କଳାହାଣ୍ଡି କାରଲାପାଟରେ ହାତୀ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ ପ୍ରକାଶ

ଜାତୀୟ ସ୍ତରର ବିଶେଷଜ୍ଞ ମାନଙ୍କ ପରାମର୍ଶ ନେଇ ହାତୀ ମୃତ୍ୟୁ ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ  ଭୁବନେଶ୍ୱର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡିର କାରଲାପାଟ ବନ୍ୟଜନ୍ତୁ ଅଭୟାରଣ୍ୟରେ ଘଟୁଥିବା ହାତୀ ମୃତ୍ୟୁ…

ଦଳର ଅସ୍ତିତ୍ୱକୁ ବଂଚାଇବା ପାଇଁ ଓଡିଶା ବନ୍ଦ ଡାକରା ଦେଇଥିଲା କଂଗ୍ରେସ : ଲେଖାଶ୍ରୀ

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ କଂଗ୍ରେସ ଦଳ ପାଇଁ ପ୍ରସଙ୍ଗ ନୁହେଁ । ରାଜ୍ୟରେ ଭୋଟ୍ ପ୍ରତିଶତ କମିବା ଏବଂ ଦଳର ଅନ୍ତକନ୍ଦଳ ହାଟରେ ପଡି ଦାଣ୍ଡରେ ଗଡିବା କଂଗ୍ରେସର ମୁଣ୍ଡ ବ୍ୟଥାର କାରଣ ହୋଇଛି । ଦଳର ଅସ୍ତିତ୍ୱକୁ…

ଉତ୍ତର-ପୂର୍ବ ଭାରତର ବିକାଶ ନେଇ ବୈଦେଶିକ ମନ୍ତ୍ରୀ ଓ ଜାପାନ ରାଷ୍ଟ୍ରଦୂତଙ୍କ ସହ ବୈଜୟନ୍ତ ପଣ୍ଡାଙ୍କ ଆଲୋଚନା

ଭୁବନେଶ୍ବର- କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଡ଼ଃ ଏସ. ଜୟଶଙ୍କର ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ସତୋଷୀ ସୁଜୁକି ଗତକାଲି ଆସାମ ଗସ୍ତରେ ଯାଇଥିବା ବେଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ସେମାନଙ୍କ ସହ ଉତ୍ତର-ପୂର୍ବ ଭାରତର ବିକାଶ…

ଆଜି ଓଡିଶା ବନ୍ଦ ସଫଳ : ଅଖଚକ-ଦୋକାନ ବଜାର ସବୁକିଛି ବନ୍ଦ

ବାରିପଦା(ଦିଲ୍ଲିପ ମହାନ୍ତି)- ଆଜି କଂଗ୍ରେସର ଓଡିଶା ବନ୍ଦ ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାରେ ସଫଳ ହୋଇଛି । ମିଳିଛି ଅଦ୍ଭୂତପୂର୍ବ ଜନସମର୍ଥନ । ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ୧୮ ନମ୍ବର ଜାତୀୟ ରାଜପଥ ସହିତ ସହରରେ ଅଖଚକ ବନ୍ଦ  ସହ ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ, ସ୍କୁଲ…

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡିଶା ବନ୍ଦ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଗଜପତି ଜିଲ୍ଲା ର ବିଭିନ୍ନ ବ୍ଲକ ରେ ମୋହନା, ନୂଆଗଡ, ଆର୍ ଉଦୟଗିରି , ରାୟଗଡ଼ , ଗୁମ୍ମା, ଗୋଷାଣୀ , କାଶୀନଗର ଏବଂ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ କେନ୍ଦ୍ର ସରକାର ବିରୁଦ୍ଧରେ…

ତେଲ ଦର ବୃଦ୍ଧିକୁ ନେଇ କଂଗ୍ରେସ୍ ର ବନ୍ଦ ଡାକରା। 

ଟିଟିଲାଗଡ(ଗୌରବ ଦର୍ଜୀ)-ପେଟ୍ରୋଲ ଏବଂ ଡିଜେଲ ଦାମ୍ ଅହେତୁକ ଭାବରେ ବଢ଼ି ଚାଲିଥିବା ନେଇ ଆଜି ପ୍ରଦେଶ କଂଗ୍ରେସ କମିଟି ଦେଇଥିବା ଓଡ଼ିଶା ବନ୍ଦ ଡାକରା ର ବେଶ ପ୍ରଭାବ  ଟିଟିଲାଗଡ଼ ଉପଖଣ୍ଡ ରେ ବି ଦେଖିବାକୁ ମିଳିଛି।  ଆଜି ଜିଲ୍ଲା ର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ମାନେ ପିକେଟିଂ କରି…

