ପ୍ରଧାନମନ୍ତ୍ରୀ ଦେଶର ମହିଳାଙ୍କ ପାଇଁ ଭାଇ, ବିଜେଡି ମହିଳାଙ୍କୁ କେବଳ ଭୋଟ ବ୍ୟାଂକ ବୋଲି ଭାବଇ: ପୁରନ୍ଦେଶ୍ୱରୀ

ବିଶ୍ୱ ମହିଳା ଦିବସ ଅବସରରେ କଟକ ଜିଲ୍ଲା ମାହାଙ୍ଗାଠାରେ ବିଶାଳ ମହିଳା ସମାବେଶ   ଭୁବନେଶ୍ୱର(ଶାସକ ପ୍ରଶାସକ): ସଶକ୍ତ ହେଲେ ମହିଳା, ସଶକ୍ତ ହେବ ଦେଶ । ଯେଉଁଠି ମହିଳାଙ୍କ ସମ୍ମାନ ହୁଏ ସେଠି ଉନ୍ନତି ହୁଏ । ଦେଶର ଅନେକ ଜାଗାରେ ଝିଅ ଜନ୍ମ ହେବା ବୋଝ ବୋଲି ଚିନ୍ତା କରାଯାଏ, କିନ୍ତୁ…

ବିଧାନସଭାରେ ବି ଉଠିବ ନିଆଁ ପ୍ରସଙ୍ଗ 

ଜଙ୍ଗଲ ସୁରକ୍ଷାର ଗାଇଡଲାଇନ ଏବଂ ଏସ୍ଓପିକୁ କଡାକଡି କରନ୍ତୁ ସରକାର : ମୋହନ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଜଣାଇଲେ ଦାବୀ ଭୁବନେଶ୍ୱର : ଓଡିଶାର ସବୁଜ ବନାନୀ ହୁ ହୁ ହୋଇ ଜଳିଯାଉଛି କିନ୍ତୁ ଜଙ୍ଗଲ ବିଭାଗ କିମ୍ବା ରାଜ୍ୟ ସରକାରଙ୍କର ଏଥିପ୍ରତି ଦୃଷ୍ଟି ନାହିଁ । ଜଙ୍ଗଲରେ ନିଆଁ ଲାଗିବା…

ବେଆଇନ ବାଲି ଚୋରାଚାଲାଣ : ଚାଳିଶ ହଜାର ଫାଇନ କଲେ ତହସିଲଦାର 

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ର ନୂଆପଡା ଜିଲ୍ଲା ପଟରୁ ପାଇକମାଲ ବ୍ଲକ ର ବିଭିନ୍ନ ସୀମାବର୍ତ୍ତି ଅଂଚଳ ମାନଙ୍କୁ ପ୍ରତ୍ୟେକ ଦିନ ବେଆଇନ ଭାବରେ ବାଲି ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ପାଇକମାଲ ବ୍ଲକ ମୁଖ୍ୟାଳୟ ରୁ ଅଧିକ ଦୂର ଥିବା କାରଣରୁ ଚୋରା ଚାଲାଣ କାରୀ ମାନଙ୍କୁ…

ଝାରବନ୍ଧ ପଂଚାୟତ ପ୍ରାଙ୍ଗଣରେ ଆର୍ନ୍ତଜାତୀୟ ମହିଳା ଦିବସ ପ୍ରତିଭା- ୨୦୨୧

 ସର୍ବସଧାରଣ ସମ୍ପତିର ସୁରକ୍ଷା ପାଇଁ ମହିଳାଙ୍କ ପଦଯାତ୍ରା ଓ ଶପଥ ପାଇକମାଳ:  ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଝାରବନ୍ଧ ପଂଚାୟତ ଅଫିସ ପରିସରରେ ୨୦୦ରୁ ଉଦ୍ଧ୍ୱର୍ ମହିଳାଙ୍କୁ ନେଇ ସୋମବାର ପଂଚାୟତ ସ୍ତରୀୟ ଆର୍ନ୍ତଜାତୀୟ ମହିଳା ଦିବସ ପ୍ରତିଭା- ୨୦୨୧ ମାସ୍ ଅନୁଷ୍ଠାନ , ପାଇକମାଳ ଦ୍ୱାରା   …

ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ରେ ସହରବାସୀ ନାରାଜ୍। 

ଟିଟିଲାଗଡ ( ଗୌରବ ଦର୍ଜୀ  ) -ଆଜି ଟିଟିଲାଗଡ ଉପ ଜିଲ୍ଲାପାଳ ତଥା ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୋମେଶ ଉପାଧ୍ୟାୟ ଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ ରେଳ ଷ୍ଟେସନ ନିକଟରେ ୱାର୍ଡ ନଂ ୧୦ ର ଦୁଇଟି ଘର ଓ ପୁରୁଣା ଅଙ୍ଗନୱାଡ଼ି ଘର  କୁ ଜବର ଦଖଲ ଉଚ୍ଛେଦ ଅଭିଯୋଗ ରେ ଭାଙ୍ଗି…

