କେନ୍ଦ୍ରୀୟ ଯୋଜନାର ଅର୍ଥକୁ ଲୋକଙ୍କ ପାଖରେ ପହଂଚାଇବାରେ ବାଧକ ସାଜିଛନ୍ତି ରାଜ୍ୟ ସରକାର : ସମୀର ମହାନ୍ତି

ରାଜ୍ୟ କାର୍ଯ୍ୟକାରିଣୀ ବୈଠକ , ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆଲୋଚନା | ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ପ୍ରଭାରୀ ଡି.ପୁରାନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟ ପାଲ ସିଂ ତୋମାର, ବିରୋଧୀ ଦଳ ନେତା ପ୍ରଦୀପ୍ତ…

ଜୟ ଓଡ଼ିଶା ଶକ୍ତି ଆନୁକୁଲ୍ୟରେ ରକ୍ତଦାନ ଶିବିର :  ରକ୍ତଦାନ କଲେ ପ୍ରାୟ ୪୦ଜଣ ମହିଳା

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ ରେ ରକ୍ତ ସଙ୍କଟ କୁ କିଛି ମାତ୍ରାରେ ହ୍ରାସ କରିବାକୁ ନିମନ୍ତେ ଆନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମର ଦ୍ଵିତୀୟ  ଦିନରେ ଜୟ ଓଡ଼ିଶା ଶକ୍ତି, ରେଡକ୍ରସ ସୋସାଇଟି ର ମିଳିତ ଆନୁକୁଲ୍ୟରେ, ଆଜି ଏକ ସର୍ବ ମହିଳା ରକ୍ତ ଦାନ ଶିବିରର ଆୟୋଜନ କରିଥିଲେ।…

ପ୍ରଥମ ଶ୍ୟାମ ମହୋତ୍ସବ : ସମବେତ ହେଲେ ଅସଂଖ୍ୟ ଶ୍ରଦ୍ଧାଳୁ 

ବରଗଡ :- ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ  ନୃସିଂହନାଥ ଧର୍ମଶାଳା ନିକଟରେ ଆଜି ପାଇକମାଲ ଶ୍ରୀ ଶ୍ୟାମ ମିତ୍ର ମଣ୍ଡଳ ଆନୁକୂଲ୍ୟରେ ପ୍ରଥମ ଶ୍ରୀ ଶ୍ୟାମ ମହୋତ୍ସବ ମହାସମାରୋହ ରେ ଆୟୋଜିତ ହୋଇ ଯାଇଛି । ପ୍ରଥମେ ଦିନ ତିନି ଘଣ୍ଟା  ସମୟରେ ଶ୍ୟାମ ଭକ୍ତ ମାନେ ପାଇକମାଲ ସ୍ଥିତ ଶିବ ମନ୍ଦିର ଠାରୁ…

ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନରେ ଓଡ଼ିଶାର ସର୍ବାଙ୍ଗୀନ କଲ୍ୟାଣ ପାଇଁ କାମ କରିବାକୁ କେନ୍ଦ୍ରମନ୍ତ୍ରୀ…

"ଓଡ଼ିଶାରେ ବିଜେପି ପାଇଁ ରାଜ୍ୟରେ ଚାଲୁଥିବା ସରକାରଙ୍କ ଦୋଷ ଦୁର୍ବଳତା ପାଇଁ କେବଳ ନକରାତ୍ମକ ଭୋଟ୍  ନୁହେଁ ବରଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ସକରାତ୍ମକ ଭୋଟର ଏକ ବିରାଟ ବଡ଼ ଯୋଗଦାନ ରହିବ ।" ଭୁବନେଶ୍ୱର,- ଆମେ କେବଳ ବିଧାୟକ କିମ୍ବା ସାଂସଦ ହେବା ନୁହେଁ ବରଂ ପ୍ରଧାନମନ୍ତ୍ରୀ…

ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ବଳପୂର୍ବକ ଆଦାୟ କରାଯାଉଥିବା ହୋଲଡିଂ ଟ୍ୟାକ୍ସ ବେଆଇନ : ପଂଚାନନ

