କିଟରେ ଆଇଆଇଏଲର  ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ

ଆଇଆଇଏଲ୍‍ ନିରନ୍ତର ଆଇନ୍‍ ଶିକ୍ଷାର ଧାରା ସୃଷ୍ଟି କରିବ- ଜଷ୍ଟିସ୍‍ ଲଲିତ୍‍ ଭୁବନେଶ୍ୱର(ଶାସକ ପ୍ରଶାସକ)  ଇଣ୍ଡିଆନ୍‍ ଇନଷ୍ଟିଟ୍ୟୁଟ ଅଫ୍‍ ଲ (ଆଇଆଇଏଲ୍‍) ନିରନ୍ତର ଆଇନ୍‍ ଶିକ୍ଷାର ଧାରା ସୃଷ୍ଟି କରିବ ବୋଲି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‍ ଉଦୟ ଉମେଶ ଲଲିତ କହିଛନ୍ତି । ଶନିବାର…

ବିବାହ ଦିନ ବରକୁ ଉଠାଇ ନେଲା ପୁଲିସ

ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ, ପରେ ପ୍ରତାରଣା କରି ଅନ୍ୟତ୍ର ବିବାହ ଅଭିଯୋଗ ବାରିପଦା(ଦିଲ୍ଲୀପ ମହାନ୍ତି )- ବାଜା ରୋଷଣୀ ବଜାଇ ବରଯାତ୍ରୀ ସହିତ ବିବାହ କରିବାକୁ ବାହାରିବ ବର । ସମସ୍ତେ ଖୁସୀ ମନାଉଥିବା ବେଳେ ହଠାତ୍ ପୁଲିସ ପହଁଞ୍ଚି ବରକୁ ଉଠାଇ ନେବା ଭଳି ଏକ ଅଭାବନୀୟ…

ରେଢ଼ାଖୋଲରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ ।

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ): ସମ୍ବଲପୁର ଜିଲ୍ଲା ରେଢାଖୋଲ ଗ୍ରୀଡ଼କୋ କଲୋନୀର କୈଳାସ ବେହେରା ଓରଫ ହାତୀ  (୩୬) ନାମକ ବ୍ୟକ୍ତିଙ୍କୁ ଟାଙ୍ଗିଆରେ  ସ୍ଥାନୀୟ କନ୍ୟା ଶ୍ରମ ସ୍କୁଲ ନିକଟରେ  ପାଞ୍ଚ ଜଣ ବ୍ୟକ୍ତି ମରଣାତ୍ମକ ଆକ୍ରମଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଆହତ ହୋଇଥିବା ବ୍ୟକ୍ତି…

ପରଲୋକରେ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା।

http://www.youtube.com/watch?v=bJ4xxoBfHF8&t=1s  ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ର ବିଶିଷ୍ଟ ଗାନ୍ଧିବାଦୀ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କ ଆଜି ବୁର୍ଲା ଡାକ୍ତରଖାନା ରେ ୯୫ ବର୍ଷ ବୟସରେ ପରଲୋକ ଘଟିଛି I ଆଜି ସକାଳୁ  ଗୁରୁତର ଅସୁସ୍ଥ ହୋଇଥିବା …

 ଆଉ ପାଦେ ଆଗକୁ: ଯୁବ ଇଞ୍ଜିନିୟର ଆଶିଷ ମାହାଣା ତିଆରି କଲେ ଟେମ୍ପର୍ ପ୍ରୁଫ୍ ଭୋଟିଂ ମେସିନ୍ ।

ରେଙ୍ଗାଲି-ସମ୍ବଲପୁର,(ରମାକାନ୍ତ ବିଶ୍ବାଳ):ଭାରତ ପରି ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟଦେବା ଅର୍ଥାତ ନିଜର ମତ ଦାନ ସାବ୍ୟସ୍ତ  କରିବା ପୂର୍ବରୁ ବେଲଟ ପେପରେ କରାଯାଉଥିଲା ଏହାକୁ ଆହୁରି ସରଳୀକରଣ କରିବାକୁ ଯାଇ  ସରକାର ଏଭିଏମ ମେସିନ ଆଶ୍ରୟ ନେଇଛନ୍ତି। ଏଥିରେ ମଧ୍ୟ ଭୋଟ ଟେମ୍ପରିଂ ହୋଉଥିବା…

