କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା.ହର୍ଷବର୍ଦ୍ଧନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି

ଦେଶରେ ପ୍ରସ୍ତାବିତ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନରୁ ଗୋଟିଏ ଭୁବନେଶ୍ୱରରେ ପ୍ରତିଷ୍ଠା କରିବାକୁ ଅନୁରୋଧ କଲେ ଧର୍ମେନ୍ଦ୍ର  ନୂଆଦିଲ୍ଲୀ/ଭୁବନେଶ୍ୱର,- ଦେଶରେ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ(ଏନଆଇଭି) ପ୍ରତିଷ୍ଠା କରିବା ପାଇଁ ଚଳିତ ସାଧାରଣ ବଜେଟରେ ଘୋଷଣା କରାଯାଇଥିବା…

ବନଅଗ୍ନି ଅଘଟଣ : ରାଜ୍ୟ ସରକାର ଗଢିଲେ ସ୍ୱତନ୍ତ୍ର ଟାସ୍କ ଫୋର୍ସ 

ଭୁବନେଶ୍ୱର (ଶାସକ ପ୍ରଶାସକ) :  ରାଜ୍ୟରେ ଘଟୁଥିବା ବନଅଗ୍ନି ଅଘଟଣକୁ ଦୃଷ୍ଟି ରଖି ରାଜ୍ୟ ସରକାର ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି । ପୂର୍ବତନ ପିସିସିଏଫ ଜିତେନ୍ଦ୍ର କୁମାରଙ୍କ ଅଧ୍ୟଷତାରେ ଗଠିତ ଏହି ଟାସ୍କଫୋର୍ସରେ କାର୍ଯ୍ୟକାରୀ ପିସିସିଏଫ ୱାଇଲଡ଼ ଲାଇଫ ଶଶୀ ପଲ, ଏଫଏସଆଇ ଡେରାଡୁନର…

ରେଢ଼ାଖୋଲ ବ୍ଳକର ବିଭିନ୍ନ ପଞ୍ଚାୟତ ମାନଙ୍କରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ।

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଳକ ର କୁକୁଡ଼ାବାହାଳି , ବଡ଼ମାଳ , ବଂଶାଜାଲ ଓ ମୋଚିବାହାଲ ଗ୍ରାମରେ ଏମ ବି କେ ମାନଙ୍କ ନେତୃତ୍ବରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ଲାକାର୍ଡ ଧରି   - ମହିଳା ଦିବସ ପାଳନ କର ,ଆସ ଆମେ…

ବର୍ଣ୍ଣାଢ଼୍ୟ ଉତ୍ସବ ୱିମେନ୍ ଅ।ଚିଭରସ୍ ଅଫ୍ ଓଡ଼ିଶାରେ ଓଡ଼ିଶାର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଯେତେବେଳେ କୋଭିଡ-୧୯ ମହାମାରୀ ତାର ତାଣ୍ଡବ ରଚାଇ ଚାଲିଥିଲା, ସେତେବେଳେ ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ୧୯ ବର୍ଷିୟ ମାନସୀ ବରିହା ଏକ ଜଟିଳ ପରିସ୍ଥିତିର ସାମ୍ନା କରିଥିଲେ । ତାମିଲନାଡ଼ୁର ଏକ ଇଟା କାରଖାନାରେ ସେ କାର୍ଯ୍ୟ କରୁଥିବା ବେଳେ ସେହି କାରଖାନାର…

କାନ୍ଦିକି କହୁଛି ଶିମିଳିପାଳ , “ମୋତେ ଏମିତି କାହିଁକି ଜାଳ !”  

 ଶିମିଳିପାଳ ପର୍ବତମାଳାର ସୁରକ୍ଷା ଅବସମ୍ଭାବୀ ଜଳୁଛି ଜୈବ ବିବିଧତାର ଅସୁମାରୀ ଭଣ୍ଡାର ଶିମିଳିପାଳ | ନିଆଁରେ ଜାଳି ଯାଉଛନ୍ତି ଅନେକ ଗଛଲତା, ଯିବା ଜନ୍ତୁ ଆଉ କୀଟ ପତଂଗ | ବରାବର ଏମିତି ଜଳିଛି ଆଉ ଜଳୁଛି ଶିମିଳିପାଳ | ଆଉ ଏ ନିଆଁକୁ ନେଇ ରାଜନୀତି | କେବଳ ଗୋଇ ଖୋଲାଖୋଳି | ହେଲେ ଏ…

