Sign in
Sign in
Recover your password.
A password will be e-mailed to you.
ଜୟବୀର ହନୁମାନଙ୍କ ପ୍ରତିମୂର୍ତ୍ତି ପାର୍ଶ୍ୱରେ ଧ୍ୟାନ ପୀଠର ନୂତନ ଗୃହର ଶୁଭଉଦଘାଟନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ପୌରାଞ୍ଚଳର କରଣ ସାହି ଠାରେ ଥିବା ଜୟବୀର ହନୁମାନଙ୍କ ପ୍ରତିମୂର୍ତ୍ତି ପାର୍ଶ୍ୱରେ ହନୁମାନ ଚାଳିଶା , ଧ୍ୟାନ , ସଂକୀର୍ତ୍ତନ ପାଇଁ ନୂତନ ଗୃହର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଚିନ୍ମୟ ମିଶନର ସ୍ୱାମୀଜୀ…
ରେଙ୍ଗାଲିରେ ୟୁଥ ଫର ଏକ୍ସନର ବୈଠକ ଅନୁଷ୍ଠିତ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ସ୍ଥିତ ହୋଟେଲ ସ୍ପାଇସ କନଫରେନ୍ସ ହଲରେ ଶନିବାର ୟୁଥ ଫର ଏକ୍ସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ରାଜ୍ୟ ସଂଯୋଜକ ସୁଜିତ ସିଂ ଅତିଥି ଭାବରେ ଯୋଗ ଦେଇଥିଲେ । ବୈଠକରେ ଯୁବ ସଂଗଠକ…
ଚର୍ଚ୍ଚାରେ ଡ଼ ରାମଚନ୍ଦାନୀଙ୍କ ଟଙ୍କିକିଆ କ୍ଲିନିକ
ଲୋକଙ୍କ ସେବା କରିବା ପାଇଁ ସତରେ ଡ଼ ରାମଚନ୍ଦାନୀଙ୍କ ଭଳି ମନଟିଏ ଲୋଡ଼ା
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରବର୍ତ୍ତିତ ଟଙ୍କିକିଆ ଚାଉଳ ସ୍କିମ ଆଉ ସଂସଦ ଅପରାଜିତାଙ୍କ ଭୁବନେଶ୍ୱରରେ ଟଙ୍କିକିଆ ଖାଦ୍ୟ ବଣ୍ଟା ହେଉଥିବା ବେଳେ ଏଣେ ଚର୍ଚାକୁ…
ଅତିରିକ୍ତ ତହସିଲଦାର ଏବଂ କର୍ମଚାରୀ ପଦବୀ ପୂରଣ ପାଇଁ ଦାବି
କଣ୍ଟାବାଞ୍ଜି:(ଚୁଡାମଣି ସୁନା) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଏବଂ କର୍ମଚାରୀ ପଦବୀ ପୂରଣ ପାଇଁ ଦାବି ହେଇଛି। ଏ ନେଇ ଶୁକ୍ରବାର କଣ୍ଟାବାଞ୍ଜି ପ୍ରେସ କ୍ଲବ ତରଫରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ଅଶୋକ ମାଝୀଙ୍କୁ ଦାବିପତ୍ର…
ଜମି ହଡପ ମାମଲା,ଉପ ଜିଲ୍ଲାପାଳଂକ ପ୍ରତିଶୃତିରେ ଧାରଣା ପ୍ରତ୍ୟାହୃତ
ଝରବନ୍ଧ :- ଝାରବନ୍ଧ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜମି ହଡପ ପ୍ରତିବାଦରେ ଚାଲିଥିବା ଧାରଣା ପ୍ରତ୍ୟାହୃତ ହୋଇଛି। କୁକ୍ରିପାଲି ଗ୍ରାମର ଆଦିବାସୀ ଭୂମିହୀନମାନେ ଦୀର୍ଘ ଦିନ ହେବ ଅକ୍ତିଆର କରିଥିବା ଜମିକୁ ହାତେଇ ବିକ୍ରି କରିଥିଲେ ସେହି ଗ୍ରାମର ଜମିଦାର । ତାର ଡିମାରକେସନ କରିବା ପରେ…
ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମିଳନୀ ଉଦଘାଟନ କଲେ ଜିଲ୍ଲାପାଳ ।
ମାଲକାନଗିରି ତା:- (ବି ଶ୍ରୀନିବାସ ପାତ୍ର)- ଶନିବାର ଆଜି ଦିବା 11. 00 ଘଣ୍ଟିକାରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକଏବଂ ଅଭିଭାବକ ସମ୍ମିଳନୀରେ ମାନ୍ୟବର ଜିଲ୍ଲାପାଳ ୱାୟୀ ବିଜୟ ଯୋଗ ଦେଇ କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ l ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଥିଲେ…
ପୋଲିସ ବିଭାଗ ଓ ଡିଗ୍ରୀ ମହାବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ।
ମାଲକାନଗିରି,(ବି ଶ୍ରୀନିବାସ ପାତ୍ର) ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଇନ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଛି ସଡକ ସୁରକ୍ଷା ସଚେତନତା ସୃଷ୍ଟି ଅଭିଯାନ । ଆଜିର କାର୍ଯ୍ୟକ୍ରମ ରେ ଓର୍କେଲ ପୋଲିସ ବିଭାଗର ଥାନାଧିକାରୀ ଶ୍ରୀ ସୌମେନ୍ଦ୍ର…
ରାୟଗଡ ପଞ୍ଚାୟତ ସମିତି ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ବିକାଶ ନେଇ ପ୍ରଶାସନ ସର୍ବଦା ତତ୍ପର
ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ହାତକୁ ନିଆଯାଇଛି ବହୁ ଉନ୍ନତି ମୂଳକ କାର୍ଯ୍ୟ : ଜିଲ୍ଲାପାଳ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଥିବା ରାୟଗଡ ପଞ୍ଚାୟତ ସମିତି ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି…
ଗଙ୍ଗଶିଉଳି ଫୁଲ ଭଳି ସ୍ୱଳ୍ପ ଜୀବନ କାଳରେ ଓଡ଼ିଆ ଭାଷା ସାହିତ୍ୟର ବିକାଶ ଏବଂ ସାଧନା ପାଇଁ ପ୍ରାବନ୍ଧିକ ପଣ୍ଡିତ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଗବେଷକ ପଣ୍ଡିତ ପ୍ରାବନ୍ଧିକ ଶ୍ୟାମସୁନ୍ଦର ରାଜୁଗୁରୁଙ୍କ ୧୫୬ତମ ଜୟନ୍ତୀ ଯଥାରୀତିରେ ପାଳନ ହୋଇସାରିଛି। ଓଡ଼ିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ…
ଭୂମିହୀନ ଙ୍କୁ ଜମିପଟା ବଣ୍ଟନ କଲେ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ
ବରଗଡ :- ନିଜର ଖଣ୍ଡେ ଜମି ଓ ସେହି ଜମିରେ ନିଜର ଖଣ୍ଡେ ଘର ଜଣେ ଗରିବ ଲୋକର ସ୍ୱପ୍ନ କେବଳ ଏତିକି । ନିଜ ଜମିରେ ଘରଖଣ୍ଡେ କରି ନିଜର ପରିବାର ସହିତ ଖୁସିରେ ଜୀବନଯାପନ କରିବାର ସ୍ୱପ୍ନକୁ ପୂରଣ କରିବା ପାଇଁ ଜଣେ ଭୂମିହୀନକୁ କେତେ କଷ୍ଟ ଓ ପରିଶ୍ରମ କରିବାକୁ ପଡିଥାଏ ତାର ସୀମା ନାହିଁ…