” ଟଳିନି ବିପଦ, ଆସନ୍ତୁ ସତର୍କତା ପାଳି ସୁରକ୍ଷିତ ରହିବା ”      

ଭୁବନେଶ୍ୱର(ଶାସକ ପ୍ରଶାସକ) : "ଆମେ କରୋନା ମୁକ୍ତ ହୋଇ ଭଲ ସ୍ଥିତିରେ ଅଛେ | ହେଲେ ଆଜି ବି ସଂକ୍ରମଣ ଆଶଙ୍କା ଟଳିନି |  ଆମେ ଟିକିଏ ଅସତର୍କ ହେଇଗଲେ ପୁଣି ମହାରାଷ୍ଟ୍ର ଭଳି ପରିସ୍ଥିତି ସୃଷ୍ଟି ହୋଇଯିବ | ତେଣୁ ଆମ ପାଇଁ ବର୍ତ୍ତମାନ ପରିସ୍ଥିତିରେ ସତର୍କତା ଅପରିହାର୍ଯ୍ୟ | ଆମେ ସତର୍କ…

ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନର ହଷ୍ଟେଲ୍ ଫି ଛାଡ ପାଇଁ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ଏଓବିଏସ୍ଓ ଛାତ୍ରସଂଘ

ଭୁବନେଶ୍ୱର(ଶାସକ ପ୍ରଶାସକ) :  କରୋନା ମହାମାରୀ ଯୋଗୁ ଏପ୍ରିଲ୍ ୨୦୨୦ ଠାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଛାତ୍ରଛାତ୍ରୀମାନେ ହଷ୍ଟେଲର ସୁବିଧା ଉପଯୋଗକରି ନଥିଲେ ।ତେଣୁ ମୁଖ୍ୟମନ୍ତ୍ରୀ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନନରତ ୧୭୦୧୨…

ସଦର ରେଞ୍ଜ ବାର୍ଲେ ରୁଗୁଡିପଡ଼ାରେ ଦନ୍ତାହାତୀ  ଆତଙ୍କ I

ସମ୍ବଲପୁର/ଯୁଯୋମୁରା(ରମାକାନ୍ତ ବିଶ୍ବାଳ) - ସଦର ରେଞ୍ଜ ଅନ୍ତର୍ଗତ  ଯୁଯୋମୁରା  ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ l  ଗତକାଲି ରାତ୍ର ୮ ଘଣ୍ଟା ସମୟରେ ବାର୍ଲେ  ରୁଗୁଡିପଡ଼ାରେ ଦନ୍ତାହାତୀ ଦଳ  ପଶିଆସି ଗ୍ରାମର ମୁକେଶ ଏବଂ କନ୍ଦର୍ପ ନାମକ ଦୁଇ ଜଣଙ୍କ ଘର ଭାଙ୍ଗି ଧାନ ଖାଇଥିଲେ…

ଶୈଳେଶଙ୍କ ବଦାନ୍ୟତା, କ୍ୟାନସର ପୀଡିତାଙ୍କୁ ଦେଲେ ଆର୍ଥିକ ସହଯୋଗ I

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ସମ୍ବଲପୁର ମହାନଗର ନିଗମ  ଗୋବିନ୍ଦତୋଳାର  ପୋଲିସ କଲୋନୀ ନିବାସୀ ଜଣେ ମହିଳା କ୍ୟାନସର ରୋଗ ରେ ପୀଡିତ ଅଛନ୍ତି I ଏହି  ମହିଳା ଜଣଙ୍କ  ଆର୍ଥିକ ଅବସ୍ଥା ସୁଦୃଢ ନୁହେଁ l ଏ ସମ୍ପର୍କ ରେ  ଖବର ପାଇ ଯୁବ ସମାଜସେବୀ ତଥା ବିଜେଡି ରାଜ୍ୟ ସମ୍ପାଦକ ଶୈଳେଶ ଦାନୀ…

ସାନ୍ତାଳୀ ପିଲ୍ମ କୁଲ କୁରି ବାହାମୋନିର ଶୁଭାରମ୍ଭ

ବାରିପଦା(ଦିଲ୍ଲୀପ ମହାନ୍ତି)-  ସ୍ଥାନୀୟ ପ୍ରୟାସ ସମ୍ମିଳନୀ କକ୍ଷରେ ପିଙ୍କି ପ୍ରଡ଼ାକ୍ସନ ହାଉସ ଦ୍ୱାରା ପ୍ରଯୋଜିତ ଓ ହାଉସର ପ୍ରଥମ ସାନ୍ତାଳୀ ଫିଚର ଫିଲ୍ମ କୁଲ କୁରି ବାହାମୋନି ଶୁଭାରମ୍ଭ ହୋଇଛି ।  ଓଡ଼ିଆ ସିନେ ଜଗତର ସୁନାମଧନ୍ୟ କଳାକାର ତଥା ନିଦେ୍ର୍ଧଶକ ଓ ପ୍ରଯୋଜକ ଅସିତ୍ ପତି…