ଇଣ୍ଡ ବାରାତରେ ନିଆଁ

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର ବନହରପାଲର ସାହାଜବାହାଲସ୍ଥିତ ଇଣ୍ଡ ବରାତ ପାୱାରପ୍ଲାଣ୍ଟ ଲିମିଟେଡ (ଆଇବିଏଲ) କମ୍ପାନୀରେ ଗତକାଲି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ଯାଇଛି। ଦୀର୍ଘ ଦିନରୁ ବନ୍ଦ ପଡ଼ିଥିବା ଏହି କାରଖାନା ପରିସରରେ ନିଆଁ ଲାଗି ଏଠାରେ ଥିବା ଅନେକ ସମ୍ପତ୍ତି…

କେବେ ହଁ କେବେ ନାହିଁ , କି ନାଟ ଚାଲିଛି ଭାଇ !

ବୁର୍ଲା  ଭିସୁଟ ପଜିଟିଭ ସତ ଥିବ ବୋଲି କିଟ ଯୋଗାଣ କାରୀ କମ୍ପାନୀ କହିଲା। ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)- ଭିସୁଟ ଛାତ୍ର ଙ୍କ କରୋନା ନେଗେଟିଭ ପଜିଟିଭ ଖେଲ ନୁଆଁ ମୋଡରେ । ଗତମାସ ଏକାଥର କେ ୪୦ କରୋନା ପଜିଟିଭ ଭିସୁଟରୁ ଆସିବା ପରେ ରାଜ୍ୟରେ ଏହି ଘଟଣା ଚହଲ ପକାଇଥିଲା । ପରେ…

ଜ୍ଞାନର ଦ୍ୱୀପ ପ୍ରଜ୍ଜଳନ କରିବା ସହ ସମାଜସେବା କାର୍ଯ୍ୟରେ ଜୀବନ ଉତ୍ସର୍ଗ କରିଛନ୍ତି ଅନିତା ବାଗ ।

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ଆଜିର ନାରୀ ପରିବର୍ତ୍ତନ ସମୟ ସହ ତାଲ ଦେଇ ଆଗକୁ ବଡିଚାଲି ବିଭିନ୍ନ କ୍ଷେତ୍ରରେ ଉଚ୍ଚପଦସ୍ଥ ପଦବୀରେ ଅବସ୍ଥାପିତ ହୋଇପାରିଛି । ସମ୍ବଲପୁର ଜିଲ୍ଲା ରେ ମଧ୍ୟ ଏମିତି ଅନେକ ମହିଳା ଅଛନ୍ତି ସେମାନେ ନିଜ କାଯ୍ୟକ୍ଷେତ୍ର ପାଇଁ ସମାଜ ରେ ନିଜର ସ୍ୱତନ୍ତ୍ର…

୧୦ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ବ ପୋଲରୁ ଗଲିତ ଶବ ଉଦ୍ଧାର

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)-   ୧୦ ନମ୍ବର ରାଜ୍ୟ ରାଜପଥ (ବିଜୁ ଏକ୍ସପ୍ରେସ ୱେ)ର କିଲାମସା ପାଖ ପୋଲ ନିକଟରୁ ରବିବାର ପୂର୍ବାହ୍ନରେ କୌଣସି ସୂତ୍ରରୁ ଖବର ପାଇ ଶାସନ ପୋଲିସ ଏକ ୪୫/୫୦ ବର୍ଷିୟା ଜଣେ ଅଚିହ୍ନା ବ୍ଯକ୍ତିର ଗଲିତ ଶବକୁ ଉଦ୍ଧାର କରିଛି। ଶବର ପଞ୍ଚନାମା ପରେ ବ୍ଯବଛେଦ ପାଇଁ…

ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ କମିଟି ସମ୍ମିଳନୀ

ମାଲକାନଗିରି( (ବି ଶ୍ରୀନିବାସ ପାତ୍ର)ଉତ୍କଳ ସାମ୍ବାଦିକ ସଂଘ ଆନୁକୁଲ୍ୟରେ ମାଲକାନଗିରି ଜିଲ୍ଲା ସ୍ତରୀୟ ବାର୍ଷିକ ଉତ୍ସବ ତଥା ରାଜ୍ଯ ସ୍ତରୀୟ କାର୍ଯ୍ୟକାରିଣୀ କମିଟି ସମ୍ମିଳନୀ ଆୟୋଜିତ ହୋଇଛି। ଉତ୍କଳ ସାମ୍ବାଦିକ ସଂଘ ର ବରିଷ୍ଠ ସାମ୍ବାଦିକ ତଥା ରାଜ୍ଯ ସଭାପତି ଶ୍ରୀ ବିଭୁତି ଭୂଷଣ କରଙ୍କ…