ବୁଗୁଡା (ଡ଼ଃ.କୁମିଡ ଚନ୍ଦ୍ର ବେହେରା) ଓଡିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ଼ ପକ୍ଷରୁ ଶ୍ରୀକର ଭଞ୍ଜ ଓପେନ ୟୁନିଟ ଦ୍ୱାରା ବୁଗୁଡାରେ ଏପ୍ରିଲ ୨୯ ତାରିଖ ଦିନ ଏକ ଜଳଛତ୍ର ସେବା କାର୍ଯ୍ୟ ଶୁଭାରମ୍ଭ ହୋଇଯାଇଛି। ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳଛତ୍ର ସେବାକୁ ଉଦଘାଟନ କରିଥିଲେ। ଏହି ସେବା କାର୍ଯ୍ୟକ୍ରମରେ ରୋଭର୍ ଲିଡ଼ର୍ ଭଗବାନ ସ୍ଵାଇଁ, ଶ୍ରୀକର ଭଞ୍ଜ ଓପେନ ୟୁନିଟର ରୋଭର୍ ଲିଡ଼ର୍ ଜ୍ଞାନ ପ୍ରକାଶ ନାୟକ, କେ. ଅମ୍ରିତ ସାଗର ପାତ୍ର, ସତ୍ୟ ପ୍ରକାଶ ନାୟକ, ଆଦିତ୍ୟ ମହାପାତ୍ର, ରାମକୃଷ୍ଣ ବାଡତ୍ୟା, ମାନସ ରଞ୍ଜନ ଜେନା, ରାଜେଶ ଗୌଡ଼, ଆଶୁତୋଷ ମହାପାତ୍ର, ଶିଶିର ପାତ୍ର, ଆଶୁତୋଷ ପାତ୍ର, ଚନ୍ଦନ ସ୍ୱାଇଁ, ଜ୍ୟୋତି ରଞ୍ଜନ ତ୍ରିପାଠୀ, ରାମକୃଷ୍ଣ ସ୍ଵାଇଁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.