Sign in
Sign in
Recover your password.
A password will be e-mailed to you.
“ଆକାଂକ୍ଷା” ମହିଳା ସଂଗଠନ ଓ ଉତ୍କଳ ହିତୈଷିଣୀର ମିଳିତ ଆନୁକୂଲ୍ୟରେ ” ଆନ୍ତର୍ଜାତିକ ମହିଳା…
https://www.youtube.com/watch?v=pui6suFW4XU
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଆକାଂକ୍ଷା ମହିଳା ସଂଗଠନ ଓ ଉତ୍କଳ ହିତୈଷିଣୀ ସମାଜର ମିଳିତ ଆନୁକୂଲ୍ୟରେ ଗୁରୁ ଗୌରବ ଗୌରଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଉତ୍କଳ ହିତୈଷିଣୀ ସଭାଗୃହରେଆନ୍ତର୍ଜାତୀୟ ମହିଳା…
ମୁଣ୍ଡ ଟାଏଲ ହେଇଯିବ, ଏ ଅନୁବାଦ ଦେଖି : କିଛି ସମୟ ଭାବିବା ଥୟ
ଟିଟିଲାଗଡ଼ରୁ ଗୌରବ ଦର୍ଜୀ : ଟିଟିଲାଗଡ ଷ୍ଟେସନ ପାଖରେ ଗୋଟେ ସୂଚନା ଫଳକ ଅଛି | ତାହା ଯାଆସ କରୁଥିବା ଲୋକଙ୍କ ଆଖିରେ ପଡୁଥିବ ନିଶ୍ଚୟ | railway over bridge ଲେଖା ଯାଇଛି " ରେଳ ଉଡନ୍ତା ସେତୁ " |
ସେହେଡ଼ା ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ବିଶ୍ବ ମହିଳା ଦିବସ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ସେହେଡ଼ା ଅନୁଷ୍ଠାନ ଓ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଜି ଝାରସୁଗୁଡ଼ାର ସ୍ବାଭିମାନ ଗୃହ ପରିସରରେ ବିଶ୍ବ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ବିଶ୍ୱ ମହିଳା ଦିବସର ଗୁରୁତ୍ବ ଓ ମହିଳାମାନଙ୍କ ଅଧିକାର ବିଷୟରେ ଆଲୋଚନା…
ଅଙ୍ଗନୱାଡି କର୍ମୀଙ୍କୁ ହଟାଇବାକୁ ଦାବୀ କଲେ ଗ୍ରାମବାସୀ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ଲୋହିସିଂ ପଞ୍ଚାୟତର ନିକ୍ତିମାଲ ଗ୍ରାମବାସୀ ସ୍ଥାନୀୟ ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀଙ୍କୁ ହଟାଇବାକୁ ସିଡିପିଓଙ୍କ ନିକଟରେ ଦାବି ଜଣାଇ ଏକ ଦରଖାସ୍ତ ଦେଇଛନ୍ତି। ଆଜି ଗ୍ରାମର ପୁରୁଷ ଓ ମହିଳାମାନେ ଅଙ୍ଗନୱାଡ଼ି କର୍ମୀଙ୍କ ବିରୋଧରେ…
୧୭ବର୍ଷୀୟ ପୁଅ ନିଖୋଜ ମାମଲା ଥାନାରେ।
କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ) ଜୁନାଗଡ଼ ଥାନା ଅନ୍ତର୍ଗତ ଚକୁଳି ଗ୍ରାମର ରତ୍ନୀ ମାଝୀଙ୍କ ୧୭ ବର୍ଷିଆ ପୁଅ ବାସୁ ମାଝୀ କୁଆଡେ଼ ନିଖୋଜ ହୋଇଯାଇଛି। ଆଜିକୁ ୪ ମାସ ହେବ କୌଣସି ଖୋଜ୍ ଖବର ମିଳି ପାରିନାହିଁ। ସୂଚନା ଅନୁଯାୟୀ ଗତ ୨୦୨୦ ଡିସେମ୍ବର ମାସ ୨୧ ତାରିଖରେ ସେହି ଗ୍ରାମର …
ପୁଣି ଦମ ଦେଖାଇଲେ ପ୍ରତାପ : ଫସର ଫାଟିଗଲା ସାରଦାଙ୍କ ଯୋଜନା !