ଅଂଶୁଘାତ ମୁକାବିଲା ପାଇଁ ଉପଖଣ୍ଡ ପ୍ରଶାସନର ପ୍ରସ୍ତୁତି ବୈଠକ। 

ଟିଟିଲାଗଡ,( ଗୌରବ ଦର୍ଜୀ )-ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଟିଟିଲାଗଡ ଉପଖଣ୍ଡ ରେ ଅଂଶୁଘାତ ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଶ୍ରୀ ସୋମେଶ ଉପାଧ୍ୟାୟ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ଟିଟିଲାଗଡ , କଣ୍ଟାବାଞ୍ଜି ପୌରାଞ୍ଚଳ ସମେତ ସମସ୍ତ ବ୍ଲକ୍ ରେ ପାନୀୟ…

ବିଶ୍ୱ ମହିଳା ଦିବସ ଅବସରରେ ବିରାଟ ମହିଳା ସମାବେଶ

https://www.youtube.com/watch?v=-A3kEFSU4BM ବରଗଡ :- ଆଜି ବିଶ୍ୱ ମହିଳା ଦିବସ । ଏହି ଅବସରରେ ବରଗଡ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ପ୍ରତକ୍ଷ ତତ୍ୱବାଧାନରେ କେରମେଲାବାହାଲ ଠାରେ ଏକ ବିରାଟ ମହିଳା ସମାବେଶର…

ଗଣଦୁଷ୍କର୍ମ ପିଡିତାଙ୍କୁ ନ୍ୟାୟ ପ୍ରଦାନ ଦାବୀ : ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ…

ସମ୍ବଲପୁର (ରମାକାନ୍ତବିଶ୍ବାଳ)- ସମ୍ବଲପୁର ଜିଲ୍ଲା ଧମା  ଥାନା ଅନ୍ତର୍ଗତ ସାହାସପୁର ଅଞ୍ଚଳର ଗରିବ ନିରୀହ ଆଦିବାସୀ ନାବାଳିକା ଝିଅ ପ୍ରତି ହୋଇଥିବା ଗଣଦୁଷ୍କର୍ମ ଓ ପରେ ହତ୍ୟା ଉଦ୍ୟମ ରେ ଜଡିତ ଅପରାଧୀ ଙ୍କୁ ଶୀଘ୍ର ଗିରଫ କରିବା ଓ ପୀଡିତା  କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ସମ୍ବଲପୁର…

ପୁରୁଷଙ୍କ ଠାରୁ ମହିଳା କୌଣସି ଗୁଣରେ କମ ନୁହଁନ୍ତି   

https://www.youtube.com/watch?v=yBqcU4_tUAw ସମ୍ବଲପୁର ରେ ଆନ୍ତର୍ଜାତିକ ମହିଳା ଦିବସ ସମ୍ବଲପୁର,(ରମାକାନ୍ତ ବିଶ୍ବାଳ):-ସମ୍ବଲପୁର ଜିଲ୍ଲା ମେଘପାଲ ପଞ୍ଚାୟତ ଠାରେ ଜନକଲ୍ୟାଣ ସେବା ଟ୍ରଷ୍ଠ ଓ ଉତ୍କଲିୟମ ଫାଉଣ୍ଡେସନ ପକ୍ଷରୁ ମିଲିତ ଭାବରେ ଆନ୍ତର୍ଜାତିକ ମହିଳା ଦିବସ ପାଲନ…

ମିଶନ ଶକ୍ତି ସାରା ବିଶ୍ବରେ ସବୁଠାରୁ ବଡ ଆନ୍ଦୋଳନରେ ପରିଣତ ହେବ : ମୁଖ୍ୟମନ୍ତ୍ରୀ

https://www.youtube.com/watch?v=HuE7C4XBa8E ରାଜ୍ୟ ସ୍ତରୀୟ ବିଶ୍ଵ ମହିଳା ଦିବସ ପାଳିତ ମିଶନ ଶକ୍ତି ଏକ କୋଟି ମା ଙ୍କର ବିରାଟ ଆନ୍ଦୋଳନ ହେବାକୁ ଯାଉଛି  ଯେଉଁ ଦେଶରେ ମା ଆଗୁଆ ସେ ଦେଶ  ଉନ୍ନତ। ଭୁବନେଶ୍ୱର(ଶାସକ ପ୍ରଶାସକ) : ୨୦୦୧ ମାର୍ଚ୍ଚ ୮  ତାରିଖରେ ଲାଗିଥିବା ଗୋଟିଏ…