ଭୁବନେଶ୍ୱର- ଭୁବନେଶ୍ୱର ମହାନଗର ନିଗମ ଏବେ ଭୁବନେଶ୍ୱର ସହରାଂଚଳରେ ବସବାସ କରୁଥିବା ଘର ମାଲିକ  ମାନଙ୍କ ପାଖରୁ ଯେଉଁ ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଉଛି । ତାହା ସଂପୂର୍ଣ୍ଣଭାବେ ବେଆଇନ ଏବଂ ମହାନଗର ନିଗମ ଅଧିକାରୀମାନଙ୍କର ସ୍ୱେଚ୍ଛାଚାରୀ ନିଷ୍ପତି ଏହି ନିଷ୍ପତି ସ୍ପଷ୍ଟ ଭାବରେ ଓଡ଼ିଶା…

“ଶିମିଳିପାଳ ନିଆଁ :  ପିସିସିଏଫ ଓ ରାଜ୍ୟ ସରକାର ମିଛ କହିଛନ୍ତି”

ଏସିଆ ମହାଦେଶର ଦ୍ୱିତୀୟ ବୃହତ ଜୈବବିବିଧତା ଆଜି ସଙ୍କଟରେ ବାରିପଦା(ଦିଲ୍ଲୀପ ମହାନ୍ତି )- ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଘଟଣାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଦେ୍ର୍ଧଶରେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି…

ବରିଷ୍ଠ ନାଗରିକ ମାନଙ୍କୁ କୋଭିଡ୍ ଟିକାଦାନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :   ଶନିବାର ଦିନ ଗଜପତି ଜିଲ୍ଲାର କାଶୀନଗର ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମେତ ଜିଲ୍ଲାର ୮ ଗୋଟି ସ୍ବାସ୍ଥ୍ୟ କେନ୍ଦ୍ରରେ ୮୦୦ ଜଣ ବରିଷ୍ଠ ନାଗରିକଙ୍କୁ କୋଭିଡ୍ ଟିକା ଦିଆଯିବା ବ୍ୟବସ୍ଥା ହୋଇଥିଲା ।  ପୂର୍ବରୁ ଅର୍ଥାତ ଗତ ୧ ତାରିଖ ଠାରୁ…

ପାର୍ଲିଆମେଣ୍ଟ ମେମ୍ବର ସଡକ ସୁରକ୍ଷା କମିଟି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ  ପାର୍ଲିଆମେଣ୍ଟ ମେମ୍ବର ସଡକ ସୁରକ୍ଷା କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ବୈଠକ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ…

ଗଜପତି ଜିଲ୍ଲାସ୍ତରୀୟ ସ୍ୱଳ୍ପମୂଲ୍ୟ ବିଶିଷ୍ଟ ବିଜ୍ଞାନ ଭିତ୍ତିକ କର୍ମଶାଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର୍.ସୀତାପୁର ନିକଟସ୍ଥ ସେଞ୍ଚୁରୀୟନ୍ ବିଶ୍ୱ ବିଦ୍ୟାଳୟର ଅଡିଟୋରିୟମ୍ ଠାରେ ସେଞ୍ଚୁରୀୟନ୍ ପବ୍ଲିକ ସ୍କୁଲ ଦ୍ବାରା ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ମୁଖ୍ୟ ଅତିଥି ଭାବେ ସେଞ୍ଚୁରୀୟନ୍ ବିଶ୍ୱବିଦ୍ୟାଳୟର…

ଶାନ୍ତନୁ କୁମାର ପାଢୀ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ଏସ୍ .ପି. ଭାବେ ନିଯୁକ୍ତ

ପାରଳାଖେମୁଣ୍ତି / ବାଳକୃଷ୍ଣ ପାଣିଗ୍ରାହୀ :  ଗତ ମାର୍ଚ୍ଚ ୧ ତାରିଖରେ ଶାନ୍ତନୁ କୁମାର ପାଢୀ ଏ.ଏସ୍ .ପି.ରୁ ପଦୋନ୍ନତି ପାଇ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ଏସ୍ .ପି. ଭାବେ ନିଯୁକ୍ତି ପାଇଛନ୍ତି। ପାରଳାଖେମୁଣ୍ତିର ସହରର ସୁନାମ-ଧନ୍ୟ ଆଇନଜୀବି ସ୍ବର୍ଗତ ଗୋପିନାଥ ପାଢୀଙ୍କ ସୁପୁତ୍ର…