https://www.youtube.com/watch?v=0hcSHRteHNs
ପ୍ରତାପଙ୍କ ସମାବେଶ ଆଗରେ ଫିକା ପଡିଲା ସାରଦାଙ୍କ ଶକ୍ତି ପ୍ରଦର୍ଶନ
ମାହାଙ୍ଗା/ କଟକ (ଶାସକ ପ୍ରଶାସକ) : ସାରଦାଙ୍କ ତାରିଖ ଫିକ୍ସ , ପ୍ରତାପଙ୍କ ତାରିଖ ଫିକ୍ସ | ସାରଦାଙ୍କ ଜାଗା ଫିକ୍ସ, ପ୍ରତାପଙ୍କ ଜାଗା ବି ଫିକ୍ସ | ଶାରଦାଙ୍କ…
ନାରୀ ସଶକ୍ତିକରଣ କେବଳ ବାର୍ତ୍ତା ହୋଇ ରହିନଯାଉ
ବରଗଡ :- ପୁରୁଷ ପ୍ରଧାନ ସମାଜରେ ଆଜିବି ଅନେକ ସ୍ଥାନରେ ମହିଳା ମାନଙ୍କୁ ସେମାନଙ୍କର ଉପଯୁକ୍ତ ସମ୍ମାନ ମିଲିପାରୁ ନାହିଁ । ଆଜିବି ବିଭିନ୍ନ ସ୍ଥାନରେ ଅବହେଳା ଓ ନିର୍ଯାତନା ର ଶିକାର ହେଉଛନ୍ତି ମହିଳା । ଆଜି ମହିଳା ମାନେ ମହାକାଶ କୁ ପହଂଛି ସାରିଲେଣି ତଥାପି ସମାଜର ଅନେକ କ୍ଷେତ୍ରରେ…
ଘୁମୁନିପାଲିରେ ୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପାନୀୟ ଜଳଯୋଗାଣ ପ୍ରକଳ୍ପ ଉଦ୍ଘାଟିତ
ବରଗଡ / ଭଟଲି ( ସୁଧୀର ତ୍ରିପାଠୀ ) : ଜଳ ହିଁ ଜୀବନ । ପିଇବା ପାଇଁ ସ୍ୱଚ୍ଛ ଓ ନିର୍ମଳ ପାନୀୟ ଜଳ ସମସ୍ତଙ୍କର ଆବଶ୍ୟକ । ଲୋକଙ୍କୁ ସ୍ୱଚ୍ଛ ଓ ନିର୍ମଳ ପାନୀୟ ଜଳ ଯୋଗେଇ ଦେବା ପାଇଁ ରାଜ୍ୟ ସରକାର ନିୟମିତ ଭାବରେ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି । ଏହି କ୍ରମରେ ଆଜି ସୋହେଲା…
ବେଦମାତା ଆଶ୍ରମ ରେ ବିଶ୍ୱ ମହିଳା ଦିବସ: ବହୁ ପ୍ରତିଭା ସମ୍ମାନିତ।
ସମ୍ବଲପୁର(ରମାକାନ୍ତ ବିଶ୍ବାଳ)- କୁଚିଣ୍ଡା ଉପଖଣ୍ଡ ର ସୋଲବଗା ବେଦମାତା ଆଶ୍ରମ ଠାରେ ବିଶ୍ଵ ମହିଳା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବେଦମାତା ଆଶ୍ରମ ପ୍ରାଙ୍ଗଣରେ ଏହାର ପ୍ରତିଷ୍ଠାତା କୁମୋଦିନୀ ପଟେଲ ଙ୍କ ସଭାପତିତ୍ବରେ ଆୟୋଜିତ ବିଶ୍ୱ ମହିଳା ଦିବସ ଅବସରରେ ବହୁ…
ସମ୍ବଲପୁର ଜିଲ୍ଲାର ୧୧୫ଟି ଜଙ୍ଗଲରେ ଲାଗିଛି ନିଆଁ।
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ) : ସମ୍ବଲପୁର ଜିଲ୍ଲାରେ ଥିବା ବିଭିନ୍ନ ଜଙ୍ଗଲ ର 115 ରୁ ଉର୍ଦ୍ଧ୍ବ ସ୍ଥାନରେ ଲାଗିଛି ନିଆଁ । କେତେକ ସ୍ଥାନରେ ଜଙ୍ଗଲରେ ଲାଗିଥିବା ନିଆଁ କୁ ଖୁବ କମ ସମୟରେ ଆୟତ୍ତ କରାଯାଇ ପାରୁଛି ତ ଆଉ ବହୁତ ସ୍ଥାନରେ ନିଆଁ ଆୟତ୍ତ କରିବା କାର୍ଯ୍ୟ କଷ୍ଠସାଧ୍ୟ…