ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

0 3

 

ପଦ୍ମପୁର(ଶାସକପ୍ରଶାସକ)- ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ର ବରିଷ୍ଠ ଶିକ୍ଷକ ଶ୍ରୀ ବୃନ୍ଦବାନ ଦଶ ଅବସର ଗ୍ରହଣ କଲେ। କୋଭିଡ଼ ନିୟମ ପାଳନ କରି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇ ଙ୍କ ସଭାପତିତ୍ୱ ରେ ଏକ ନିରାଡ଼ମ୍ବର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ସଭା ରେ ଶ୍ରୀ ଦାଶ ଙ୍କର ଅବସରୋତ୍ତୋର ଜୀବନ ସୁସ୍ଥମୟ ତଥା ଅନନ୍ଦନୟ ହେଉ ବୋଲି କାମନା କରାଯାଇଥିଲା।ଶ୍ରୀ ଦାଶ ତାଙ୍କ ସ୍ବ ରଚିତ ଏକ କବିତା ତଥା ଏକ ଏକ ଗୀତା ବହି ସମସ୍ତ ଙ୍କୁ ପ୍ରଦାନ କରିଥିଲେ।ଶ୍ରୀ ଦଶ ଙ୍କୁ ତାଙ୍କର ପେନସନ ପେପର ପ୍ରଧାନ ଶିକ୍ଷୟତ୍ରୀ ପ୍ରଦାନ କରି ଥିଲେ। ଏହି ସଭା ରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ସୁରେନ୍ଦ୍ର କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.