Sign in
Sign in
Recover your password.
A password will be e-mailed to you.
ପରଜଙ୍ଗ ବ୍ଲକ ୩ନମ୍ବର ଜିଲ୍ଲା ପରିଷଦ ଜୋନରେ ଉପ-ନିର୍ବାଚନୀ ଉଷ୍ମତା
ବିଜେଡି ପକ୍ଷରୁ ପ୍ରଚାର ଜୋରଦାର, ଘରକୁ ଘର ବୁଲି ଚାଲିଛି ଭୋଟ ଭିକ୍ଷା
ଦଳ ପକ୍ଷରୁ ପ୍ରଚାର ମଙ୍ଗ ଧରିଛନ୍ତି ବିଧାୟକ ନୃସିଂହ- ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ
ପରଜଙ୍ଗ (ଶାସକ ପ୍ରଶାସକ) : ପରଜଙ୍ଗ ବ୍ଲକର ୩ନମ୍ବର ଜୋନ ଜିଲ୍ଲା ପରିଷଦ ଉପ-ନିର୍ବାଚନ ପାଇଁ ବିଜେଡି…
ଜିଲ୍ଲା ସ୍ତରୀୟ ବୃହତ, ମଧ୍ୟମ ଓ ଲଘୁ ଶିଳ୍ପ କର୍ମଶାଳା।
ରାୟଗଡା (ସରୋଜ କୁମାର ସାହୁ) : ଜିଲ୍ଲା ଦକ୍ଷତା ବିକାଶ କମିଟି ତଥା ଜିଲ୍ଲା ପ୍ରଶାସନ ତରଫରୁ ବୃହତ, ମଧ୍ୟମ ଓ ଲଘୁ କର୍ମଶାଳା ଜୈନ ପ୍ରେକ୍ଷାଳୟ, ଜେ.କେ. ପେପର ମିଲ ଠାରେ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ…
ହରିଶଙ୍କର ଓ ଶୁକ ତେଲ ପ୍ରକଳ୍ପ ଗସ୍ତରେ ଉଚ୍ଚସ୍ତରୀୟ କମିଟି
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ବଲାଙ୍ଗୀର ଗସ୍ତରେ ମୁଖ୍ୟସଚିବ, ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଓ ୫ଟି ସଚିବ ଆସି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଓ ସୁକତେଲ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି | ହରିଶଙ୍କରର ସୌନ୍ଦର୍ଯ୍ୟ କରଣ ଓ ପାରିପାର୍ଶ୍ୱିକ ବିକାଶ…
ଗାଆଁକୁ ଗାଆଁ ବୁଲି ଶିକ୍ଷା ଦେଉଛନ୍ତି ସୁବାସ ସାର
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଦଶମ ଓ ଦ୍ଵାଦଶ ଶ୍ରେଣୀ ର ଶିକ୍ଷାଦାନ ସ୍କୁଲ, କଲେଜ ପରିସରରେ କରାଯାଇ ପାରୁଥିବା ବେଳେ ନବମ ଓ ଏକାଦଶ ଶ୍ରେଣୀ ଆଗାମୀ ୧୦ ତାରିଖରୁ କରାଯାଉଥିବା ଜଣାଯାଇଛି l କିନ୍ତୁ ଏକାଦଶ ଶ୍ରେଣୀ ର ଛାତ୍ର ଛାତ୍ରୀଙ୍କ ଆଗ୍ରହକୁ…
ପୈତୃକ ଜମି ହଡପ ଅଭିଯୋଗ-ପଞ୍ଚମ ଦିନରେ ପହଞ୍ଚିଲା ଆମରଣ ଅନଶନ , ପ୍ରଶାସନ ଚୁପ ।
ବୀରମହାରାଜାପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜାପୁର ତହସିଲରେ ଜମି ଦୁର୍ନୀତି ଅଭିଯୋଗ ରେ କଲମପୁର ଗ୍ରାମ ର ଗୋପାଲ ମେହେର ଦୀର୍ଘ 5 ଦିନ ହେବ ପରିବାର ସହ ତହସିଲ କାର୍ଯ୍ୟଳୟରେ ଆଗରେ ଆମରଣ ଅନଶନରେ ବସିଛନ୍ତି । ଅଭିଯୋଗ ଅନୁଯାୟୀ ଗୋପାଳଙ୍କ…
