ଭୁବନେଶ୍ୱର : କୋଭିଡ୍ କଟକଣା ପାଇଁ ପଦକ୍ଷେପ ରାଜ୍ୟରେ କଡା ପଦକ୍ଷେପ ଗ୍ରହଣ କରାଯାଇଛି। ଏପ୍ରିଲ ୨୦୨୧ରେ ମାସ୍କ ନପିନ୍ଧିଥିବା ଦେଢଲକ୍ଷ ଲୋକଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ୫କୋଟି ୬୬ ଲକ୍ଷ ୬୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ୩୫୦ଟି କୋଚିଂ ସେଣ୍ଟର ଏବଂ ଦୋକାନ ସିଲ୍ କରାଯାଇଛି।
Sign in
Sign in
Recover your password.
A password will be e-mailed to you.