କଂଗ୍ରେସ ପକ୍ଷରୁ ଓଡ଼ିଶା ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା

 http://www.youtube.com/watch?v=n9wiHAnCWEM  ସମ୍ବଲପୁରରୁ ରମାକାନ୍ତ ବିଶ୍ୱ।ଳ : ତୈଳ ଦର ବୄଦ୍ଦି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ଯୋଗୁଁ ସାଧାରଣ ଜନତା ଅତିଷ୍ଟ ହୋଇ ପଡିଥିବା ଅଭିଯୋଗ କରିଛି କଂଗ୍ରେସ ।…

“ଆମର ଅବସର ବୟସସୀମା ବଢିବା ଆବଶ୍ୟକ ନାହିଁ “

ସବୁ ଚାକିରୀରେ ପଦୋନ୍ନତି ଅଛି | ଅଫିସରମାନେ ବା ଅନ୍ୟ ସେବାରେ ଯିଏ ଯାହାର ପଦୋନ୍ନତି ଯେ ଯାହାର ବାଟରେ ନେଇ ଯାଉଛନ୍ତି | ହେଲେ ଡାକ୍ତରୀ ସେବାରେ ସମୟ ଭିତ୍ତିକ ପଦୋନ୍ନତି ବ୍ୟବସ୍ଥା ଅନିଶ୍ଚିତ | ଆଉ ଏହି କାରଣରୁ ଆସିଷ୍ଟାଣ୍ଟ ସର୍ଜନରେ ଚାକିରି ଆରମ୍ଭ କରି ଆସିଷ୍ଟାଣ୍ଟ ସର୍ଜନରେ ହିଁ ଅବସର…

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାକୁ ସଚେତନତା ରାଲି  

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ବନାଂଚଳ ଅନ୍ତର୍ଗତ ସାକେରୀ, ରବିଗାଡ଼ିଆ, ଶରଧାପୁର, ଭାଡ଼ିକିଳା ଓ ମଗରବନ୍ଧ ପଂଚାୟତ ଅନ୍ତର୍ଗତ ବନସୁରକ୍ଷା ସମିତିର କର୍ମକର୍ତା ଏବଂ ପରିବେଶ ପ୍ରେମୀମାନଙ୍କ ମିଳିତ ଉଦ୍ୟମରେ ଜଙ୍ଗଲକୁ ନିଆଁ କବଳରୁ ରକ୍ଷା କରିବା ପାଇଁ ଆଜି ଏକ ସଚେତନତା ସାଇକେଲ…

୨୭ ତମ ରଘୁନାଥ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ :ଆରଏଏ ଓଡ଼ଗାଁ(କ) ଏବଂ ବାଉଁଶଗାଡ଼ିଆ ସେମି-ଫାଇନାଲରେ

 ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ରଘୁନାଥ ଆଥଲେଟିକ୍ ଆସୋସିଏସନ ଓଡ଼ଗାଁ ଆନୁକୁଲ୍ୟରେ ଅନୁଷ୍ଠିତ ୨୭ ତମ ରଘୁନାଥ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ମ ଦିନ ୨ଟି ମ୍ୟାଚରେ ଆରଏଏ ଓଡ଼ଗାଁ(କ) ଏବଂ ବାଉଁଶଗାଡ଼ିଆ ବିଜୟ ହାସଲ କରି ସେମି-ଫାଇନାଲରେ ପ୍ରବେଶ କରିଛନ୍ତି । ଆଜିର ପ୍ରଥମ…

ଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କୁ ପଶ୍ଚିମାଞ୍ଚଳ ସାହିତ୍ୟ ଜ୍ୟୋତି ସମ୍ମାନ 

