ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ମଶାଲ ଯାତ୍ରା

ଭୁବନେଶ୍ୱର :  ଆସନ୍ତା ୧୫ ତାରିଖ ସୋମବାର ପ୍ରାତଃ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ ସାରା ରାଜ୍ୟରେ ବନ୍ଦ ଡାକରା ଦେଇଛି । ଏହି ବନ୍ଦ ପେଟ୍ରୋଲ, ଡିଜେଲ ଓ ଜାଳେଣି ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି, ରାଜ୍ୟରେ ହୁ ହୁ ବେକାରୀ ସଂଖ୍ୟା ବୃଦ୍ଧି, ନାରୀ…

ଡିଜେଲ୍ ଏବଂ ପେଟ୍ରୋଲ୍ ଉପରେ ନୂତନ ସେସ୍ ଲାଗୁ ନିଷ୍ପତ୍ତି ପ୍ରତ୍ୟାହାର ହେଉ : ବିଜେଡି 

  ଗତ ୬ ବର୍ଷ ଭିତରେ ଦେଶରେ ଲଗାମ ଛଡ଼ା ହୋଇଛି  ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଦର: ସଞ୍ଜୟ  ଭୁବନେଶ୍ୱର (ଶାସକ ପ୍ରଶାସକ) : ବର୍ଦ୍ଧିତ ସେସ୍ ପ୍ରତ୍ୟାହାର କରୁ କେନ୍ଦ୍ର ଗତ ୬ ବର୍ଷ ଭିତରେ ଦେଶରେ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ହୁ ହୁ ହୋଇ ବଢ଼ିଚାଲିଛି । କୋଭିଡ଼୍ ମହାମାରୀ ପରେ ଗରିବ,…

କେରଳରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

କେରଳ ଓ ଦକ୍ଷିଣ ଭାରତର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବ - ପ୍ରଧାନମନ୍ତ୍ରୀ ଲୋକାର୍ପିତ ପିଡିପିପି ପ୍ଲାଂଟରୁ  ବିଦେଶରୁ ଆମଦାନୀ ହେଉଥିବା ସର୍ବୋତ୍କୃଷ୍ଟ  ମାନର ପେଟ୍ରୋକେମିକାଲ ଉତ୍ପାଦିତ ହେବ - ଧର୍ମେନ୍ଦ୍ର ପ୍ରଧାନ କେରଳ/ଭୁବନେଶ୍ୱର– କେରଳର କୋଚି ଠାରେ ରବିବାର ରାଷ୍ଟ୍ର…

ପୁଲୱାମା ବୀର ଶହିଦଦିବସ ଉଦେଶ୍ୟରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର:ପୁଲଓ୍ୱାମା ଆକ୍ରମଣକୁ ଆଜି ଦୁଇ ବର୍ଷ ପୁରିଥିବା ବେଳେ ଏହି ଘଟଣାଟି ସତେ ଯେପରି ଆଜି ହେଇଥିବା ଭଳି ମନେ ହେଉଛି । ଏହି ଘଟଣା ମନେ ପଡ଼ିଲେ ଆଖିରୁ ଲୁହ ଝରିପଡ଼ୁଛି। ସେହି ଦିନର ଛାତି ଥରା ଶବ୍ଦ ଓ ଦୃଶ୍ୟକୁ ମନେ ପକାଇବା ବେଳକୁ ରୁମ ଟାଙ୍କୁରି ଉଠୁଛି ।ଆତଙ୍କବାଦୀଙ୍କ ଆକ୍ରମଣରେ…

ପୁଲଓ୍ବାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ।

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ - ବଜରଙ୍ଗ ଦଳ ସମ୍ବଲପୁର ପକ୍ଷରୁ ସମ୍ବଲପୁର  କଚେରି ଛକ ସ୍ଥିତ ଶହିଦ ସ୍ତମ୍ଭରେ ପୁଲଓ୍ବାମା ଆକ୍ରମଣ ରେ ଶହିଦ ହୋଇଥିବା ୪୦ ବୀର ଯବାନ ମାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଛି । ଏଥିସହ ବଜରଂଗ ଦଳ ର କାର୍ଯ୍ୟକର୍ତ୍ତା  ରିଙ୍କୁ ଶର୍ମା ଙ୍କୁ ମଧ୍ୟ…