ପୂର୍ବତନ ମେଜର ଡାକ୍ତର ଫାଗୁରାମ ମାର୍ଣ୍ଡିଙ୍କୁ ଗାର୍ଡ ଅଫ୍ ଅନର ଓ ଶ୍ରଦ୍ଧାଞ୍ଜଳି

ବାରିପଦା(ଦିଲ୍ଲୀପ ମହାନ୍ତି) -ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ସାନପାଖଣା ମାଟିର ସନ୍ତାନ ତଥା ପୂର୍ବତନ ମେଜର ଡାକ୍ତର ଫାଗୁରାମ ମାରାଣ୍ଡିଙ୍କୁ ତାଙ୍କ ଜନ୍ମ ମାଟିରେ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତେଷ୍ଟୀକ୍ରିୟା ସମ୍ପନ୍ନ ହୋଇଛି । ସୂଚନାଯୋଗ୍ୟ ଯେ ମେଜର ଡାକ୍ତର…

ୱାରେଣ୍ଟ୍ ଖିଲାଫକାରୀଙ୍କୁ ଧରିବାକୁ ସ୍ବତନ୍ତ୍ର ଅଭିଯାନ:ପୁଲିସ୍ ହାତରେ ପଡ଼ିଲେ ୯ଜଣ

ବାରିପଦା(ଦିଲ୍ଲୀପ ମହାନ୍ତି) : ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମ‌େ ୱାରେଣ୍ଟ୍ ଖିଲାପକାରୀଙ୍କୁ ଧରିବାକୁ ଜିଲ୍ଲାରେ ସ୍ବତନ୍ତ୍ର ଅଭିଯାନ ଜାରି ରହିଛି। ଏହି କ୍ରମରେ ବାରିପଦା ଟାଉନ୍ ଥାନା ପୁଲିସ ପକ୍ଷରୁ ୯ଜଣଙ୍କୁ ଧରାହୋଇଛି। ପୁଲିସ ହାତରେ ପଡ଼ିଥିବା ୯ ଖିଲାପକାରୀ…

 ଜଟିଳ ପାଦ ଏବଂ ଗୋଇଠି ଯନ୍ତ୍ରଣାର ଚିକିତ୍ସା ନିମନ୍ତେ ସମ୍ ଅଲ୍ଟିମେଟ ମେଡିକେୟାରରେ ଡାଏଗ୍ନୋଷ୍ଟିକ୍ ଟୁଲ୍ ସ୍ଥାପନ

ଭୁବନେଶ୍ୱର: ୱାନ୍ ଷ୍ଟପ୍, ମଲ୍ଟି ସୁପର ସ୍ପେଶିଆଲଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ଭାବେ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍)ରେ ବିଭିନ୍ନ ରୋଗୀଙ୍କର ଦୀର୍ଘ ଦିନର ଜଟିଳ ପାଦ ରୋଗ ଏବଂ ଗୋଇଠିର ଯନ୍ତ୍ରଣା, ମଧୁମେହ ଜନିତ ପାଦ ଏବଂ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା ନିମେନ୍ତ ଏକ…

ମଣ୍ଡୋସିଲ୍ ହାଇ ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକ

ବରଗଡ଼/ପଦ୍ମପୁର/ପାଇକମାଳ,:- ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଲକ୍ ର ସର୍ବପୁରାତନ ମଣ୍ଡେ଼ାସିଲ ହାଇ ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା ନିମନ୍ତେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ପ୍ରଧାନ ଶିକ୍ଷକ ଗୋକୁଲାନନ୍ଦ ଡନସନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ପୁରାତନ…

ରିଜର୍ଭ ଫରେଷ୍ଟରେ ଲାଗିଲା ନିଆଁ : କଠିନ ପରିଶ୍ରମ ପରେ ଲିଭାଇଲେ ଜଙ୍ଗଲ ବିଭାଗ ଓ ବେଦାନ୍ତ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ଭୁର୍କାମୁଣ୍ଡା ଓ କୁରେବଗା ମଝିରେ ଥିବା ରିଜର୍ଭ ଫରେଷ୍ଟରେ ଆଜି ବ୍ୟାପକ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ସୂଚନା ଅନୁସାରେ, ଏହି ନିଆଁ ନିକଟସ୍ଥ ବେଦାନ୍ତ କମ୍ପାନୀ ଅଞ୍ଚଳକୁ ମଧ୍ୟ ବ୍ୟାପି ଯାଇଥିଲା। ଫଳରେ ବେଦାନ୍ତ ଅଞ୍ଚଳର ଶୁଖିଲା…