ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ହାତୀ ଆତଙ୍କ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କିଛି ଦିନ ହେବ ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ହାତୀ ଆତଙ୍କ ଦେଖିବାକୁ ମିଳିଛି I ପ୍ରାପ୍ତ ସୂଚନା ଅନୁଶାରେ ଗତ କିଛି ଦିନ ହେଲା କଳାହାଣ୍ଡି ବନ୍ୟାଞ୍ଚଳରୁ ୪ ଗୋଟି ହାତୀ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବନ୍ୟାଞ୍ଚଳକୁ ଆସିଥିବାର ସୂଚନା ମିଳିଛି l କିଛି ଦିନ…

ରାଜ୍ୟ ଭିନ୍ନକ୍ଷମ କମିଶନରଙ୍କ ଗଜପତି ଗସ୍ତ 

  ଭିନ୍ନକ୍ଷମ ମାନଙ୍କ ଅଧିକାର ଓ ଅଧିନିୟମ , ୨୦୧୬ ଓ ବିଭିନ୍ନ ଯୋଜନା ସମ୍ବନ୍ଧରେ ଅଭିଯୋଗ ଶୁଣାଣି ଶିବିର ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ଭିନ୍ନକ୍ଷମ କମିଶନର ଶ୍ରୀମତୀ ସୁଲୋଚନା ଦାସ: ଗୁରୁବାର ଦିନ ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡି ସ୍ଥିତ ସିସିଡି…

ଓରମାସ ଓ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ କ୍ଷୁଦ୍ର ପ୍ରଦର୍ଶନୀ

ଝାରସୁଗୁଡ଼ା :(ସୁଭାଷ ସହାରେ)- ଓରମାସ ଓ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ମନମୋହନ ସ୍କୁଲ ପଡ଼ିଆଠାରେ ଆୟୋଜିତ କ୍ଷୁଦ୍ର ପ୍ରଦର୍ଶନୀ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ , ଉତ୍ପାଦକ ଗୋଷ୍ଠୀ ଓ…

ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡା ସହର ଉପକଣ୍ଠ ସୁନାରୀମୁଣ୍ଡା ନିକଟରେ ଥିବା ଏକ ହୋଟେଲ ସମ୍ମୁଖରେ ଜଣେ ସାଇକେଲ ଆରୋହୀଙ୍କୁ ଏକ ଅଜଣା ଗାଡ଼ି ଧକ୍କାରେ ତାର ମୃତ୍ୟୁ ଘଟିଛି । ମୃତକ ଭାଗିପାଲି ଗ୍ରାମର ଚନ୍ଦ୍ର ଶେଖର ସେଠୀ(୭୦) ବୋଲି ଜଣାପଡିଛି।ମୃତକ ସାଇକେଲ ରେ ଯାଉଥିବା ବେଳେ ଏକ…

“ମୋ ସ୍କୁଲ” ପରେ ଏବେ କ୍ରିୟାଶୀଳ ହେବ “ମୋ କଲେଜ” 

 "ମୋ କଲେଜ' ଅଭିଯାନ ସଂପର୍କିତ ପ୍ରସ୍ତୁତି ବୈଠକ  ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କ ସହିତ କଥାହେଲେ ମନ୍ତ୍ରୀ ଡ. ସାହୁ ଭୁବନେଶ୍ୱର(ଶାସକ ପ୍ରଶାସକ)- ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ବିକାଶ ଦିଗରେ ପୁରାତନ ଛାତ୍ରଛାତ୍ରୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛିାସେମାନଙ୍କୁ ସେମାନଙ୍କର…

୫-ଟି ଉପକ୍ରମ ଅଧିନରେ ମହିଳା ଓ ଶିଶୁ ବିକାଶ ବିଭାଗର ୫ଟି ଅନଲାଇନ ସେବା ଲୋକାର୍ପିତ

http://www.youtube.com/watch?v=zx0StVBMEgA  ମହିଳା ଓ ଶିଶୁମାନଙ୍କୁ ତ୍ୱରିତ ଓ ଗୁଣାତ୍ମକ ସେବା ଯୋଗାଇବାରେ ଏହି ଉଦ୍ୟମ ସହାୟକ ହେବ ପୁଷ୍ଟି ବଜେଟ୍ କରିବାରେ ଓଡ଼ିଶା ଦେଶରେ ପ୍ରଥମ -ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର(ଶାସକ ପ୍ରଶାସକ) -ରାଜ୍ୟ ସରକାରଙ୍କର ୫-ଟି ଉପକ୍ରମ ଜରିଆରେ…