ମୋ ପରିବାର ତରଫରୁ ରକ୍ତଦାନ ଶିବିର 

ପଦ୍ମପୁର :- ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜବୋରାସମ୍ବର ବ୍ଲକ୍ ବିଜୁ ଯୁବ-ଛାତ୍ର ଜନତା ଦଳ ଓ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜମଲା ଠାରେ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ବରଗଡ଼ ଜିଲ୍ଳା ସଂଯୋଜକ ଗୌରହରି…

ଝାରବନ୍ଧ ବ୍ଲକରେ ମସାରି ବଣ୍ଟନ

ଝାରବନ୍ଧ ( ମନୋହର ଦାଶ) :ବରଗଡ଼ ଜିଲ୍ଲା ର ଝାରବନ୍ଧ ବ୍ଲକ ରେ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡଭା ତରଫରୁ ଔଷଧୀୟ ମସାରି ବଣ୍ଟନ ର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ କୁ ଝାରବନ୍ଧ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ଓ ବିଡ଼ିଓ ଶ୍ରୀ ରୁନୁ ଲାକ୍ରା ମିଳିତ ଭାବରେ ଉଦଘାଟନ…

ସମସ୍ୟାର ସମାଧାନ କରି ଗ୍ରାମବାସୀଙ୍କ ପ୍ରିୟପାତ୍ର ହେଲେ ଯଶୋବନ୍ତ 

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)-ସମସ୍ୟା ସବୁ ଗାଁ ରେ ଅଛି ରହିଥିବ ମଧ୍ୟ l ହେଲେ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ବହୁତ କମ ଲୋକ ବାହାରିଥାନ୍ତି l ବର୍ତମାନ ଯୁବକ ମାନେ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହି ଲୋକଙ୍କ ସେବା କରିବା ଭୁଲି ଯାଉଛନ୍ତି l ହେଲେ କିଛି ଯୁବକ ବର୍ତମାନ…

ସ୍କୁଲ ଫିସ ଛାଡ ପାଇଁ ଦାବି ।

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: କରୋନା ମହାମାରୀ ସମୟରେ ବେସରକାରୀ ସ୍କୁଲ ଗୁଡିକୁ ଫି ଛାଡ଼ କରିବା ପ୍ରସଙ୍ଗରେ ଉଚ୍ଚ ନ୍ୟାୟାଳୟଙ୍କ ରାୟ ଓ ନିର୍ଦ୍ଦେଶକୁ ସଠିକ କାର୍ଯ୍ୟକାରିତା ପାଇଁ  ଓଡଶା ଅଭିଭାବକ  ମହାସଂଘ ତରଫରୁ ଦାବି କରାଯାଇଛି । ସମ୍ବଲପୁର ଠାରେ ମହାସଂଘର ଅଧ୍ୟକ୍ଷ ବାସୁଦେବ …

ନେଡ଼ି ଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର – ଧର୍ମେନ୍ଦ୍ର ପ୍ରଧାନ

ଆନ୍ଧ୍ର ଓ ପଡେ଼ାଶୀ ରାଜ୍ୟ ସହ ସୀମା ବିବାଦ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍   ଭୁବନେଶ୍ୱର- ଆନ୍ଧ୍ରପ୍ରଦେଶ ହେଉ ଅଥବା ଅନ୍ୟାନ୍ୟ ପଡେ଼ାଶୀ ରାଜ୍ୟ ମାନଙ୍କ ସହ ଆମର ସୀମା ବିବାଦ ଅନେକ ସମୟରେ ତିକ୍ତତା ସୃଷ୍ଟି କରୁଛି । ସମୟ ଥାଉ ଥାଉ ନେଡ଼ି ଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ରାଜ୍ୟ…