କେନ୍ଦ୍ରକୁ ରାଜ୍ୟର ଚିଠି :  ତୁରନ୍ତ ଏନଏମଏ ଉପନିୟମକୁ ପ୍ରତ୍ୟାହାର କରନ୍ତୁ 

ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଜାରି ଉପ ନିୟମକୁ ନେଇ ଜଳୁଛି ନିଆଁ  ବଢୁଛି ଅସନ୍ତୋଷ, କେନ୍ଦ୍ର ସଂସ୍କୃତି ସଚିବଙ୍କୁ ପତ୍ର ଲେଖିଲେ ମୁଖ୍ୟ ସଚିବ ଭୁବନେଶ୍ୱର (ଶାସକ ପ୍ରଶାସକ) କେନ୍ଦ୍ର ସରକାର ନିଜ ଭୁଲ ସୁଧାରି ଗୋଟିଏ ବିବାଦୀୟ ଉପନିୟମକୁ ପ୍ରତ୍ୟାହାର କରିଥିବା ବେଳେ…

ସୋସିଆଲ୍ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି ସଂଗଠନ ତରଫରୁ କେଣ୍ଡେଲ୍ ଶୋଭାଯାତ୍ରା

ଧର୍ମଗଡ ସୁଶାନ୍ତ ରାଉତ : ସୋସିଆଲ୍ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି ସଂଗଠନ ତରଫରୁ ଧର୍ମଗଡ ଠାରେ କେଣ୍ଡେଲ୍ ମାର୍ଚ୍ଚ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୧୪ ଫେବୃୟାରୀ ୨୦୧୯ ରେ ପୁଲୱାମା ହମଲାରେ ସହିଦ ହୋଇଥିବା  ୪୦ ବୀର ଜବାନ ଙ୍କ ସ୍ମୃତି ରେ  ସଂଗଠନ ତରଫରୁ ଏକ କେଣ୍ଡେଲ୍ ମାର୍ଚ୍ଚ…

କେବେ ସ୍ବାଭାବିକ ହେବ ଟ୍ରେନ୍‌ ସେବା , ସମ୍ବଲପୁରରୁ ଭୁବନେଶ୍ୱର କୁ ସିଧାସଳଖ ଟ୍ରେନ ସେବା ଦାବି ତେଜିଲା ।

http://www.youtube.com/watch?v=5a__QyJkrRo  ସମ୍ବଲପୁରରୁ ରମାକାନ୍ତ ବିଶ୍ୱାଳଙ୍କ ରିପୋର୍ଟ : ମହାମାରୀ କରୋନା ପରିସ୍ଥିତି ଧିରେ ଧିରେ ନିଅନ୍ତ୍ରଣକୁ ଆସୁଥିବା ବେଳେ ସବୁ ଖୋଲିଲାଣି ତେବେ ଟ୍ରେନ୍‌ ଚଳାଚଳ ସ୍ୱଭାବିକ କୁ ରୋକିଛି କିଏ ? । ଏପ୍ରଶ୍ନ ପଚାରୁଛନ୍ତି ସମ୍ବଲପୁର…

ତୈଳଦର କ୍ରମାଗତ ବୃଦ୍ଧି ବିରୋଧରେ କଂଗ୍ରେସର ବନ୍ଦ ଡାକରାକୁ ସ୍ୱତଃସ୍ଫୁର୍ତ୍ତ ସମର୍ଥନ 

ଗାଡି ଚଳାଚଳ ଠପ, ଦୋକାନ ବଜାର ବନ୍ଦ ବରଗଡ :- ଦେଶସାରା ଲୋକଙ୍କ ଆର୍ଥିକ ଅବସ୍ଥାକୁ ପ୍ରଭାବିତ କରୁଛି କ୍ରମାଗତ  ବେଲଗାମ ଭାବରେ ବୃଦ୍ଧି ପାଉଥିବା ତୈଳଦର । କେବଳ ପେଟ୍ରୋଲ କିମ୍ବା ଡିଜେଲ ନୁହେଁ ରନ୍ଧନ ଗେସର ଦର ମଧ୍ୟ ସାଧାରଣ ଜନତା ଙ୍କର ପାଟିକୁ ଅସୁଆଦିଆ କରି ସାରିଲାଣି । ଦର ବୃଦ୍ଧି…