ପଦାଗାଁ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଯାଞ୍ଚ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ମୋହନା ବ୍ଳକ ଅଡବା ଗ୍ରାମ ଅଧିନସ୍ଥ ପଦାଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆରଡିଏଫ୍ ପକ୍ଷରୁ କରୋନା ପରୀକ୍ଷା କରାଯାଇଛି। ଜ୍ଵର, କାଶ, ଅମ୍ଳଜାନ ସ୍ତର ଯାଞ୍ଚ ପ୍ରଭୃତି ପରୀକ୍ଷା  କରାଯାଇଛି। ଡ. ରାଜକିଶୋର ପଣ୍ଡା, ଫର୍ମାଶିଷ୍ଟ ମହେଶ୍ଵର ପ୍ରସାଦ ସାହୁ, ଏଏନଏମ ଗୀତଞ୍ଜଳି ବେହେରା , ଅଙ୍ଗନାବାଡି କର୍ମୀ ତପସ୍ଵିନୀ ସେବା ପ୍ରମୁଖ   ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ। ଉପସ୍ଥିତ ବ୍ୟକ୍ତିମାନଙ୍କୁ କରୋନା ସମ୍ବନ୍ଧରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।

Leave A Reply

Your email address will not be published.