ଅଖିଲ ଭାରତୀୟ ମାରୱାଡି ସମ୍ମିଳନୀ, ମାରୱାଡି ଯୁବ ମଞ୍ଚ, ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର |

  କଣ୍ଟାବାଞ୍ଜି:(ଚୁଡାମଣି ସୁନା): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ରେ ଅଖିଲ ଭାରତୀୟ ମାରୱାଡି ସମ୍ମିଳନୀ ଓ ମାରୱାଡି ଯୁବ ମଞ୍ଚ, ଓଡିଶା ମୋ ପରିବାର ପକ୍ଷରୁ ମିଲିତ ଭବରେ ରକ୍ତଦାନ ଶିବିର ଆୟୋଜନ…

କଳାହାଣ୍ଡି : ଯେତେ ଘୋଡେଇଲେ ବି ଛପୁନି ବିଚିତ୍ର ଏ ଭୋକର ଭୂଗୋଳ ……

୧୩ଜଣ ଶ୍ରମିକଙ୍କୁ ପାଞ୍ଚ ଲକ୍ଷ ଟଙ୍କାରେ ବିକ୍ରି କରି ଫେରାର ଦଲାଲ  କଳାହାଣ୍ଡି / ତୁଳମଣି ନାଗ: ଓଡିଶା ରାଜ୍ୟରେ ଏକ ନମ୍ବର୍ ମାନ୍ୟତା ପାଇଥିବା  ମୁଖ୍ୟମନ୍ତ୍ରୀ ସୁଦ୍ଧା   ନିଜ ରାଜ୍ୟର କଳାହାଣ୍ଡି ଜିଲ୍ଲାରେ କାମ ବୃତ୍ତି ନ ପାଇ ହଜାର୍ ହଜାର୍ ଶ୍ରମିକମାନେ ଅନ୍ୟ ରାଜ୍ୟକୁ ଯାଇ ଅନେକ…

ମାଲକାନଗିରି ଯୁବଛାତ୍ର ସମ୍ମିଳନୀରେ ଉତ୍ସାହ ଭରିଲେ ବବି

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ଆଜି ମାଲକାନଗିରି ଜିଲ୍ଲାକୁ ବିଜେଡି ଟାଣୁଆ ନେତାଙ୍କ ଗସ୍ତ ଯୋଗୁଁ ବିଜେଡି ଦଳୀୟ କର୍ମୀଙ୍କ ଉତ୍ସାହ ବହୁଗୁଣିତ ହୋଇଥିଲା ।  ଯୁବଓଛାତ୍ର  ବିଜେଡ଼ିର କର୍ମୀଙ୍କୁ ନେଇ ସଂସ୍କୃତି ଭବନରେ ଆୟୋଜିତ ସମ୍ମୀଳନିରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି…

ମଣ୍ଡି ରେ ଅବ୍ୟବସ୍ଥା ନେଇ ରାଜ ରାସ୍ତା ଅବରୋଧ କଲେ ଚାଷୀ

ମାଲକାନଗିରି  (ବି ଶ୍ରୀନିବାସ ପାତ୍ର)ମଣ୍ଡି ଅବ୍ୟବସ୍ଥା ନେଇ ରାସ୍ତାରୋକ କଲେ ଚାଷୀ। ଏଭଳି ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ସଦର ଠାରେ ଦେଖିବାକୁ ମିଳିଛି। ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତାର କୋରୁକୋଣ୍ଡା ସଦର ସ୍ଥିତ ଖିଲଗୁଡା ଛକ ନିକଟରେ ଶତାଧିକ ଚାଷୀ ରାସ୍ତାରୋକ କରିଥିବା…

ପୁଣିଥରେ ପ୍ରକାଶିତ ହେବ ସପ୍ତାହିକି  ଖବରକାଗଜ ବିନ୍ଧ୍ୟବାସିନୀ ଜ୍ୟୋତି : ବିଧାୟକ ଶ୍ରୀ ବରିହା

ବରଗଡ :- ଇତି ମଧ୍ୟରେ ବିତିଗଲାଣି ଦୀର୍ଘ ପନ୍ଦର ବର୍ଷ । ପଦ୍ମପୁର ଉପଖଣ୍ଡର ଶାଣିତସ୍ୱର କୁହାଯାଉଥିବା ଲୋକପ୍ରିୟ ସପ୍ତାହିକି ଖବରକାଗଜ ବନ୍ଦ ହେବାର । ଅନେକ କାରଣ ଥିଲା ବନ୍ଦ ହେବାର କିନ୍ତୁ ଖୁସି ଖବର ଅତୀତରେ ପଦ୍ମପୁର ଅଂଚଳରୁ ପ୍ରକାଶିତ ହେଉଥିବା ଏହି ଖବର କାଗଜ ପୁଣିଥରେ ଖୁବଶୀଘ୍ର…

