲ୍ଲଂଘନ ଓ କାର୍ଯ୍ୟରେ ଅବହେଳା ଅଭିଯୋଗରେ ୧୦ ଜଣ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ସଂପାଦକଙ୍କୁ ନିଲମ୍ବନ କରାଯାଇଛିା
ନିଲମ୍ବିତ ହୋଇଥିବା ପ୍ରାଥମିକ…
ଷ୍ଟାଡି ଆଣ୍ଡ ରିସର୍ଚ୍ଚ ସୋସାଇଟି ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ
ବୁଗୁଡା(ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡ଼ାରେ ପ୍ରତିଷ୍ଠିତ " ଷ୍ଟଡ଼ି ଏଣ୍ଡ ରିସର୍ଚ୍ଚ ସୋସାଇଟି " ପକ୍ଷରୁ ସିମାଞ୍ଚଳ ମାର୍ଗରେ ଜାନୁୟାରୀ ୩୧ ତାରିଖ ଦିନ ଏକ ଆଲୋଚନା ଚକ୍ର ଗୁଗୁଲ ମିଟ୍ ଆପ୍ ମାଧ୍ୟମରେ ହୋଇଯାଇଛି। " ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ : ଏହାର ବିକାଶ ଓ ଭବିଷ୍ୟତ " ଶୀର୍ଷକ…
ଜିଏନଏମ ନର୍ସିଂ ସ୍କୁଲରେ ଛାତ୍ରୀ ନିର୍ଯ୍ୟାତନା ଅଭିଯୋଗ।ଅଟକ ରହିଲେ ନର୍ସିଂ ସ୍କୁଲର ନିର୍ଦ୍ଦେଶକ।
ଦୁଇ ଛାତ୍ରୀଙ୍କ ବିରୋଧରେ ମଧ୍ୟ ରେଗିଂ ଅଭିଯୋଗ।
କବାଟ କିଳି ରଖିଲେ ନିର୍ଯ୍ୟାତିତାଙ୍କୁ।
ପ୍ରାକ୍ଟିକାଲ ପରୀକ୍ଷା ବାହାନା କରି ବାପା ମା'ଙ୍କ ସହ ସାକ୍ଷାତ କରିବାକୁ ଦେଲେ ନାହିଁ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ସହରର ବେହେରାମାଲଠାରେ ଅବସ୍ଥିତ ଥିବା…
ସାମ୍ବାଦିକଙ୍କୁ ମାଡ଼ ମାମଲା। ଝାରସୁଗୁଡ଼ା ଏସପିଙ୍କ ସହ ସାକ୍ଷାତ କଲା ଜିଲ୍ଲା ସାମ୍ବାଦିକ ସଂଘ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଗତ ୩୦ ତାରିଖରେ ଝାରସୁଗୁଡ଼ାର ଜନୈକ ସାମ୍ବାଦିକଙ୍କ ଉପରେ ଦୁଇଜଣ ନିଶାସକ୍ତ ବ୍ୟକ୍ତିଙ୍କ ଦ୍ବାରା ଶାରିରୀକ ଆକ୍ରମଣ ଘଟଣାର ବିରୋଧ କରି ଓ ଉକ୍ତ ଦୁଇଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଝାରସୁଗୁଡ଼ା ଜିଲ୍ଲା ସାମ୍ବାଦିକ ସଂଘ ଆଜି…
୮ ଲେନ ବିଶିଷ୍ଟ ହେବ ପାରାଦୀପ ବଡ଼ବିଲ ରାସ୍ତା
ଗଡ଼କରୀଙ୍କ ସହ ନବୀନଙ୍କ ବୈଠକ : ବିଭିନ୍ନ ସଡକ ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କରେ କଲେ ଆଲୋଚନା
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଠ ଲେନ୍ ବିଶିଷ୍ଟ ହେବ ପାରାଦ୍ୱୀପଠାରୁ ବଡ଼ବିଲ୍ ପର୍ଯ୍ୟନ୍ତ ୩୦୦ କିମି ରାସ୍ତା । ପାରାଦ୍ୱୀପରୁ ଆରମ୍ଭ ହୋଇ ଚଣ୍ଡିଖୋଲ, ଡୁବୁରି, କେନ୍ଦୁଝର, ରେମୁଳି ଦେଇ…