ଭୁବନେଶ୍ୱର : ନଳିନୀ ଦେବୀ ବିଇଡି କଲେଜ,ଭୁବନେଶ୍ୱର ପୂର୍ବତନ ଅଧ୍ୟାପିକା ତଥା ଆଡ଼ଭୋକେଟ ରମାବଲ୍ଲଭ ରଥଙ୍କ ସହଧର୍ମିଣୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କର ଆଜି ସକାଳେ କରୋନା ରେ ଭୁବନେଶ୍ୱରସ୍ଥିତ ହାଇଟେକ ହସ୍ପିଟାଲରେ ଆଜି ସକାଳେ ଦେହାନ୍ତ ହୋଇଯାଇଛି। ପୂର୍ବତନ ଆଇଏଏସ ଅଫିସର ସଚ୍ଚିଦାନନ୍ଦ ରଥଙ୍କ ବଡ଼ ବୋହୁ ଅଟନ୍ତି ଓ ପୂର୍ବତନ ଜିଲା କୃଷି ଅଧିକାରୀ ତଥା ନରସିଂହପୁର ବାସିନ୍ଦା ଗୋପାଳ ଚନ୍ଦ୍ର ମିଶ୍ରଙ୍କ ଝିଅ। ତାଙ୍କର ଏକମାତ୍ର ପୁତ୍ର ଅଂଶୁମାନ ରଥ ସତ୍ୟନଗର ଶ୍ମଶାନ ରେ ମୁଖାଗ୍ନି ଦେଇଥିଲେ। ଝିଅ ଅମ୍ରିତା ରଥ ଦିଲ୍ଲୀ ରେ ଏକ ବହୁ ରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି। ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ସ୍ବର୍ଗତ ଅନ୍ନପୂର୍ଣ୍ଣା ମିଶ୍ରଙ୍କର ଦିଅର ଅଟନ୍ତି।
Sign in
Sign in
Recover your password.
A password will be e-mailed to you.