Sign in
Sign in
Recover your password.
A password will be e-mailed to you.
ଆଉ ଗୋଟିଏ ଷଢେଇକଳା-ଖରସୁଆଁ ଘଟଣାର ପୁନରାବୃତି ହେବାକୁ ଦେବୁନାହିଁ
ସୀମାନ୍ତବର୍ତୀ ଅଂଚଳ ଗସ୍ତ କରି ବାସ୍ତବ ସ୍ଥିତି ପରଖିଲେ ରାଜ୍ୟ ବିଜେପି ପ୍ରତିନିଧୀ ଦଳ
ଗଭୀର ଭାବଗତ ସମ୍ପର୍କ ସତ୍ୱେ ବାଧ୍ୟବାଧକତାରେ ଓଡିଆ ଲୋକେ ଆନ୍ଧ୍ର ମୁହାଁ
ଭୁବନେଶ୍ୱର(ଶାସକ ପ୍ରଶାସକ) : ୧୯୩୬ ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା । ପାରଳା ମହାରାଜ…
ଦେଶର ପ୍ରଥମ ସିଏନଜି ଟ୍ରାକ୍ଟର
ଚାଷୀଙ୍କ ଆୟରେ ବୃଦ୍ଧି ଘଟିବା ସହ ଗ୍ରାମାଂଚଳରେ ରୋଜଗାର ବଢିବ-ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର– ଦେଶର ପ୍ରଥମ ସିଏନ୍ଜି ଟ୍ରାକ୍ଟର ଶୁଭାରମ୍ଭ ହେବା ଫଳରେ ଚାଷୀମାନେ ନିଜ ଆୟକୁ ବୃଦ୍ଧି କରିବା ସହ ଗ୍ରାମାଂଚଳରେ ରୋଜଗାର ମଧ୍ୟ ବଢିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
ଜାତୀୟ ଆଦିବାସୀ ଲୋକନୃତ୍ୟ,ସଙ୍ଗୀତ ଉତ୍ସବ ଉଦଘାଟିତ।
କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)" ଜିଲ୍ଲା ଜୁନାଗଡ଼ ଠାରେ ତା:୧୨ ଶୁକ୍ରବାର ଦିନ ଜାତୀୟ ଆଦିବାସୀ ନୃତ୍ୟ,ସଙ୍ଗୀତ ଉତ୍ସବ ଉଦଘାଟିତ ହୋଇ ଯାଇଛି। ଓଡିଶା ସରକାରଙ୍କ ଶକ୍ତି , ଶିଳ୍ପ, ଗୃହ ରାଷ୍ଟ୍ରମନ୍ତ୍ରୀ କେପ୍ଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ…
ପି ସି ବେହେରା ସିନିୟର ମହିଳା ଫୁଟବଲ ପ୍ରତିଯୋଗିତା ୧୫ ତାରିଖରୁ
୨୧ ରେ ଫାଇନାଲ ଅନୁଷ୍ଠିତ ହେବ ମ୍ୟାଚ
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲା କ୍ରୀଡା ସଂଘ ଓ ଓଡିଶା ଫୁଟବଲ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଆସନ୍ତା ୧୫ ତାରିଖରୁ ୨ୟ ବାଟାଲିୟନ ଓ.ଏସ.ଏପି ଷ୍ଟାଡିୟମ ଓ ସେଠାରେ ଥିବା ୨ଟି ଫୁଟବଲ ପଡିଆରେ ଆନ୍ତଃ ଜିଲା ପି ସି ବେହେରା ସିନିୟର…
ଘରୋଇ ବିଦ୍ୟାଳୟ ସରକାରୀ ନିୟମର ପାଳନ କରିବାକୁ ବାଧ୍ୟ।
ନଚେତ ସରକାର ଗ୍ରହଣ କରିପାରିବେ କାର୍ଯ୍ୟାନୁଷ୍ଠାନ : ଓଡିଶା ଅଭିଭାବକ ମହାସଂଘ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଘରୋଇ ବିଦ୍ୟାଳୟଗୁଡ଼ିକ ଫି ଛାଡ଼ କରିବା ପ୍ରସଙ୍ଗ ନେଇ ଉଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ମାନିବା ପାଇଁ ବାଧ୍ୟ। ନଚେତ ସେମାନଙ୍କ ମାନ୍ୟତା ରଦ୍ଦ କରିପାରିବେ ସରକାର। ଏ ନେଇ…