ଆମ ପାଠାଗାର ଅଭିଯାନର ଦ୍ୱିତୀୟ ପାଠାଗାର “ଆଶ୍ରୟ”ର ସ୍ଥାପନା

ଭୁବନେଶ୍ୱର : 'ଆମ ପାଠାଗାର' ଅଭିଯାନର ଦ୍ଵିତୀୟ କାର୍ଯ୍ୟକ୍ରମ ପାଇଁ ପ୍ରେସ ମିଟ୍ - ଦାସିଆ ଅଜାଙ୍କ ଦ୍ଵାରା ପରିକଳ୍ପିତ ଓଡିଶା ପାଠାଗାର ଆନ୍ଦୋଳନକୁ ପୁନଃ ପ୍ରଜ୍ୱଳିତ କରିବା ପାଇଁ ଅଭିନେତ୍ରୀ ତଥା ସାମାଜ ସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏକ ଅନନ୍ୟ ଅଭିଯାନ । ଏହି ଅଭିଯାନର ପ୍ରେସ ମିଟ…

NLC କଂପାନୀ ବିରୋଧରେ ଜିଲ୍ଲା ପ୍ରସାସନ ନିକଟରେ ଫେରାଦ ହେଲେ ଛଟେଇ ଶ୍ରମିକ।

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ):- ସମ୍ବଲପୁର ରେଙ୍ଗାଲୀ ଲପଙ୍ଗା ସ୍ଥିତ  NLC କଂପାନୀ ରେ ଶ୍ରମିକ ଓ କଂପାନୀ ମଧ୍ୟରେ ନିଯୁକ୍ତି ପ୍ରସଙ୍ଗରୁ ନେଇ ଲାଗିଥିବା ବିବାଦ ଥମିବାର ନା ଧରୁନାହିଁ । ଦୁଇଦିନ ତଲେ NLC ର କୋଲାବିରା ମାଇନ୍ସ ରେ ଶ୍ରମିକ ମାନଙ୍କ ଛଟେଇ ନେଇ ଉତ୍ତେଜନା ପରିସ୍ଥିତି…

ସମାଜସେବୀ ଅମର ତାଣ୍ଡିଆ ନିଫା ଦ୍ୱାରା ସମ୍ବର୍ଦ୍ଧିତ

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ); ସମ୍ବଲପୁର ସହର ର ଜଣାଶୁଣା ଯୁବ ସମାଜସେବୀ ଅମର ତାଣ୍ଡିଆ ଙ୍କୁ ନ୍ୟାସନାଲ ଇଣ୍ଟ୍ରିଗେଟେଡ଼ ଫୋରମ ଅଫ ଆଟିଷ୍ଟ ଆଣ୍ଡ ଆକ୍ଟିଭିଷ୍ଟ (ନିଫା) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି I କରୋନା କଟକଣା ଲକ ଡାଉନ, ସଟ୍ ଡାଉନ  ସମୟରେ ରକ୍ତଦାନ ଶିବିର ଆୟୋଜନ କରିଥିବା…

ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା ଅସୁସ୍ଥ, ବୁର୍ଲା ଡାକ୍ତରଖାନା ରେ ଭର୍ତ୍ତି l

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ) : ଆଜି ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା (୯୫ ) ଗୁରୁତର ଅସୁସ୍ଥ ହୋଇପଡିଛନ୍ତି I ତାଙ୍କୁ ସକାଳୁ  ପ୍ରଥମେ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା I ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନନ୍ତରଣ କରାଯାଇଛି I ମାନେଶ୍ଵର ବ୍ଳକ୍‍…

ସିଆରପିଏଫର ସିଭିକ ଆକ୍ସନ ପ୍ରୋଗ୍ରାମ

ଦେଶର ସୁରକ୍ଷା ସହିତ ଦେଶବାସୀଙ୍କ ସେବାରେ ନିୟୋଜିତ ସିଆରପିଏଫ :- କମାଣ୍ଡାଣ୍ଟ  ଯୋଗେନ୍ଦ୍ର ସିଂ ମୌର୍ଯ୍ୟ ବରଗଡ :- ବିଶ୍ୱର ସର୍ବବୃହତ ଓ ସର୍ବଶ୍ରେଷ୍ଠ ଅର୍ଧ ସାମରିକ ବଳ ଭାବରେ କେନ୍ଦ୍ରୀୟ ସୁରକ୍ଷା ବଳ ସାରା ବିଶ୍ୱରେ ପରିଚିତ । ଦେଶର କୋଣସି ପ୍ରକାରର ଆଭ୍ୟନ୍ତରୀଣ ସମସ୍ୟା ଉପୁଜିଲେ…