ଓଡ଼ିଶାରେ ରାଜପଥ ପ୍ରକଳ୍ପ ନେଇ ଓଡିଶାର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା

ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନର କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି - ଧର୍ମେନ୍ଦ୍ର   କୋଷ୍ଟାଲ ହାଇୱେର ଗୋପାଳପୁରରୁ ସାତପଡ଼ା ପ୍ରକଳ୍ପର କାମ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି  ପାରାଦୀପ…

ମାଙ୍କ ପାଖରେ ଗୁହାରି କଲେ ବିସ୍ଥାପନ ଆଶଙ୍କିତ ପଡାବାସୀ

ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟକରଣକୁନେଇ ବିସ୍ଥାପନ ହେବାକୁ ଥିବା ପଡାବାସୀଙ୍କ ମାଁଙ୍କୁ ପୂଜାର୍ଚ୍ଚନା ସହ ଆକୁଲ ନିବେଦନ। ସମ୍ବଲପୁର(ରମାକାନ୍ତ ବିଶ୍ବାଳ): " ମାଆ ତୋର ପାହା ତଲେ ଦେବୁ ଗୋ ସରନ" ଏମିତି କୋହ ଆବେଗ ଭରା ସ୍ୱର ଶୁଣିବାକୁ ମିଳିଛି ସମ୍ବଲପୁରର ଇଷ୍ଟଦେବୀ ମା ସମଲେଶ୍ବରୀ…

ସିଲ ହେଲା ଏକ୍ସିସ୍ ବ୍ୟାଙ୍କ।

ଟିଟିଲାଗଡ,( ଗୌରବ ଦର୍ଜୀ  )-ଆଜି ଟିଟିଲାଗଡ ପୌର ପରିଷଦ ସିଲ୍ କରିଛି ଟିଟିଲାଗଡ ସହର ମଧ୍ୟସ୍ଥ ଏକ୍ସିସ୍ ବ୍ୟାଙ୍କ କୁ। ଟିଟିଲାଗଡ ସହର ର ସମସ୍ତ ମୁଖ୍ୟ ରାସ୍ତା ସଂକୀର୍ଣ୍ଣ ଥିବା ବେଳେ ସହର ର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମୁଖ୍ୟ ରାସ୍ତା କୁ ଲାଗି ରହିଛି। ସହର ମଧ୍ୟରେ …

ଆଇ.ଏମ.ଏସ ଓ ସମ୍ ହସପିଟାଲରେ  ନୂତନ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ

ଭୁବନେଶ୍ୱର : ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚୁ୍ୟଟ୍ ଅଫ ମେଡିକାଲ୍ ସାଇନସେସ ଆଣ୍ଡ ସମ୍ ହସପିଟାଲର ୧୪ ତମ ଏମ.ବି.ବି.ଏସ (୨୦୨୦-୨୧) ବ୍ୟାଚର ନୂତନ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କର ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୋଆ କୁଳପତି ପ୍ରଫେସର ଡ. ଅଶୋକ…

ଫେବୃଆରୀ ୧୦ରୁ ପିଜି ପାର୍ଟ ୱାନ ଓ ପ୍ରି-ଫାଇନାଲ ଇୟର କ୍ଲାସ : ପରୀକ୍ଷା ତାରିଖ ହେଲା ଘୋଷଣା

ଭୁବନେଶ୍ୱର (ଶାସକ ପ୍ରଶାସକ) ଆସନ୍ତା ଫେବୃଆରୀ ୧୦ ତାରିଖରୁ ପିଜି ପାର୍ଟ ୱାନ ଓ ପ୍ରି-ଫାଇନାଲ ଇୟର କ୍ଲାସ ଆରମ୍ଭ ହେବ |  ତେଣୁ ହଷ୍ଟେଲ ସବୁ ୮ ତାରିଖରୁ ଖୋଲାଯିବ | କୋଭିଡି ଗାଇଡ଼ଲାଇନ ପାଳନ କରି କ୍ଲାସ କରାଯିବ ବୋଲି ସୂଚନା ଦେଇଛନ୍ତି ଉଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ | …