Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ
"ବଜେଟ ଲୋକାଭିମୁଖୀ, ଜଳସେଚନ ପାଇଁ ପର୍ଯ୍ୟାପ୍ତ ଅର୍ଥ ବରାଦ"
file photo
ଭୁବନେଶ୍ୱର: ଚଳିତ ରାଜ୍ୟ ବଜେଟରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଭିତ୍ତିଭୂମିର ବିକାଶ, ପାନୀୟ ଜଳ ଯୋଗାଣ, ଜଳସେଚନ ଆଦି ସମସ୍ତ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି । ଏହାକୁ ଏକ ଲୋକାଭିମୁଖୀ ବଜେଟ୍…
ବୈଜୟନ୍ତଙ୍କ ପରିବାର ସମ୍ପର୍କ ଅଭିଯାନ
ଭୁବନେଶ୍ବର- ଆସାମରେ ଆଗକୁ ବିଧାନସଭା ନିର୍ବାଚନ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା ଆଜି ଗୌହାଟୀଠାରେ ପରିବାର ସମ୍ପର୍କ ଅଭିଯାନ କରିଛନ୍ତି। ଏହି ଅଭିଯାନରେ ସେ ଘରକୁ ଘର ବୁଲି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସଫଳତା…
ଲୋମହର୍ଷକ ସେ ପାର୍ସଲ ବୋମା : ନ୍ୟାୟ ଅପେକ୍ଷାରେ ରୀମା
ବଲାଙ୍ଗୀର(ନିରୋଜ ମିଶ୍ର) : ପାର୍ସଲ ବୋମା ବିସ୍ଫୋରଣକୁ ବିତିଛି ତିନି ବର୍ଷ । ସମୟ ଗଡି ଚାଲିଛି ହେଲେ ମନର କ୍ଷତ ଏବେବି ଲିଭିପାରି ନାହିଁ । ନ୍ୟାୟ ଅପେକ୍ଷାରେ ପୀଡ଼ିତ ପରିବାର ଏବେବି ଶୋକସନ୍ତପ୍ତ ହୋଇ ଚାହିଁରହିଛି ।
ପାର୍ସଲ ବୋମା ବିସ୍ଫୋରଣକୁ 3 ବର୍ଷ, ନ୍ୟାୟ ଅପେକ୍ଷାରେ ସମ୍ପର୍କୀୟ…
କଳାହାଣ୍ଡି ଜ଼ିଲ୍ଲାରେ ପ୍ରଥମ ଥର ସର୍ବଭାରତୀୟ ଜେଇଇ ମେନ ପରୀକ୍ଷା l
କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ) କଳାହାଣ୍ଡି ଜ଼ିଲ୍ଲାର ଅନେକ ଦିନର ସ୍ବପ୍ନ ପୂରଣ ହୋଇଯାଇଛି l ସର୍ବଭାରତୀୟ ଜେଇଇମେନ୍ ୨୦୨୧ପରୀକ୍ଷା ଦେବାପାଇଁ ଛାତ୍ରଛାତ୍ରୀମାନେ ବିଭିନ୍ନ ଦୂର ଦୂରାନ୍ତକୁ ଯିବାକୁ ପଡୁଥିଲା l
ହେଲେ ଏହି ବର୍ଷ ଠାରୁ ଆଉ ସେହି ଅସୁବିଧାର …
ବିଜୁବାବୁଙ୍କ ୧୦୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ବିଶାଳ ସାଇକେଲ ଶୋଭାଯାତ୍ରା
ଶ୍ରାଦ୍ଧବାର୍ଷିକୀ ପର୍ଯ୍ୟନ୍ତ ଜୀବନ ବିନ୍ଦୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ
ଭୁବନେଶ୍ୱର (ଶାସକ ପ୍ରଶାସକ) : ପ୍ରବାଦ ପୁରୁଷବିଜୁ ପଟ୍ଟନାୟକଙ୍କ ୧୦୫ ତମଜନ୍ମବାର୍ଷିକୀ ଉପଲକ୍ଷେ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ କଟକ ସ୍ଥିତ ବିଜୁବାବୁଙ୍କଜନ୍ମସ୍ଥାନ ଆନନ୍ଦ ଭବନ…
ଗାଡ଼ି ଯାଞ୍ଚ ସମୟରେ ୧୦ କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ୍
