ଗୋବରଧନ ଯୋଜନାର ଏକୀକୃତ ପୋର୍ଟାଲ 

ଦେଶର କୋଣ ଅନୁକୋଣରେ ସ୍ୱଚ୍ଛତାର କ୍ରାନ୍ତି ଆଣିବା ଲକ୍ଷ୍ୟ-ଧର୍ମେନ୍ଦ୍ର ପ୍ରଧାନ  ବର୍ଜ୍ୟ ବସ୍ତୁରୁ ସ୍ୱଚ୍ଛ ଇନ୍ଧନ ଉତ୍ପାଦନ  କରିବା ପାଇଁ ଗୋବରଧନ ଯୋଜନା  ପ୍ରଧାନମନ୍ତ୍ରୀଙ୍କ ୱେଷ୍ଟ ଟୁ ୱେଲଥ୍ ମନ୍ତ୍ରକୁ ସଫଳ ପାଇଁ ଉଦ୍ୟମ  ଅନ୍ନଦାତାଙ୍କୁ ଉର୍ଜାଦାତା କରିବା ପାଇଁ ଯୋଜନା …

କଳା ସମୃଦ୍ଧ ହେଲେ ଭାରତର ପରିଚୟ ଦୁନିଆ ସାମ୍ନାରେ ପ୍ରତିଫଳିତ ହେବ

‘କଳା ଭାରତ ଆତ୍ମନିର୍ଭର ଅଭିଯାନ’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଦେଶର ସବୁ ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ ‘କଳା ଭାରତ ଆତ୍ମନିର୍ଭର ଅଭିଯାନ’ କାର୍ଯ୍ୟକ୍ରମକୁ ପହଁଚାଇବା ସହ ସ୍ଥାନୀୟ କଳା କୌଶଳକୁ ପ୍ରୋତ୍ସାହନ ଦେବା ପାଇଁ ପରାମର୍ଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ…

ଚାରିଗୋଟି ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବରେ ଗ୍ରହଣ କଲେ ବିଧାୟକ

ବରଗଡ :- ବିଦ୍ୟାଳୟ ଗୁଡିକୁ ସୁନ୍ଦର ଓ ଆକର୍ଷଣୀୟ କରିବା ଓ ପୁରାତନ ଛାତ୍ର ତଥା ସ୍ଥାନୀୟ ଲୋକଙ୍କୁ ସିଧାସଳଖ ସ୍କୁଲ ସହିତ ଯୋଡିବା ପାଇଁ ରାଜ୍ୟ ସରକାରଙ୍କର ଏକ ପ୍ରୟାସ ମୋ ସ୍କୁଲ ଅଭିଯାନ । ଏହିକ୍ରମରେ ନିଜ ବିଦ୍ୟାଳୟ ପାଇଁ ପୁରାତନ ଛାତ୍ର ମାନେ ଅନୁଦାନ ଦେଇ ନିଜ ସ୍କୁଲର ବିଭିନ୍ନ ସମସ୍ୟା…

ବିଷାକ୍ତ ଫଳ ଖାଇ ୮ଶିଶୁ ଅସୁସ୍ଥ ।

ମାଲକାନଗିରି(ବି ଶ୍ରୀନିବାସ ପାତ୍ର) ଜିଲ୍ଲାର ସିନ୍ଧ୍ରି ମାଳ ପଞ୍ଚାୟତ ବରକୋଳିଗୁଡା ଓ ଇଜରିଆଗୁଡା ଗ୍ରାମରେ ଘଟିଛି ଏହି ଅଘଟଣ । ଏହି ଗ୍ରାମରେ ନିକଟରେ ଥିବା ଅଙ୍ଗନବାଡି କେନ୍ଦ୍ରର ପାଖରେ ଥିବା ବିଷାକ୍ତ ଫଳ ଖାଇ ୮ ଜଣ ଶିଶୁ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କ ମଧ୍ୟରେ ୨ଜଣ ପୁଅ ଓ…

ଝଲମଲ ଝଲସିଲା ରାଜପଥ ….

