ଅରମା ବୁଦା ଉହାଡ଼ରୁ ଆତ୍ମପ୍ରକାଶ କଲା ଐତିହ ନାଉପାଳ ଲୁହା ପୋଲ

ଐତିହ୍ୟର ସୁରକ୍ଷା ନିମନ୍ତେ ଆଗେଇ ଆସିଲେ ଯୁବଗୋଷ୍ଠୀ  ବାରିପଦା (ଦିଲ୍ଲୀପ ମହାନ୍ତି ) – ମୟୂରଭଞ୍ଜ ଗଡଜାତ ରାଜ୍ୟ ତଥା ବର୍ତ୍ତମାନର ସର୍ବବୃହତ ମୟୂରଭଞ୍ଜ ଜିଲ୍ଲାର ଇତିହାସ ଓ ଐତିହ୍ୟ ଯୁବ ପିଢିଙ୍କ ନିମନ୍ତେ ପ୍ରେରଣାର ଉତ୍ସ ହୋଇରହିଛି । ଏହି ଐତିହ୍ୟଗୁଡ଼ିକ ମଧ୍ୟରୁ ଅନେକ କାଳକ୍ରମେ…

ବାହାଡାଝୋଲା +୩ ଦଧିବାମନ ଜିଉ ମହାବିଦ୍ୟାଳୟ କେଳେଙ୍କାରୀ  

ଆର୍ଥିକ ଅନିୟମିତତା ଦୁର୍ନିତିରେ  ସମ୍ପୃକ୍ତବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ   ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ବାହାଡାଝୋଲା +୩ ଦଧିବାମନ ଜିଉ ମହାବିଦ୍ୟାଳୟରେ ଦୀର୍ଘ,୯ବର୍ଷ ହେଲା ଲାଗି ରହିଥିବା ପରିଚାଳନା ଗତ ତୃଟି, ଆର୍ଥିକ…

ନିଜେ ଅସଜଡ଼ା ଜିଲ୍ଲା ଖାଉଟି ବିବାଦ ପ୍ରତିକାର ମଞ୍ଚ, ଅନ୍ୟକୁ ନ୍ୟାୟ ଦେବ କଣ !

ନାହାନ୍ତି ସଭାପତି ଓ ପୁରୁଷ ସଦସ୍ୟ, କୋରମ ଅଭାବରୁ ଅଦାଲତ କାର୍ଯ୍ୟ ଠପ୍ ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ଥିବା ଜିଲ୍ଲା ଖାଉଟି ବିବାଦ ପ୍ରତିକାର ମଞ୍ଚରେ ନାହାନ୍ତି ସଭାପତି ଓ ପୁରୁଷ ସଦସ୍ୟ । କେବଳ ମହିଳା ସଦସ୍ୟା ଅନାମିକା ସୋରେନଙ୍କୁ ନେଇ…

ରଶି ଲଗେଇ ଯୁବକଙ୍କ ଆତ୍ମହତ୍ୟା: ହତ୍ୟା ନା ଆତ୍ମହତ୍ୟା !

ଝାରସୁଗୁଡ଼ା :(ସୁଭାଷ ସହାରେ)- ଆଜି ସକାଳ ପ୍ରାୟ ୮ ଟାରୁ ୮:୩୦ ମିନିଟ ସମୟରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ ରାସ୍ତା ରେ ଜଣେ ଯୁବକର ଝୁଲନ୍ତା ଶବ ଝାରସୁଗୁଡ଼ା ପୋଲିସ ପକ୍ଷରୁ ଜବତ୍ କରାଯାଇଛି। କିଏ ଓ କେଉଁଭଳି ସ୍ଥିତିରେ ଏହି ଶବ କୁ ଦେଖିଥିଲା ତାହା ଏ ଯାଏଁ ଜଣା ପଡିନଥିବା ବେଳେ ଏହା…

ଆଜି ମୟୂରଭଞ୍ଜରୁ ୭ ନୂଆ କରୋନା ପଜିଟିଭ ଚିହ୍ନଟ 

ବାରିପଦା(ଦିଲ୍ଲୀପ ମହାନ୍ତି )-  ଫେବୃଆରୀ ୨୬ରେ ଓଡ଼ିଶାରୁ ଚିହ୍ନଟ ହୋଇଥିବା ୯୪ କରୋନା ପଜିଟିଭ କେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୭ ଜଣ କରୋନା ଆକ୍ରାନ୍ତ ରହିଛନ୍ତି ।   ଏଥି ସହିତ ଜିଲ୍ଲାରେ କୋଭିଡ଼-୧୯ ଭୂତାଣୁ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪,୧୭୯ରେ ପହଁଞ୍ଚି ଥିବା ସମୟରେ…

