ମାନସ ବେହେରା ହେଲେ ଭଞ୍ଜସେନାର ଯୁବ ଶାଖା ସଭାପତି 

ବାରିପଦା(ଦିଲ୍ଲୀପ ମହାନ୍ତି )- ମାନସ କୁମାର ବେହେରା ହେଲେ ଭଞ୍ଜସେନାର ଯୁବ ଶାଖା ସଭାପତି ।  ଭଞ୍ଜସେନାର ପ୍ରତିଷ୍ଠାତା  କଳିଙ୍ଗ କେଶରୀ ଜେନାଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତି ପିଣ୍ଟୁ ମାଇତି ଆନୁଷ୍ଠାନିକ  ଭାବେ ସେନାର ଯୁବ ଶାଖା ସଭାପତି ଭାବେ ଶ୍ରୀବେହେରାଙ୍କ ନାମ ଘୋଷଣା କରିବା…

ଅଙ୍ଗନବାଡ଼ି କେନ୍ଦ୍ର ସାନିଟାଇଜ କଲେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ଜୟମା ୟୁଥ୍ କ୍ଲବ   

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଥିବା ବେଳେ ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନିର୍ଦ୍ଦେଶରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ଜୟମା ୟୁଥ୍ କ୍ଲବ ତରଫରୁ ଭିଏସସ ନଗର ଓ ପଥରବନ୍ଧ ଅଞ୍ଚଳର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକୁ ସାନିଟାଇଜ…

ବାବୁ ସହରରେ, ମାଫିଆ ମାତିଛନ୍ତି ଜଙ୍ଗଲରେ 

ସଂକଟରେ ଶିମିଳିପାଳରେ ଶିରି : ବିପନ୍ନ ପ୍ରକୃତି ଆଉ ଜୀବସମ୍ପଦ  ଶିମିଳିପାଳ ଅଭୟାରଣ୍ୟରେ ଗୁଳିବିଦ୍ଧ କଲରାପତରିଆ ବାଘର ମୃତ୍ୟୁକୁ ନେଇ ଚର୍ଚ୍ଚା ଖୋଜିଲେ ମିଳୁନାହାଁନ୍ତି ଶିମିଳିପାଳ କ୍ଷେତ୍ର-ଉପନିର୍ଦ୍ଦେଶକ  ବାରିପଦା(ଦିଲ୍ଲୀପ ମହାନ୍ତି )- ଶିମିଳିପାଳ ଅଭୟାରଣ୍ୟର…

ଗ୍ରାହକ ପଞ୍ଚାୟତର ବାର୍ଷିକ ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗ୍ରାହକ ପଞ୍ଚାୟତ,ପାରଳାଖେମୁଣ୍ଡିର ବାର୍ଷିକ ବୈଠକ ନୂଆ କେରାଣ୍ଡି ଆମ୍ବତୋଟା ଠାରେ ପ୍ରଥମେ ସ୍ୱାମୀ ବିବେକାନନ୍ଦଙ୍କ ଫୋଟ ଚିତ୍ରରେ  ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ବୈଠକରେ ହରିମୋହନ ପଟ୍ଟନାୟକଙ୍କ ସଭାପତିତ୍ୱ…

ଜୁନାଗଡ ଏନଏସିରେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ

 ବରଗଡ  :  ଜୁନାଗଡ ଏନଏସିରେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଯୋଗ ଦେବେ ଶ୍ରୀ ବିଶ୍ୱମ୍ବର ମିଶ୍ର  | ଭବାନୀପାଟଣା ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଶ୍ରୀ ମିଶ୍ରଙ୍କୁ ଅବିନାଶ ମହାନ୍ତିଙ୍କ ସ୍ଥାନରେ ଜୁନାଗଡ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ…

ତରଭା ଏନଏସିରେ ନୂଆ ଏକଜେକ୍ୟୁଟିଭ ଅଫିସର 

ବରଗଡ  :  ତରଭା ଏନଏସିରେ ନୂଆ ଏକଜେକ୍ୟୁଟିଭ ଅଫିସର ଭାବେ ଯୋଗ ଦେବେ ଶ୍ରୀ କିରଣ ବେହେରା | ସମ୍ବଲପୁର  ମହାନଗର ନିଗମରେ ଅଫିସର ଅନ ସ୍ପେଶାଲ ଡ୍ୟୁଟି (ଓଏସଡି) ଭାବେ କାର୍ଯ୍ୟରତ ଶ୍ରୀ ବେହେରାଙ୍କୁ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ସ୍ଥାନରେ ତରଭା  ଏନଏସିର ଏକଜେକ୍ୟୁଟିଭ ଅଫିସର ଭାବେ ବଦଳି…

