Sign in
Sign in
Recover your password.
A password will be e-mailed to you.
“ରାଜ୍ୟ ସରକାର ଯଥାଶୀଘ୍ର ଏସଇବିସି ଓ ଓବିସିଙ୍କୁ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ସ୍ଥାନ…
ରାଜ୍ୟର ଏସଇବିସି ଓ ଓବିସିଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ଦିଲ୍ଲୀ ଧର୍ମେନ୍ଦ୍ରଙ୍କ ସାମ୍ବାଦିକ ସମ୍ମିଳନୀ
ନୂଆଦିଲ୍ଲୀ/ଭୁବନେଶ୍ୱର– ରାଜ୍ୟ ସରକାର ଯଥାଶୀଘ୍ର ଓଡ଼ିଶାର ବହୁସଂଖ୍ୟକ ସାମାଜ ତଥା ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି)ଙ୍କୁ ଶିକ୍ଷା କ୍ଷେତ୍ରରେ ଏବଂ ଅନ୍ୟାନ୍ୟ…
ଭୁଲ ସୁଧୁରିଲା : ଭିସୁଟ ଛାତ୍ରାବାସରୁ ହଟିଲା କଣ୍ଟେନମେଣ୍ଟ ଯୋନ।
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ବୁର୍ଲା ଭିସୁଟକୁ ରାଜ୍ୟ ସରକାର କରୋନା ମୁକ୍ତ ବୋଲି ଘୋଷଣା କରିବା ପରେ ଭିସୁଟ ଉପରେ ଲାଗୁ କରାଯାଇଥିବା କଣ୍ଟେନମେଣ୍ଟ ଯୋନ କୁ ହଟାଇ ଦିଆଯାଇଛି ।ତେବେ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ସମଗ୍ର ଭିସୁଟ ଅଞ୍ଚଳରେ ଆକ୍ଟିଭ ସର୍ଭିଲାନ୍ସ ଜାରି ରହିବ ବୋଳି…
ବିମଳ ବାବୁଙ୍କ ତ୍ୟାଗପୂତ ଜୀବନ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ
ବାରିପଦା,(ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପ୍ରତିଶ୍ରୁତି ପ୍ରତିଷ୍ଠାନ ଆନୁକୂଲ୍ୟରେ ଏ ମାଟିର ଜଣେ ସୁଯୋଗ୍ୟ ସନ୍ତାନ, ବିଶିଷ୍ଟ ସମବାୟବିତ୍, ପ୍ରବୀଣ ସାମ୍ବାଦିକ, ସମାଜସେବୀ ତଥା ପୂର୍ବତନ ବିଧାୟକ ସ୍ୱର୍ଗତଃ ବିମଳ ଲୋଚନ ଦାସଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞଳୀ…
ଚଳିତ ବର୍ଷ ପ୍ରସିଦ୍ଧ ହୁମା ବକ୍ର ମନ୍ଦିିରରେ ଜାଗର ମେଲା ବନ୍ଦ।
ସମ୍ବଲପୁର (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ପ୍ରସିଦ୍ଧ ହୁମା ଶିବରାତ୍ରିମେଳା ଏ ବର୍ଷ ହେବ ନାହିଁ। କରୋନା ମହମାରୀ ଯୋଗୁ ଗତ ବର୍ଷ ଏହି ପ୍ରସିଦ୍ଧଯାତ୍ରା ବନ୍ଦ କରାଯାଇଥିବା ଜଣାପଡିଛି । କୋଭିଡ ସଂକ୍ରମଣ ପୂରାପୂରି ବନ୍ଦ ହୋଇ ନ ଥିବା ଓ ସମାଗମ ହେଲେ ପୁଣି ସଂକ୍ରମଣ ବ୍ୟାପୀବାର…
ଭୀମସାର ଅଧିକ୍ଷକଙ୍କୁ ଘେରିଲେ ନର୍ସିଂ ଛାତ୍ରଛାତ୍ରୀ ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ- ବୁର୍ଲା ଭିମସାରରେ ଉତ୍ତେଜନା। ନର୍ସିଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଭୀମସାର ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନର୍ସିଂ ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣ ଦେଇଛନ୍ତି। ଭୀମସାର ନର୍ସିଂ କଲେଜ ଛାତ୍ରଛାତ୍ରୀ ମାନେ ଦୀର୍ଘ୨୦ ଦିନ…