ଅଟା କେଜି ୪୦୦, ହଳଦୀ କେଜି ୪୦୦୦ 

ଓଡିଶାରେ ପ୍ରଥମ ଥର ପାଇଁ ଉତ୍ପାଦନ ହେଲା କଳା ରଙ୍ଗର ହଲଦି ଓ ଗହମ । ଚାଷ କରି ସଫଳ ହେଲେ ଉଚ୍ଚ ଶିକ୍ଷିତ ଯୁବକ ଦିବ୍ୟରାଜ ପଞ୍ଜାବ କୃଷି ବିଶ୍ବବିଦ୍ୟାଳୟରୁ ଆସିଥିଲା ବିହନ http://www.youtube.com/watch?v=7DbhpUYA8Co&t=300s   ସମ୍ବଲପୁର /ରମାକାନ୍ତ…

 ମୁକୁନ୍ଦ ଦାଶ ଉତ୍କଳୀୟ  ଫାଉଣ୍ଡେସନର ବରଗଡ଼ ଜିଲ୍ଲା ସଭାପତି

ବରଗଡ-ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ତଥା ସମାଜସେବୀ ଶ୍ରୀ ମୁକୁନ୍ଦ ଦାଶ ଭାରତୀୟ ଉତ୍କଳୀୟ ଫାଉଣ୍ଡେସନର ବରଗଡ଼ ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଛନ୍ତି  ବୋଲି ରାଜ୍ୟ ଆବାହକ ଡଃ ରାଜାରାମ ଷଢଙ୍ଗୀ ସୂଚନା ପ୍ରଦାନ କରିଛନ୍ତି |   ଏହି ସଂଗଠନ ମହିଳା ମାନଙ୍କ ଅତ୍ୟାଚାର, ଅହିଂସା, ସମାଜ…

ଭାରତ ବନ୍ଦ ର ମହାପ୍ରଭାଵ :ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ

ବରଗଡ :- ବ୍ୟବସାୟୀ ଓ ଟ୍ରାନ୍ସପୋର୍ଟ ମାଲିକ  ମାନଙ୍କର ଦ୍ୱାରା ଆଜି ଦିଆଯାଇଥିବା ଭାରତ ବନ୍ଦ ର ଡାକରାର ପ୍ରଭାବ ଜିଲ୍ଲାର ସମସ୍ତ ସହର ଓ ଗ୍ରାମାଞ୍ଚଳ ମାନଙ୍କରେ ଦେଖିବାକୁ ମିଳିଛି । ଆଜି ସକାଳୁ ବ୍ୟବସାୟୀ ମାନେ ନିଜର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିଥିବା ବେଳେ ରାସ୍ତାରେ ବ୍ୟବସାୟିକ…

କୋମନା ଜୋନ ୨ ଜିଲ୍ଲାପରିଷଦ ଉପ ନିର୍ବାଚନ: ଦଶ ହଜାରରୁ ଉର୍ଦ୍ଧ୍ବ ବ୍ୟବଧାନରେ ବିଜେଡିର ବମ୍ଫର ବିଜୟ 

୧୦୬୩୪ ଭୋଟରେ ବିଜୟଲାଭ କଲେ ଅବନୀ ରଞ୍ଜନ ଯୋଶୀ ନୂଆପଡା: -କୋମନା ବ୍ଲକ ୨ ନମ୍ବର ଜୋନ ଜିଲ୍ଲା ପରିଷଦ ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅବନୀ ରଞ୍ଜନ ଯୋଶୀ ୧୦୬୨୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଫେବୃଆରୀ ୨୪ରେ ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ଏଥିରେ ବିଜେଡି…

କୁସୁମୀ ମଣ୍ଡଳ ଅଘରିଆ ସମାଜର ବାର୍ଷିକୋତ୍ସବ

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- କୁଚିଣ୍ଡା ବ୍ଲକ ଅନ୍ତର୍ଗତ ପଣ୍ଡରିପଥର ଠାରେ ଅଖିଳ ଭାରତୀୟ ଅଘରିଆ ସମାଜର ରାଜ୍ୟ କମିଟି ସଭାପତି ଶ୍ରୀ ନରେଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ଗଙ୍ଗାଧର ନାଏକ,ମୁଖ୍ୟ ବକ୍ତା…