ଶିକ୍ଷକଙ୍କ ଘର ସମ୍ମୁଖରୁ ୫ ଫୁଟିଆ ତମ୍ବା ନାଗ ସାପ ଉଦ୍ଧାର

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ମା’ମାଣିକେଶ୍ଵରୀ ମନ୍ଦିର ସାହିରେ ରହୁଥିବା ଜନୈକ ଶିକ୍ଷକଙ୍କ ଘର ସମ୍ମୁଖରୁ ଏକ ୫ ଫୁଟିଆ ତମ୍ବା ରଙ୍ଗର ନାଗ ସାପକୁ ସ୍ଥାନୀୟ ବନାଞ୍ଚଳରେ କାର୍ଯ୍ୟରତ ଏଣ୍ଟିସ୍ମ୍ର ଗଲିଙ୍ଗ ସ୍କ୍ବାର୍ଡ଼ର କର୍ମଚାରୀ କେଦାରନାଥ ବେହେରା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନାଗସାପଟିକୁ ଉଦ୍ଧାର କରିଥିଲେ।ତାପରେ ତାକୁ ନେଇ ୧୮ନଳା ନିକଟରେ ରହିଥିବା ଜଙ୍ଗଲରେ ଛାଡିଦେଇଥିଲେ।

Leave A Reply

Your email address will not be published.