ଏଣିକି ବ୍ୟାଟେରୀ ଚାଳିତ ଗାଡିରେ ବୁହା ହେବ ଅଳିଆ।
କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)- ଭବାନୀପାଟଣା ସହରରେ ଶବ୍ଦ ଓ ବାୟୁ ପ୍ରଦୂଷଣ କୁ ଲାଘବ କରିବାପାଇଁ ମ୍ୟୁନିସିପାଲଟି ତରଫରୁ ଆଉ ଏକ ପ୍ରଶଂସନୀୟ ଉଦ୍ୟମ ହାତକୁ ନିଆଯାଇଛି। ପୂର୍ବରୁ ସହରବାସୀ ଅଳିଆ ଆବର୍ଜ୍ଜନାକୁ ମନଇଚ୍ଛା ଏଣେତେଣେ ଯେପରି ପକାଇବେ ନାହିଁ ସେଥିପାଇଁ ପ୍ରତି…
ବିଜେଡି ଉଠାଇଲା ମହିଳା ସଂରକ୍ଷଣ ପ୍ରସଙ୍ଗ
ରାଜ୍ୟସଭାରେ ଦାବି ଉପସ୍ଥାପନା କଲେ ସଂସଦ ସସ୍ମିତ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ରାଜ୍ୟସଭାରେ ବିଜେଡି ଉଠାଇଲା ମହିଳା ସଂରକ୍ଷଣ ପ୍ରସଙ୍ଗ | ବିଜେଡ଼ି ସାଂସଦ ସସ୍ମିତ ପାତ୍ର ଆଜି ରାଜ୍ୟସଭାରେ ମହିଳାଙ୍କ ସଂରକ୍ଷଣ ଦାବି ଉଠାଇ ଓଡିଆ ଭାଷାରେ ନିଜର ଦାବି ଉପସ୍ଥାପନ କରିଥିଲେ । ଆଜି…
ସଡକ ସୁରକ୍ଷା ମାସ : ୩୦ ଉତ୍ତମ ସାହାଯ୍ୟକାରୀ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା
କଳାହାଣ୍ଡି /ତୁଳମଣି ନାଗ ( ଶାସକ ପ୍ରଶାସକ) ପୋଲିସ୍, ଆରଟିଓ ଏବଂ ପ୍ରଶାସନ ଦ୍ଵାରା ସଡକ ସୁରକ୍ଷା ମାସ ପାଳନ କରାଯାଇଅଛି। ଉଦଯାପନୀ ସମାରୋହର ଏକ ଅଂଶ ଭାବରେ, ସମଗ୍ର ଜିଲ୍ଲାରେ ଉତ୍ତମ ସାହାଯ୍ୟକାରୀ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା | ଯେଉଁମାନେ କି କୌଣସି …
ଜିଲ୍ଲାରେ ଆରମ୍ଭ ହେଲା “ଶିଶୁ ସମ୍ପର୍କ ଯାତ୍ରା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ନିକଟସ୍ଥ ବ୍ରାହ୍ମଣ ସୀତାପୁର ଠାରେ ଜିଲ୍ଲା ଶିଶୁ କଲ୍ୟାଣ ସମିତି ତରଫରୁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ "ଶିଶୁ ସମ୍ପର୍କ ଯାତ୍ରା"ର ଆୟୋଜନ କରାଯାଇଥିଲା। ଏହି ଯାତ୍ରାରେ କିଶୋର ନ୍ୟାୟ ବୋଡ଼ର୍ର ସଦସ୍ୟା…
ଓଡିଶା ସ୍କିଲ ଡ଼େଭଲପମେଣ୍ଟ ଅଧ୍ଯକ୍ଷଙ୍କ ଚନ୍ଦ୍ରଗିରି ଶିଳ୍ପ ଓ ତାଲିମ କେନ୍ଦ୍ର ପରିଦର୍ଶନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଳକ୍ ନିକଟସ୍ଥ ଚନ୍ଦ୍ରଗିରି ଶିଳ୍ପ ଓ ତାଲିମ କେନ୍ଦ୍ରକୁ ମଙ୍ଗଳବାର ଦିନ ଦିନିକିଆ ଗ୍ରସ୍ଥରେ ଆସିଥିଲେ ଓଡ଼ିଶା ସ୍କିଲ ଡେଭଲପମେଣ୍ଟର ଅଧ୍ୟକ୍ଷ ସୁବ୍ରତ ବାଗଚୀ। ସେ ପୂର୍ବାହ୍ନରେ ତାଲିମ କେନ୍ଦ୍ରରେ ପହଞ୍ଚି ଉପସ୍ଥିତ…