ଝାରସୁଗୁଡ଼ା :(ସୁଭାଷ ସହାରେ)-ଆଜି ଝାରସୁଗୁଡ଼ା ପୋଲିସ କୁ ମିଳିଛି ବଡ଼ ସଫଳତା। ଝାରସୁଗୁଡ଼ା ସରବାହାଲ ନିକଟରେ ଗାଡ଼ି ଯାଞ୍ଚ ସମୟରେ ୧୦ କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ୍ କରିଛି ଝାରସୁଗୁଡ଼ା ପୋଲିସ।
ଘଟଣା ରୁ ଜଣା ପଡିଛି , ଆଜି ସକାଳେ ଝାରସୁଗୁଡ଼ା ପୋଲିସ ଦ୍ବାରା ଗାଡ଼ି ଯାଞ୍ଚ ସମୟରେ…
ଭାରତରେ ୨୦୨୫ ସୁଦ୍ଧା ଯକ୍ଷ୍ମା ମୁଳୋତ୍ପାଟନ ଲକ୍ଷ୍ୟ
ଭୁବନେଶ୍ୱର : ୨୦୨୫ ସୁଦ୍ଧା ଦୁଃସାଧ୍ୟ ବ୍ୟାଧି ଯକ୍ଷ୍ମା ବା ଟ୍ୟୁବରକ୍ୟୁଲୋସିସ୍ (ଟି.ବି)ର ସମ୍ପୂର୍ଣ୍ଣ ମୁଳୋତ୍ପାଟନ ନିମନ୍ତେ ଭାରତ ପ୍ରସ୍ତୁତ ହେଉଥିବା ବେଳେ ଏହି ରୋଗ ସହ ଯୁଦ୍ଧ କରିବା ପାଇଁ କ୍ୟାଟରିଜ ବ୍ୟବହୃତ ନୁ୍ୟକ୍ଲି ଏସିଡ୍ ଆମ୍ପ୍ଲିଫିକେସନ୍ ଟେଷ୍ଟ (ସିବିନାଟ) ମେସିନ୍ ବ୍ୟବହାର…
ଜିଲ୍ଲା ପ୍ରଶାସନ ଦ୍ଵାରା ରାୟଗଡା ଜିଲ୍ଲାର ୫୫୯ ଗ୍ରାମ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷିତ
ରାୟଗଡା (ସରୋଜ କୁମାର ସାହୁ): ଜିଲ୍ଲା ପ୍ରଶାସନ ୨୦୨୦ ମସିହା ପାଇଁ ରାୟଗଡା ଜିଲ୍ଲାର ୫୫୯ଟି ଗ୍ରାମକୁବାଲ୍ୟ ବିବାହ ମୁକ୍ତ ଗ୍ରାମ ବୋଲି ଘୋଷଣା କରିଛନ୍ତି I ୨୦୨୦ ମସିହାଘର ନିଜ ଗ୍ରାମଘର ଗୋଟିଏ ବି ବାଲ୍ୟ ବିବାହ ନ ହୋଇଥିବା ଯୋଗୁଁ ଗ୍ରାମବାସୀମାନଙ୍କ ଅନୁରୋଧ କ୍ରମେ ଏବଂ ପଞ୍ଚାୟତ…
ରାଜ୍ୟ ସୀମା ସୁରକ୍ଷା ବାହିନୀ ମୁତୟନ କରାଯାଉ
http://www.youtube.com/watch?v=fwFEG-v12pI
ଓଡିଶା ଭାଷା ଓ ରାଜ୍ୟସୁରକ୍ଷା ପାଇଁ ଦାବି ।
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-ଓଡିଶାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ମାଲକାନଗିରି ଜିଲ୍ଲାର କୋଟିଆ ଅଞ୍ଚଳରେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ସରକାର ଅନୁପ୍ରବେଶ କରି ନିର୍ବାଚନ କରିବା…
ବିଷ୍ଣୁମୋହନ ଅଧିକାରୀ ବିଶ୍ବମାତୃଭାଷା ଦିବସରେ ରାଜ୍ୟସ୍ତରୀୟ ସମ୍ମାନୀତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ବ ମାତୃଭାଷା ଦିବସ ଅବସରରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବିଷ୍ଣୁମୋହନ ଅଧିକାରୀ ଓଡିଆ ଭାଷା ତଥା ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ କରିଥିବା ପାରଳଖେମୁଣ୍ଡିର ଲେଖକ, କବି ଓ ଗବେଷକ ମାନଙ୍କ କୃତିକୁ ସୋସିଆଲ ମିଡିଆରେରେ ବହୁଳ ଭାବେ ପ୍ରଚାର…