Sign in
Sign in
Recover your password.
A password will be e-mailed to you.
ଚଳିତ ବର୍ଷ ରେଳ ବଜେଟରେ ଓଡିଶାକୁ ମିଳିଲା ୬ ହଜାର ୯୯୫.୫୮ କୋଟି ଟଙ୍କା ଅନୁଦାନ
ରେଳ ବଜେଟରେ ବର୍ତମାନ ସୁଦ୍ଧା ଓଡିଶାକୁ ରେକର୍ଡ ପରିମାଣ ୩୬,୧୦୭ କୋଟି ଟଙ୍କାର ଅନୁଦାନ ମିଳିଥିବାରୁ ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି
ଭୁବନେଶ୍ୱର: କେନ୍ଦ୍ରୀୟ ରେଳ ବଜେଟ ୨୦୨୧-୨୨ ଆର୍ଥୀକ ବର୍ଷ ପାଇଁ ଓଡିଶାକୁ ୬ ହଜାର ୯୯୫.୫୮ କୋଟି ଟଙ୍କା…
ଧାନ ବିକ୍ରୟର ଲକ୍ଷ୍ୟ ବଢ଼ାଇବା ପାଇଁ ଚାଷୀଙ୍କ ମନ୍ତ୍ରୀଙ୍କୁ ଅନୁରୋଧ।
ଝାରସୁଗୁଡ଼ା :(ସୁଭାଷ ସହାରେ) : ଗତ ୩ ତାରିଖରେ ଝାରସୁଗୁଡ଼ା ଜିଲ୍ଲା କୃଷକ ସଂଗଠନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ଶ୍ରୀ ନବକିଶୋର ଦାସଙ୍କୁ ସାକ୍ଷାତ କରି ଧାନ ବିକ୍ରୟ ଜନିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ମନ୍ତ୍ରୀଙ୍କୁ ଧାନ କ୍ରୟ ସଂପର୍କରେ କୌଣସି ଲକ୍ଷ୍ୟ ନ ଥିବା…
ବିମାନବନ୍ଦରର ଆଖପାଖ ଅଞ୍ଚଳରେ ନିଆଁ ଲାଗିଲା।
ଏୟାରପୋର୍ଟ ନିର୍ଦ୍ଦେଶକ ଡାକିଲେ ଜରୁରୀକାଳୀନ ବୈଠକ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନିକଟବର୍ତ୍ତୀ ଅଞ୍ଚଳରେ ହଠାତ ନିଆଁ ଲାଗି ଅନେକ ଅଞ୍ଚଳକୁ ବ୍ୟାପି ଯାଇଥିବାର ଖବର ଆସିଛି। ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା…
ଦ୍ବିତୀୟ ଦିନରେ ନବଜୀବନ ଟ୍ରଷ୍ଟ ଉପଶମ କେନ୍ଦ୍ରରେ “ଶିଶୁ ସମ୍ପର୍କ ଯାତ୍ରା “
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ନବଜୀବନ ଅନ୍ଧ ଓ ଉପଶମ କେନ୍ଦ୍ର ତଥା ଶିଶୁ ଯତ୍ନ ଅନୁଷ୍ଠାନ ପରିସରରେ ଜିଲ୍ଲା ଶିଶୁ କଲ୍ୟାଣ ସମିତି ପକ୍ଷରୁ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ସହାୟତାରେ ଦ୍ବିତୀୟ ଦିନରେ "ଶିଶୁ ସମ୍ପର୍କ ଯାତ୍ରା" …
ବିଶ୍ବ କର୍କଟ ଦିବସ-୨୦୨୧ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ବ କର୍କଟ ଦିବସ-୨୦୨୧ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ…
ବନ୍ଧା ହେଲେ ସାଇବର ରୋମିଓ