ଚାଷୀ ସମସ୍ୟା ସମାଧାନ ଦାବିରେ ବିଜେପି ର ଚକାଜାମ ଆନ୍ଦୋଳନ।
ସମ୍ବଲପୁର ରୁ ରମାକାନ୍ତ ବିଶ୍ୱାଳ - ସାରା ରାଜ୍ୟରେ ଲାଗିରହିଥିବା ଚାଷୀ ଓ ଧାନ ବିକ୍ରିର ସମସ୍ୟାର ସମାଧାନ ଦାବୀ ରେ ବିଜେପି ପକ୍ଷରୁ ପଶ୍ଚିମାଞ୍ଚଳ ର ୧୦ଟି ଜିଲ୍ଲା ରେ ଚକାଜାମ ଆନ୍ଦୋଳନ କରାଯାଇଥିଲା । ବିଜେପି ପକ୍ଷରୁ ସକାଳ ୧୦ ଟା ରୁ ଦିନ ଗୋଟିଏ ଯାଏ ଘଣ୍ଟା ତିନି ଘଣ୍ଟା ଧରି ଏହି…
ଭାଲେଣ୍ଟାଇନ୍ ଡେ’ରେ ବୀର ଜବାନଙ୍କୁ ଯୁବ ଚିତ୍ରକରଙ୍କ ନିଆରା ଉପହାର
ପେନସିଲରେ ବନ୍ଧୁକ କଳାକୃତି ମାଧ୍ୟମରେ ପୁଲବାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ
ବାରିପଦା(ଦିଲ୍ଲୀପ ମହାନ୍ତି) : ଭାଲେଣ୍ଟାଇନ୍ ଡେ ଅବସରରେ କିଏ କେତେ ପ୍ରକାର କାର୍ଯ୍ୟକ୍ରମ କରୁଛି । ମାତ୍ର ଠିକ ଏହି ଦିନରେ ୨୦୧୯ରେ ସାରା ଦେଶ ଭାଲେଣ୍ଟାଇନ୍ ଡେ ପାଳନ କରୁଥିବା ବେଳେ ପୁଲବାମା ଆତଙ୍କବାଦୀ…
ଓଡ଼ଗାଁ ଲକ୍ଷ୍ମୀବଜାର ଅଳଙ୍କାର ଚୋରୀ ଘଟଣାରେ ଜଣେ ଗିରଫ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମି୍ରଶ) : ଓଡ଼ଗାଁ ଲକ୍ଷ୍ମୀ ବଜାର ଲଜ୍ ସାହିରେ ଥିବା ଏକ ମରାମତ ଦୋକାନରୁ ୩ ଲକ୍ଷ ଟଙ୍କାର ସୁନା ରୁପା ଚୋରି ହୋଇ ଥିବା ଘଟଣାରେ ଓଡ଼ଗାଁ ପୋଲିସ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାଯାଇଛି । ଅଭିଯୁକ୍ତ ଜଣକ ଭାଡିକିଳାର ରଞ୍ଜନ ଆଚାରୀ(୪୨) । ବର୍ତମାନ ସେ…
ସେକ୍ସ ରାକେଟ ପର୍ଦ୍ଦାଫାଶ କଲେ ଓଡ଼ଗାଁ ପୋଲିସ
ଯୁବକ ଗିରଫ, ସ୍ୱଳ୍ପ ରହଣୀ ଗୃହରେ ରହିଲେ ୨ ଯୁବତୀ
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନା ଅଖାରୀୟା ଗ୍ରାମ ମୁଣ୍ଡରେ ଥିବା ଏକ ଗୃହରେ ଶୁକ୍ରବାର ରାତିରେ ଆଦର୍ଶ ଥାନା ଆଇଆଇସି ପ୍ରଜ୍ଞାପାରମିତା ଜେନା, ଏସଆଇ ସ୍ନେହଲତା ପ୍ରଧାନ, ସଞ୍ଜୟ ପରିଡ଼ାଙ୍କ ସହିତ ଅନ୍ୟ ସହକର୍ମୀମାନେ…
ଚାଷୀଙ୍କ ଧାନକିଣା ସମସ୍ୟା ନେଇ ଝାରସୁଗୁଡ଼ା ବିଜେପିର ଚକବନ୍ଦ ଆନ୍ଦୋଳନ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ଭାରତୀୟ ଜନତା ପାର୍ଟି, ଝାରସୁଗୁଡ଼ା ତରଫରୁ ବ୍ରଜରାଜନଗର ଓ ଝାରସୁଗୁଡ଼ାଠାରେ ଚାଷୀମାନେ ଧାନବିକ୍ରି ନେଇ ସମ୍ମୁଖୀନ ହେଉଥିବା ସମସ୍ୟା ବିରୋଧରେ ଚକବନ୍ଦୀ ଆନ୍ଦୋଳନର ଡାକରା ଦିଆଯାଇଥିଲା। ଓଡ଼ିଶାରେ ବିଜେଡି ସରକାର ସମ୍ପୂର୍ଣ୍ଣ ଭାବରେ ଧାନ କିଣିବା ପାଇଁ…