ସତ୍ୟଜିତ ମହାନ୍ତି ହେଲେ ରାଜ୍ୟ ଲୋକସେବା ଆୟୋଗର ନୂତନ ଅଧ୍ୟକ୍ଷ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ବରିଷ୍ଠ ଆଇପିଏସ ସତ୍ୟଜିତ ମହାନ୍ତି ହେଲେ ରାଜ୍ୟ ଲୋକସେବା ଆୟୋଗର ନୂତନ ଅଧ୍ୟକ୍ଷ | ରାଜ୍ୟ ଲୋକସେବା ଆୟୋଗ(ଓପିଏସସି) ଅଧ୍ୟକ୍ଷ ଭାବେ ଆଜି ରାଜ୍ୟ ସରକାର ଶ୍ରୀ ମହାନ୍ତିଙ୍କୁ  ନିଯୁକ୍ତି ଦେଇଥିବା ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…

ଓଡଗାଁ ଏନଏସିରେ ନୂଆ ଏକଜେକ୍ୟୁଟିଭ ଅଫିସର 

ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର) :  ବହୁଦିନ ଧରି ଖାଲି ରହିବା ତଥା ମୁରବି ବିହୀନ ହୋଇ ଚାଲିବ ପରେ ଶେଷରେ ପୂରଣ ହେବାକୁ ଯାଉଛି ଓଡଗାଁ ଏନଏସିରେ ଏକଜେକ୍ୟୁଟିଭ ଅଫିସର ପଦବୀ | ଓଡଗାଁ ଏନଏସିରେ ନୂଆ ଏକଜେକ୍ୟୁଟିଭ ଅଫିସର ଭାବେ ଯୋଗ ଦେବେ ମିସ ସ୍ୱାତୀ ମିଶ୍ର | ବ୍ରହ୍ମପୁର ମହାନଗର ନିଗମରେ ଅଫିସର…

ଐତିହାସିକ ଶିଶୁପାଳଗଡକୁ ରାଜ୍ୟ ସରକାରଙ୍କ ଜମି ଜବର ଦଖଲରୁ ବଂଚାଯାଉ:ଲେଖାଶ୍ରୀ 

ଭୁବନେଶ୍ୱର: ଦୁଇ ହଜାର ବର୍ଷରୁ  ଉର୍ଧ୍ଵ  ଐତିହାସିକ ଶିଶୁପାଳଗଡ ଠାରେ ଅନେକ ପୂରାତନ ମଠ ମନ୍ଦିର ଏବଂ ଐତିହ୍ୟ ଭରିରହିଛି  । ଏଠି ଅନେକ ସ୍ଥାନରେ ଭାରତୀୟ ପୁରାତତ୍ୱ ସର୍ବେକ୍ଷଣ ପକ୍ଷରୁ ଆବିଷ୍କାର ଏବଂ ସଂଗ୍ରକ୍ଷଣ କାମ ଚାଲିଛି । ହେଲେ ରାଜ୍ୟ ସରକାର ‘ସୌନ୍ଦର୍ଯୀକରଣ’ନାଁ ରେ ଜମି ଜବର ଦଖଲ…

ମହାବୀରଙ୍କ ମହା ଗଡବଡ , ଜୁନାଗଡ ଆରଡ଼ି ବିଭାଗର ନିଦ ନିଘୋଡ଼  ।

କଳାହାଣ୍ଡି /ତୁଳମଣି ନାଗ: କଳାହାଣ୍ଡି ଜିଲ୍ଲାରେ  ଆଟିଗାଁ ଠାରୁ ଡ଼ୋକ୍ରିପଡା ପର୍ଯ୍ୟନ୍ତ ଜୁନାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଚାଲିଥିବା ରାସ୍ତା କାର୍ଯ୍ୟରେ ଚାଲିଛି ମହାଦୁର୍ନୀତି । ସୂଚନା ଅନୁସାରେ ଉକ୍ତ ରାସ୍ତା କାର୍ଯ୍ୟରେ ଲାଲ ମୁରୁମ ପରିବର୍ତ୍ତେ କେଵଳ ମାଟି ଓ ଅଳ୍ପ ମୁରୁମ…