ପ୍ରଶାସନ ଓ ଚାଷୀଙ୍କ ମଧ୍ୟରେ ଆଲୋଚନା: ରାସ୍ତାରୁ ହଟିଲେ ଚାଷୀ।

ପଦ୍ମପୁର। ଶାସକ ପ୍ରଶାସକ  :ରାଜବୋଡାସମ୍ବର କୃଷକ ସଂଗଠନ , ପଦ୍ମପୁର ତରଫରୁ ଦୀର୍ଘ ଏଗାର ଦିନ ଟ୍ରାକ୍ଟର ବୋଝେଇ ଧାନ  ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି କୋୖଣସି ନିଷ୍କର୍ଷ ନ ବାହାରିବାରୁ ଆନ୍ଦୋଳନ ରତ ଚାଷୀ ମାନେ ପଦ୍ମପୁର ବରଗଡ଼ ମୁଖ୍ୟ ରାସ୍ତା କନସିଙ୍ଗା ଛକଠାରେ ରାସ୍ତା…

ସୀମା ବିବାଦକୁ ସମାଧାନ କରି ସୀମାବର୍ତୀ ଅଂଚଳର ଲୋକଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଅନ୍ତୁ ରାଜ୍ୟ ସରକାର :ସମୀର…

ଓଡିଶା ଝାଡଖଣ୍ଡ ସୀମାବର୍ତୀ ଡେଣୁଆଁ ଗାଁ ଗସ୍ତ କରି ବାସ୍ତବ ସ୍ଥିତି ପରଖିଲା ଉଚ୍ଚ ସ୍ତରୀୟ ବିଜେପି ପ୍ରତିନିଧୀ ଦଳ  ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଓଡିଶାର ସୀମାବର୍ତୀ ଅଂଚଳଗୁଡିକୁ ପଡୋଶୀ ରାଜ୍ୟମାନେ ଅକ୍ତିଆର କରିବାକୁ ଲାଗିଛନ୍ତି । କୋରାପୁଟ ଜିଲ୍ଲାର କୋଟିଆ ପରି…

କୄଷକ ମୋର୍ଚ୍ଚା ଜିଲ୍ଲା ସଭାପତି ହେଲେ ଶ୍ରୀକାନ୍ତ ମିଶ୍ର ।

ପଦ୍ମପୁର- ଆଜି ଭାରତୀୟ ଜନତା ପାର୍ଟି ବରଗଡ଼ ଜିଲ୍ଲା ପକ୍ଷରୁ ନୂତନ ଭାବେ ମନୋନୀତ ଜିଲ୍ଲା ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ ତଥା ମୋର୍ଚ୍ଚା ସଭାପତି ମାନଙ୍କ ନାମ ପ୍ରକାଶ କରିଛନ୍ତି ଜିଲ୍ଲା କମିଟି । ଆଜିର ଏହି କ୍ରମରେ ବରଗଡ଼ ଜିଲ୍ଲା କୄଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଭାବରେ…

ସୀମାନ୍ତରେ ଉପଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ

ଆମର ରାଜ୍ୟର ସୀମା ସମ୍ପୂର୍ଣ୍ଣ ସୁରକ୍ଷିତ :- ଉପଜିଲ୍ଲାପାଳ ସୀମାନ୍ତବର୍ତୀ ଗ୍ରାମ ଗୁଡିକରେ ଅନ୍ୟ ଗ୍ରାମ ଭଳି ଜାରି ରହିଛି ଉନ୍ନୟନ କାର୍ଯ୍ୟ :- ଝାରବନ୍ଧ ବିଡ଼ିଓ ସୀମାନ୍ତରେ କୋଣସି ଗ୍ରାମରେ ପଡୋଶୀ ଛତିଶଗଡ଼ ରାଜ୍ୟର ଦଖଲ ନାହିଁ :-  ଝାରବନ୍ଧ ତହସିଲଦାର ସୀମାନ୍ତ…