Sign in
Sign in
Recover your password.
A password will be e-mailed to you.
ବୁଢ଼ାରଜା ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ ବିଜେଡି ରାଜ୍ୟ ସମ୍ପାଦକ ଶୈଳେଶ ଦାନୀ I
ସମ୍ବଲପୁର(ରମାକାନ୍ତ ବିଶ୍ବାଳ)-ମୁଖ୍ୟମନ୍ତ୍ରୀଙ୍କ ଅନୁମତି ପାଇବା ପରେ ବିଜେଡି ରାଜ୍ୟ ସମ୍ପାଦକ ଶୈଳେଶ ଦାନୀ ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି I ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ' ଅଭିଯାନ କ୍ରମରେ ବୁଧବାର ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ…
‘ମାନ୍ୟତା’ : ଦର୍ଶକଙ୍କୁ ଆକୃଷ୍ଟ କରିବ ନବାଗତା ସାହିଲଙ୍କ ଅଭିନୟ ଓ କାହାଣୀର ମୌଳିକତା
ବାରିପଦା(ଦିଲ୍ଲୀପ ମହାନ୍ତି) : ମୌଳିକ କାହାଣୀ, ବଳିଷ୍ଠ ରଚନା, ପ୍ରଭାବଶାଳୀ ସଂଳାପକୁ ନେଇ ସମୃଦ୍ଧ ନୂତନ ଓଡ଼ିଆ ଚଳଚ୍ଚିତ୍ର ‘ମାନ୍ୟତା’ର ସୁଟିଂ ବାରିପଦାର ବିଭିନ୍ନ ସ୍ଥାନରେ ଜାରି ରହିଛି। ବି-କ୍ୟୁବ୍ ଏଣ୍ଟରଟେନମେଣ୍ଟ୍, ଭୁବନେଶ୍ବରର ପ୍ରଥମ ଅବଦାନ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ…
ବାମନଘାଟୀ ଉପଖଣ୍ଡ ପାଲଟିଛି ଚୋରା ଲୁହାପଥର ମାଫିଆଙ୍କ ଭୂସ୍ବର୍ଗ
ଦୁଇ ଚୋରା ଲୁହାପଥର ବୋଝେଇ ଟ୍ରେଲର ଜବତ ଏବଂ ଦୁଇ ଗିରଫ
ବାରିପଦା(ଦିଲ୍ଲୀପ ମହାନ୍ତି )--ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଚୋରା ଲୁହାପଥର ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି । ଜିଲ୍ଲାରେ ବାଦାମ ପାହାଡ଼, ସୁଲାଇପାଟ ଏବଂ ଗୋରୁମହିଷାଣୀ ଆଦି ତିନୋଟି ଲୁହାପଥର ଖଣି ମଧ୍ୟରୁ ଗୋରୁମହିଷାଣୀ ଓ…
ଦନ୍ତା ହାତୀ ଆକ୍ରମଣରେ ମା ଓ ପୁଅଙ୍କ ମୃତ୍ୟୁ -ଗୁରୁତର ବାପା ଡାକ୍ତରଖାନାରେ ଭର୍ତ୍ତି।
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ଦନ୍ତା ହାତୀ ଆକ୍ରମଣରେ ମାଁ ଏବଂ ପୁଅଙ୍କ ଘଟଣା ସ୍ଥଳରେ ମୃତ୍ଯୁ।ସମ୍ବଲପୁର ଜିଲ୍ଲାର ଜମକିରା ଫରେଷ୍ଟ ରେଂଜ ଅନ୍ତର୍ଗତ ମହଦା ପଞ୍ଚାୟତର ଆଖାଡାଦାଣ୍ଡ ଗାଁ ନିକଟରେ ଘଟିଛି ଏହି ଅଭାବୀୟ ଘଟଣା। ଗୁରୁତର ଅବସ୍ଥାରେ ବାପାଙ୍କୁ ଡାକ୍ତରଖାନାରରେ ଭର୍ତ୍ତି …
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କଲେ ଶିଶୁ ସୁରକ୍ଷା କର୍ମଚାରୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ , ଗଜପତିର କର୍ମଚାରୀ ମାନେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେମାନଙ୍କର ଥିବା ବିଭିନ୍ନ ସମସ୍ୟା ଉପରେ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କୁ ପ୍ରଦାନ…