ଭବାନୀପାଟଣା ସହରରେ ଜଣେ ନାବାଳକିଙ୍କୁ ଫେସବୁକ୍ ଇନଷ୍ଟାଗ୍ରାମରେ ଯୌନ ନିର୍ଯ୍ଯାତନା ଦେଇ ଯୁବକ ଗିରଫ ।
କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)-ଭବାନୀପାଟଣା ଟାଉନ୍ ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ଫେସବୁକ୍ ଇନଷ୍ଟାଗ୍ରାମରେ ଯୌନ ନିର୍ଯ୍ଯାତନା ଓ ଧମକ ଦେଇ ଜଣେ ୨୬ ବର୍ଷିୟ…
ଆଇଓସିଏଲ ପାଇପ ଲାଇନରୁ ଚୋରି ଉଦ୍ୟମ ଅଭିଯୋଗ।
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ଭାରତୀୟ ତୈଳ ନିଗମ(ଆଇଓସିଏଲ) ର ପାରାଦ୍ୱୀପ- ରାଞ୍ଚି ପାଇପ ଲାଇନର ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ଖଜୁରିଝରଣ ଗ୍ରାମ ନିକଟରେ ପାଇପରୁ ତେଲ ଚୋରି ଉଦ୍ୟମ ହୋଇ ଥିବା ନେଇ ରେଢ଼ାଖୋଲ ଥାନାରେ ଗୁରୁବାର ଲିଖିତ ଅଭିଯୋଗ କରାଯାଇଛି।ଏ ନେଇ…
ବାଇକ ଦୁର୍ଘଟଣାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁତର ଆହତ।
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ ତଥା ରେଢ଼ାଖୋଲ- ନାକଟିଦେଉଳ ରାସ୍ତାର ଡିମିରିକୁଦା ଗ୍ରାମ ନିକଟରେ ଆଜି ଅପରାହ୍ନରେ ବାଇକ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ସାହୁ ଗୁରୁତର ଆହତ…
ମାଓ ଭୟରେ ଭିଟାମାଟି ଛାଡ଼ିଲେ ୮୫ ଉର୍ଦ୍ଧ୍ବ ଗ୍ରାମବାସୀ
ଖବର ପାଇ ଲୋକଙ୍କ ପାଖରେ ପହଁଚିଲା ପ୍ରଶାସନ l
ଚିତ୍ରକୋଣ୍ଡା:-(ବି ଶ୍ରୀନିବାସ ପାତ୍ର)- ମାଲକଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ର ଦୁଇଟି ପଞ୍ଚାୟତ ଯୋଡ଼ାମ୍ବ ଓ ପଣଷପୁଟ ପଞ୍ଚାୟତର ବାରଗୋଟି ଗ୍ରାମ ଖଜୁରୀଗୁଡା,ବିହନଗୁଡ଼ି ,ଖାଲପଦର ,ତାରାବେଢା,ମାଟିଖାଲ,ଲାଡିଗୁଡ଼ା,ବେଜିଙ୍ଗ,…
ଗରିବ ପରିବାରର ମହିଳାଙ୍କୁ ସ୍ମାର୍ଟ ଫୋନ ବିତରଣ।
ଟିଟିଲାଗଡ,(ଗୌରବ ଦର୍ଜୀ) : ଟିଟିଲାଗଡ ଉପଖଣ୍ଡ ଲେବେଡ଼ା ପଞ୍ଚାୟତ ରେ ଫେବୃଆରୀ ୨ ତାରିଖ ରୁ ଆରମ୍ଭ ହୋଇଥିବା ତ୍ରିଦିବସୀୟ ସମ୍ମିଳନୀରେ ୧୩୫ ଟି ସ୍ମାର୍ଟ ଫୋନ ବିତରଣ କରାଯାଇଛି । ପ୍ରଥମ ଦିନ ରେ ୪୦ ଟି ଦ୍ଵିତୀୟ ଦିନରେ ୪୫ ଟି ତୃତୀୟ ଦିନରେ ୫୦ ଟି ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ…