Sign in
Sign in
Recover your password.
A password will be e-mailed to you.
ମୟୂରଭଞ୍ଜ: ଜିଲ୍ଲା ପରିଷଦ ଦଶମ ବୈଠକ ଅନୁଷ୍ଠିତ
ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲା ପରିଷଦର ଦଶମ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସ୍ୱାନ ଭିଡିଓ କନ୍ଫରେନ୍ସିଂ ହଲ ପରିସରରୁ ଭିଡିଓ କନ୍ଫରେସିଂ ଜରିଆରେ ଜିଲ୍ଲାର ସମସ୍ତ ୨୬ଟି ବ୍ଲକ କାର୍ଯ୍ୟାଳୟରେ ଥିବା ଭିଡିଓ କନ୍ଫରେସିଂ କକ୍ଷରେ ଅନୁଷ୍ଠିତ …
ପଞ୍ଚାୟତିରାଜ ଦିବସ ପାଳନ ଉପଲକ୍ଷେ ସବୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଛୁଟି
ଭୁବନେଶ୍ୱର : ପଞ୍ଚାୟତିରାଜ ଦିବସ ପାଳନ ଉପଲକ୍ଷେ ମାର୍ଚ୍ଚ ୫ ତାରିଖ ରାଜ୍ୟର ଉଚ୍ଚଶିକ୍ଷା ଅଧୀନରେ ଥିବା ସବୁ ବିଶ୍ୱବିଦ୍ୟାଳୟ ଓ ସେମାନଙ୍କ ଅଧୀନରେ ଥିବା ସବୁ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ବନ୍ଦ ରହିବ | ଆଜି ଏହି ମର୍ମରେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର…
ଧଉରାଖମଣ ନର୍ସରୀ ନିକଟରେ ଅଜଣା ଗାଡି ଧକ୍କାରେ ଯୁବକ ମୃତ ।
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ): ସମ୍ବଲପୁର ଜିଲ୍ଲା କଦଳୀଗଡ ପଞ୍ଚାୟତ ଧଉରାଖମଣ ନିକଟ ନର୍ସରୀ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ସୂଚନାଯୋଗ୍ୟ ଯେ କନ୍ଧରା ଗ୍ରାମର ସନ୍ତୋଷ କର୍ମୀ ସୋନପୁର ଜିଲ୍ଲା ମୁରଷୁଣ୍ଢି ଗ୍ରାମକୁ ଏକ ବିବାହ ଭୋଜି ଖାଇବାକୁ…
ବସ-ବାଇକ ମୁହାଁମୁହିଁ : ତିନି ଜଣଙ୍କ ଦେହାନ୍ତ !
କଳାହାଣ୍ଡି/ତୁଳମଣି ନାଗ (ଶାସକ ପ୍ରଶାସକ) ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଡଙ୍ଗରିଗୁଡ଼ା ଛକ ନିକଟ ମୋଡରାସ୍ତାରେ OR- 08- C-9153 ନମ୍ୱର୍ ଜୟ ଜଗନ୍ନାଥ ବସ୍ ଓ ମୋଟର ସାଇକେଲ ମୁହାମୁହି ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ହସ୍ତଗତ ହୋଇଛି | ଜଣକୁ ଗୁରୁତର…
କାଜୁ ଚାଷ ପାଇଁ ଜାତୀୟ ସ୍ତରରେ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ସମ୍ମାନିତ
ଭୁବନେଶ୍ୱର,(ଶାସକ ପ୍ରଶାସକ) - କାଜୁ ଚାଷରେ ଏବଂ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଯୋଗୁ ଓଡ଼ିଶା କାଜୁ ନିଗମ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛିା ଗୋଆର ପାଣାଜୀଠାରେ ଭାରତ ସରକାରଙ୍କ କୃଷି ଓ ସମବାୟ ବିଭାଗ ଏବଂ କୋଚିସ୍ଥିତ କାଜୁ ଓ କୋକୋଆ ଉନ୍ନୟନ ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ…
ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ : ୧୧୫୫ କୋଟି ୪୬ଲକ୍ଷ ୨୪ ହଜାର ଟଙ୍କାର ପ୍ରସ୍ତାବ ମଞ୍ଜୁର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷଠାରେ ଗଜପତି ଜିଲ୍ଲା ଯୋଜନା କମିଟି ବୈଠକ , ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।…
ଇମ୍ଫା କାରଖାନାରେ ୫୦ ତମ ସୁରକ୍ଷା ସପ୍ତାହ ଉଦଘାଟିତ l
ରାୟଗଡ (ସରୋଜ କୁମାର ସାହୁ) ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିସରରେ ୫୦ ତମ ସୁରକ୍ଷା ସପ୍ତାହ ଉଦଘାଟିତ ହୋଯାଇଛି। ଇମ୍ଫା କାରଖାନାର ଉପ ସଭାପତି (ନିର୍ମାଣ) ଶ୍ରୀ କେ ଭି ରାଓ ଙ୍କ ସଭା ପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାୟଗଡ଼ା କାରଖାନା ଓ ବାଷ୍ପୀୟ ବିଭାଗର ସହକାରୀ…
ଗୋଡ଼ଭଙ୍ଗା ଘଟିରେ ଓଲଟିଲା ଯାତ୍ରୀବାହୀ ବସ:୪ ଜଣ ଗୁରୁତର ୩୦ ଆହତ
ଦିଲ୍ଲୀପ ମହାନ୍ତି/ ବାରିପଦା- ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବସ ଷ୍ଟାଣ୍ଡରୁ ରାଇରଙ୍ଗପୁର ଭୟା ଠାକୁରମୁଣ୍ଡା ଦେଇ ଭୁବନେଶ୍ୱର ଯାଉଥିବା ମା' ତାରିଣୀ ନାମକ ଏକ ଯାତ୍ରୀବାହୀ ବସ ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ଗୋଡ଼ଭଙ୍ଗା ଘାଟିରେ ଯାଉଥିବାବେଳେ ଘାଟି ତଳକୁ ଖସି ପଡିବାରୁ ୪ ଜଣ…
ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ସାମ୍ବାଦିକ ତଥା ରୋଗୀଙ୍କୁ ଏକ୍ସପାଏରି ସାଲାଇନ୍ ଦେବା ଘଟଣାରେ ଦୃଢ଼…
ସମ୍ବଲପୁର ଜ଼ିଲ୍ଲା ସାମ୍ବାଦିକ ମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଦାବି ପତ୍ର
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ସାମ୍ବାଦିକ ସରୋଜ ସାହୁ ତଥା ଅନ୍ୟ ରୋଗୀ ମାନଙ୍କୁ ବ୍ୟବହାର ଉପଯୋଗୀ ତାରିଖ ସରିଯାଇଥିବା ସାଲାଇନ ଦେବା ଘଟଣା ରେ ଆଜି…
କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଏଏମଏନଏସ : ସ୍ୱାକ୍ଷରିତ ହେଲା ବୁଝାମଣା ପତ୍ର
ଭୁବନେଶ୍ୱର( ଶାସକ ପ୍ରଶାସକ) : କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଷ୍ଟିଲ ପ୍ଲାଣ୍ଟ | ଆଉ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରିବ କରିବ ଆର୍ସେଲର ମିତ୍ତଲ- ନିପନ ଷ୍ଟିଲ ଲିମିଟେଡ଼(ଏଏମଏନଏସ) | ୫୦ ହଜାର କୋଟିର ପୁଞ୍ଜି ନିବେଶରେ ୧୨ ନିୟୁତ ଟନ କ୍ଷମତାବିଶିଷ୍ଟ ଇସ୍ପାତ କାରଖାନା କେନ୍ଦ୍ରାପଡା…