ସ୍କୁଲଗୁଡିକର ମନମାନୀ ଉପରେ ଲାଗିବ ଅଙ୍କୁଶ : ସ୍ୱଚ୍ଛତା ଆଣିବ ଆରଟିଇ ପାରଦର୍ଶୀ ପୋର୍ଟାଲ
ଭୁବନେଶ୍ୱର(ଶାସକ ପ୍ରଶାସକ) -ସମସ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକ ଅନଗ୍ରସର ବର୍ଗର ପିଲାମାନଙ୍କୁ ଏବଂ ଆର୍ଥିକ ସ୍ତରର ଦୁର୍ବଳ ଶ୍ରେଣୀର ପିଲାମାନଙ୍କୁ ପ୍ରବେଶ ସ୍ତର ଶ୍ରେଣୀରେ ମୋଟ୍ ସିଟର ୨୫ ପ୍ରତିଶତ ସଂରକ୍ଷିତ ସିଟରେ ନାମ ଲେଖାଇବା ବାଧ୍ୟତାମୂଳକ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…
ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା, ଲଖନପୁର: ଜିଲ୍ଲା ଲଖନପୁର ଥାନା ଅଧିନସ୍ଥ ଢୋଲବାହାଲ ଜଙ୍ଗଲ ନିକଟରେ ଥିବା ଗୋଟିଏ ମହୁଲ ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର କରଯାଇଛି । ଲଖନପୁର ପୋଲିସ ଶୁତ୍ରରୁ ମିଳିଥିବା ସୂଚନା ଅନୁସାରେ ମୃତକ ଜଣଙ୍କ ହେଉଛନ୍ତି ଢୋଲବାହାଲ…
କନ୍ଧମାଳ ଇନଫ୍ଲୁଏନସର ଟିମ ପକ୍ଷରୁ ଜିଲ୍ଲାର ପ୍ରଥମ ମଡେଲିଙ୍ଗ ଅଡିସନ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ କିଚେନନିୟର କନ୍ଫୋରେନସ ହଲ ଠାରେ କନ୍ଧମାଳ ଇନଫ୍ଲୁଏନସର ଟିମ ପକ୍ଷରୁ ଜିଲ୍ଲାର ପ୍ରଥମ ମଡେଲିଙ୍ଗ ଅଡିସନ ଅନୁଷ୍ଠିତ ହୋଇଯାଇଛି I ଅଡିସନରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ସମେତ ଅନ୍ୟ ଜିଲ୍ଲାରୁ ୨୭ ପ୍ରତିଯୋଗୀ…
ପଦ୍ମପୁରର ସହକାରୀ ଯୋଗାଣ ଅଧିକାରୀ ନିଲମ୍ବିତ
ଭୁବନେଶ୍ୱର(ଶାସକ ପ୍ରଶାସକ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁରର ସହକାରୀ ଯୋଗାଣ ଅଧିକାରୀ ଶମ୍ଭୁପ୍ରସାଦ ହରପାଲଙ୍କୁ କାର୍ଯ୍ୟରେ ଗୁରୁତର ଅବହେଳା ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଧାନସଂଗ୍ରହ ମାର୍ଗଦର୍ଶିକାର ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟରୁ…
ଇସ୍ପାତ୍ ଉତ୍ପାଦନରେ ପିଏଲ୍ଆଇ ଯୋଜନାର ଲାଭ ଉଠାନ୍ତୁ ଶିଳ୍ପସମୂହ – ଧର୍ମେନ୍ଦ୍ର ପ୍ରଧାନ
ଆଇଆଇଏମର ୭୪ତମ ବାର୍ଷିକ ବୈଷୟିକ ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ
ନୂଆଦିଲ୍ଲୀ/ଭୁବନେଶ୍ୱର – ବିଶେଷ ଭାବରେ ଇସ୍ପାତ୍ କ୍ଷେତ୍ର ପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା(ପିଏଲଆଇ) ଭାରତ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ବେଳେ ସ୍ୱଦେଶୀ ଉତ୍ପାଦନ ବୃଦ୍ଧି ପାଇଁ ଅଣାଯାଇଥିବା…