ବିଶ୍ଵ  ପରିବେଶ ଦିବସରେ ବୃକ୍ଷ ରୋପଣ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଓଡ଼ିଶା ମୋ ପରିବାର ପକ୍ଷରୁ ବିଶ୍ଵ ପରିବେଶ  ଦିବସ ଉପଲକ୍ଷେ ପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଇଥିଲା। 

ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁଙ୍କ ନିର୍ଦ୍ଦେଶ ଅନୁସାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜଜେମା କଲ୍ୟାଣୀ ଗଜପତି, ଯୁବ ବିଜେଡ଼ି ସଭାପତି ଏସ୍ . ଲିଙ୍ଗରାଜ , ଛାତ୍ର ବିଜେଡ଼ି ସଭାପତି ବିଶ୍ୱଜିତ ତ୍ରିପାଠୀ , ବିଜେଡ଼ି କର୍ମୀ ସୁଜିତ ଦାସ , ଶାନ୍ତିଲତା ଜେନା , ଦୁର୍ଗା ମାଧବ ପାଣିଗ୍ରାହୀ , ଚାନ୍ଦ  ମହାରଣା , ଅମିତ୍ ପଟ୍ଟନାୟକ, ବରିଷ୍ଠ ନାଗରିକ ତ୍ରିନାଥ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଅର୍ବାନ ବ୍ୟଙ୍କ ପଡିଆ, ପାରଳାଖେମୁଣ୍ଡି ଥାନା ପରିସରରେ ଓ ଅନ୍ୟନ୍ୟ ସ୍ଥାନରେ ପ୍ରାୟ ୫୦ ଗୋଟି ବିଭିନ୍ନ ପ୍ରକାର ଗଛ ଲଗାଇଥିଲେ ।

Leave A Reply

Your email address will not be published.