ପଦ୍ମପୁର : ବାଲେଶ୍ଵର ଜିଲ୍ଲାର ନୀଳଗିରିଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାହିତ୍ୟ ଉତ୍ସବରେ ବରଗଡ଼ ଜିଲ୍ଲାର ସୁସାହିତ୍ୟିକ ତଥା ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କୁ ନେସନାଲ ପ୍ରୋଗ୍ରେସ ଗ୍ରୁପ ଦ୍ବାରା "ପଶ୍ଚିମାଞ୍ଚଳର ସାହିତ୍ୟ ଜ୍ୟୋତି" ସମ୍ମାନରେ ସମ୍ମାନୀତ…

କରୋନା ସମୟରେ  ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ : ଜାତି ନନ୍ଦିଘୋଷ କାନକ୍ଳେଭ ରେ ସୋଆ ପ୍ରତିଷ୍ଠାତା…

ଭୁବନେଶ୍ୱର :କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କୁ ଓଡ଼ିଆ ଟିଭି ଚାନେଲ ନନ୍ଦିଘୋଷର ବର୍ଷପୂର୍ତ୍ତି ଉପଲକ୍ଷେ ଆୟୋଜିତ 'ଜାତି ନନ୍ଦିଘୋଷ କନକ୍ଳେଭ'…

ଅଘରିଆ ସମାଜ ବାମଣ୍ଡା ଆଞ୍ଚଳିକ କମିଟିର ସାଧାରଣ ବୈଠକ। 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ) - ଅଖିଳ ଭାରତୀୟ ଆଘରିଆ ସମାଜ ବାମଣ୍ଡା ଆଞ୍ଚଳିକ କମିଟିର ଏକ ସାଧାରଣ ବୈଠକ ଡକ୍ଟର ବିହାରିଲାଲ ପଟେଲ ଙ୍କ ସଭାପତିତ୍ବରେ ଟାଙ୍ଗରମୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ରାଜ୍ୟ କମିଟିର ଉପଦେଷ୍ଟା ଗଙ୍ଗାଧର ନାୟକ,ସଂଗଠନ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ…

ସମାଜସେବା ପାଇଁ ନିଷ୍ଠା ପରିବାର ସମ୍ବର୍ଦ୍ଧିତ  

ବରଗଡ :-  ରବିବାର ଦିନ "ବଳିଦାନ ଦିବସ" ତଥା ସଂକଳ୍ପ ପରିବାର ର ବାର୍ଷିକୋତ୍ସବ ଅବସରରେ ସମାଜସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମ ନିଷ୍ଠା ପରିବାର କୁ "ସଂକଳ୍ପ ସେବା ସମ୍ମାନ" ରେ ସମ୍ବର୍ଦ୍ଧିତ କରାଯାଇଥିଲା ।ତାସହିତ ପୁଲୱାମା ଠାରେ ଶହିଦ ହୋଇଥିବା ଯବାନମାନଙ୍କ ସ୍ମୃତିରେ ଏକ…

ଗ୍ରାମାଞ୍ଚଳର କ୍ରିକେଟ ଖେଳାଳୀମାନଙ୍କୁ ଉତ୍ସାହିତ କଲେ ବିଧାୟକ

ପଦ୍ମପୁର :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଆଜି ପାଇକମାଲ ବ୍ଲକ ଗୌରଜୁରୀ ଗ୍ରାମରେ ଅନୁଷ୍ଠିତ ହୋଇଥିବା ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ତିନିଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ପଚିଶ ଗୋଟି…

“ଲୁଲୁ ମହାପାତ୍ର ମରିନାହାନ୍ତି, ଅମର ହୋଇ ଛାତ୍ର ଯୁବ ସମାଜଙ୍କ ହୃଦୟରେ ସ୍ଥାନ ନେଇଛନ୍ତି”

ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଲୁଲୁ ମହାପାତ୍ରଙ୍କ ଜୟନ୍ତୀ ପାଳନ ଭୁବନେଶ୍ୱର -   ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ତରଫରୁ ଦିବଗଂତ କଂଗ୍ରେସ ନେତା ଶ୍ରୀଯୁକ୍ତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ୫୭ତମ ଜନ୍ମଦିବସ ପାଳନ କରାଯାଇଅଛି ।…