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କଟକ-ପୁରୀ ବାଇପାସ୍‌ ରୋଡରେ ଏଲଇଡି ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ଲୋକାର୍ପିତ  ଭୁବନେଶ୍ବର :  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭୁବନେଶ୍ବରର ଟଙ୍କପାଣି ରୋଡସ୍ଥିତ ସାଇମନ୍ଦିର ଛକ ଠାରେ କଟକ-ପୁରୀ ବାଇପାସ୍‌ ରୋଡରେ ଏଲ୍‌ଇଡି ଷ୍ଟ୍ରିଟଲାଇଟ…

ଶିଷକେଲା ଠାରେ ବିଜେଡି ଦଳୀୟ କର୍ମୀ ସମାବେଶ 

ଟିଟିଲାଗଡ,( ଗୌରବ ଦର୍ଜୀ):  ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଶିଷକେଲା ଖେଳ ପଡିଆଠାରେ ଆଜି ବିଜେଡି ର ଦଳୀୟ କର୍ମୀ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେବେ ଏଥିରେ ବିଜେଡି ସଇଁନ୍ତଳା ବ୍ଳକ ସଭାପତି ଦିଲିପ ରାଜପଲିଆ ସଭା ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ…

କି ପ୍ରକାର ଧୂର୍ତ୍ତ ଏ ଭାଇ : ବ୍ୟକ୍ତି ଜଣେ,  ଚାକିରୀ ଦୁଇ  ।

ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ଭକୁଆ ବାରିପଦା(ଦିଲ୍ଲୀପ ମହାନ୍ତି)- ବ୍ୟକ୍ତି ଜଣେ; ମାତ୍ର ଏକ ସମୟରେ ଦୁଇଟି ଅଲଗା ଅଲଗା ସ୍ଥାନ ଓ କାର୍ଯ୍ୟାଳୟରେ ସମସ୍ତ ସରକାରୀ ନୀତି ନିୟମ ଓ ଆଇନ କାନୁନକୁ ଫୁ.. .. ମାରି ଚାକିରୀ କରୁଥିବାର ସୂଚନା ମିଳିଛି ।   ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ…

ବିଶ୍ୱସ୍ତରୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ସାମର୍ଥ୍ୟ ରଖିଛି ଜାହାନିଆ : ମନ୍ତ୍ରୀ ତୁଷାରକାନ୍ତି

"ଇକୋ ଟୁରିଜିମ୍ ଓ ବିଚ୍ ଟୁରିଜିମର ପ୍ରମୁଖ ପେଣ୍ଠ ସ୍ଥଳ ହେବ " ଭୁବନେଶ୍ୱର : ପୁରୀ ଜିଲ୍ଲା ଅନ୍ତର୍ଗତ ଜାହାନିଆ ପର୍ଯ୍ୟଟନ କ୍ଷେତ୍ରର ଅଧିକ ବିକାଶ ଏବଂ ଉନ୍ନତିକରଣ ଲକ୍ଷ୍ୟ ନେଇ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ସେଠାକୁ ଗସ୍ତ କରିବା ସହିତ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଏବଂ…

କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ଓ ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସର ପ୍ରତିବାଦ। 

ଝାରସୁଗୁଡ଼ା:(ସୁଭାଷ ସହାରେ) -"କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ହୋଇଥିବା ତିନୋଟି କୃଷି ଆଇନ ଦେଶର ୬୨ କୋଟି କୃଷକଙ୍କ ଜୀବନ ଜୀବିକା ଓ କ୍ଷେତ ପାଇଁ ବିପଦ ସୃଷ୍ଟି କରୁଛି। ଏହାକୁ ବିରୋଧ କରି ଲକ୍ଷ ଲକ୍ଷ ଚାଷୀ ଦିଲ୍ଲୀ ସୀମାରେ ବସି ରହିଛନ୍ତି। ମାତ୍ର କେନ୍ଦ୍ର ସରକାର ଏମାନଙ୍କ କଥାକୁ…

ଅଭାବୀ ଧାନ ବିକ୍ରିକୁ ନେଇ ରାଜ୍ୟ ସରକାର ଉପରେ ଦୋଷ ଲଦିଲେ ବିରୋଧୀ ଦଳ ନେତା

କଳାହାଣ୍ଡି/ତୁଳମଣି ନାଗ( ଶାସକ ପ୍ରଶାସକ) : ଜିଲ୍ଲାରେ ଅଭାବୀ ଧାନ ବିକ୍ରି ଯୋଗୁଁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ମଣ୍ଡିରେ ହଜାର ହଜାର କ୍ୟୁଣ୍ଟାଲ ଧାନ ପଡିରହିଥିବା ଯୋଗୁଁ ଚାଷୀ ମୁଣ୍ଡରେ ଏକପ୍ରକାର ଚଡ଼କ ପଡ଼ିଛି । ଏନେଇ ରାଜ୍ୟ…