ମହାରାଜା ଓ ମହାରାଣୀଙ୍କ ସ୍ମୃତି ପୀଠକୁ ସୁଡ଼ଙ୍ଗକୁ ନେଇ ଉଦବେଗ
ରହସ୍ୟ ଉନ୍ମୋଚନ ଦାବୀରେ ସ୍ମୃତି ପୀଠ ସମ୍ମୁଖରେ ଧାରଣାରେ ବସିଲା ଭଞ୍ଜସେନା
ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୯ ମଧୁବନ ରାଣୀବାଗାନରେ ଥିବା ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ମହାରାଣୀ ଲକ୍ଷ୍ମୀକୁମାରୀ ଭଞ୍ଜଦେଓଙ୍କ ସ୍ମୃତି ପୀଠକୁ ମାଟି…
ଶିମିଳିପାଳର ନିଆଁ: ଏଠି ସେଠି ସବୁଠି
ପ୍ରଭାବିତ ଅଞ୍ଚଳ ଗସ୍ତ କଲେ ପିସିସିଏଫ
ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ଶିମିଳିପାଳ ନିଆଁ
ପୂର୍ବଦିନ ତୁଳନାରେ ନିଆଁ କମିଥିବା ସୂଚନା ଦେଲେ
ବାରିପଦାରେ ବସି ଜଙ୍ଗଲ ନିଆଁକୁ ଆୟତ କରୁଛନ୍ତି ଏସ୍ଟିଆର କର୍ତ୍ତୃପକ୍ଷ
ବାରିପଦା,(ଦିଲ୍ଲୀପ ମହାନ୍ତି): -…
ରାୟଗଡା ଉପ-କାରାଗାରକୁ ଉତ୍କଳ ଆଲୁମିନା ପକ୍ଷରୁ ଆମ୍ବୁଲାନ୍ସ ପ୍ରଦାନ
ଭୁବନେଶ୍ୱର / ରାୟଗଡା(ସରୋଜ କୁମାର ସାହୁ) : ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜର ଏକ ୟୁନିଟ୍ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ, ଦୋରାଗୁଡ଼ା ତାହାର ପରିପାର୍ଶ୍ଵିକ ବିକାଶ ପ୍ରୟାସ ଏବଂ କୋଭିଡ୧୯ ମହାମାରୀ ପରିପ୍ରେକ୍ଷୀରେ ରାୟଗଡା ଜିଲା ସ୍ୱାସ୍ଥ୍ୟବିଭାଗକୁ…
ପିଏମ୍-କିଷାନ୍ : ଅରୁଣ ଦେଲେ ଧର୍ମେନ୍ଦ୍ରଙ୍କ ଚିଟାଉର ଉତ୍ତର
ପିଏମ୍-କିଷାନ୍ ଯୋଜନାର ଅବ୍ୟବସ୍ଥାକୁ କଲେ ଆଙ୍ଗୁଳି ନିର୍ଦ୍ଦେଶ
ପୋର୍ଟାଲ୍ରେ ତଥ୍ୟ ସଂଶୋଧନ ପାଇଁ ରାଜ୍ୟକୁ ମିଳୁ କ୍ଷମତା
ଗୋଟିଏ କିସ୍ତି ପାଇଥିବା ଯୋଗ୍ୟ ଚାଷୀ ପରବର୍ତ୍ତୀ କିସ୍ତିରେ କାହିଁକି ବଞ୍ଚିତ ହେଉଛନ୍ତି ତାହା ବୁଝିହେଉନି
ଭୁବନେଶ୍ବର : ଦୁଇ ଦିନ…
କରୋଡ଼ପତି ହେବା ଲୋଭରେ ହରାଇଲେ ଲକ୍ଷ ଲକ୍ଷ ଟଙ୍କା।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଦେଶରେ ସାଇବର ଅପରାଧ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ଦିନ ଏହାର ଶୀକାର ହେଉଛନ୍ତି ଅନେକ ସାଧାରଣ ଲୋକେ। ଏହାକୁ ରୋକିବାକୁ ଯେତେ ପଦକ୍ଷେପ ନେଲେ ମଧ୍ୟ ଏହାର କୌଣସି ଆଖିଦୃଶିଆ ଫଳ ଦେଖିବାକୁ ମିଳୁନାହିଁ। ନିକଟରେ ଏହିପରି ଅନେକ…