ନୀଳଗିରି ରୋଡ଼ ନୋଡାଲ ହାଇସ୍କୁଲରେ ପୁରାତନ ବିଦ୍ୟାର୍ଥୀ ସମ୍ମିଳନୀ ଏବଂ “ମୋ ସ୍କୁଲ କାର୍ଯ୍ୟକ୍ରମ’ 

ସ୍କୁଲ ବିକାଶ ନେଇ ହାତ ମିଳାଇଲେ ପୁରାତନ ବିଦ୍ୟାର୍ଥୀ ବାଲେଶ୍ୱର (ଶାସକ ପ୍ରଶାସକ) : ନୀଳଗିରି ରୋଡ଼ ନୋଡାଲ ହାଇସ୍କୁଲ ପକ୍ଷରୁ ପୁରାତନ ବିଦ୍ୟାର୍ଥୀମାନଙ୍କ ସମ୍ମିଳନୀ ଏବଂ "ମୋ ସ୍କୁଲ କାର୍ଯ୍ୟକ୍ରମ' ଅନୁଷ୍ଠିତ ହୋଇଯାଇଛିା ନୀଳଗିରି ରୋଡ୍ ହାଇସ୍କୁଲର ପ୍ରଧାନଶିକ୍ଷକ ଏବଂ ପୁରାତନ…

ବେଆଇନ ଗୋରୁ ନେଇ ଯାଉଥିବା ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ବେଆଇନ ଗୋରୁ ନେଇ ଛତିଶଗଡ଼ ପଟରୁ ଆସୁଥିବା ଏକ ପିକଅପ ଭ୍ୟାନ ଆଜି ଝାରସୁଗୁଡ଼ା ଜିଲ୍ଲାର କନକତୋରା ସୀମାନ୍ତରେ ଦୁର୍ଘଟଣାର ଶିକାର ହୋଇ ଓଲଟି ଯାଇଛି। ଗୋରୁ ବୋଝେଇ କରି ଦ୍ରୁତଗତିରେ ଯାଉଥିବା ଏହି ପିକଅପ୍ ଭ୍ୟାନ ଅବଶ୍ୟ ଛତିଶଗଡ଼ ଅନ୍ତର୍ଗତ ସୀମାନ୍ତବର୍ତ୍ତୀ…

ସବ ଇନ୍ସପେକ୍ଟର ପାଇବେ ସେବା ପୁରସ୍କାର। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଥାନାରେ ସବ ଇନ୍ସପେକ୍ଟର ଭାବରେ କର୍ତ୍ତବ୍ୟରତ ଥିବା ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କୁ ସ୍ବତନ୍ତ୍ର ସେବା ପୁରସ୍କାର ପ୍ରଦାନ କରିବା ପାଇଁ ଚୟନ କରାଯାଇଛି। ପୋଲିସ ବିଭାଗରେ ନିଜର କର୍ମନିଷ୍ଠା, ସେଇ ମନୋଭାବ ଓ ସମର୍ପଣ ମନୋଭାବ…

କେମିତି ଏତେ ଅମଣିଷ ହେଇପାରିବ ପୋଲିସ : ନିଲମ୍ବିତ ହେଲେ ଥାନାଧିକାରିଣୀ

ବାରିପଦା/ ଦିଲ୍ଲୀପ ମହାନ୍ତି : ଗର୍ଭବର୍ତ୍ତୀ  ସ୍ତ୍ରୀ ମୁଣ୍ଡରେ ହେଲମେଟ ନଥିବାରୁ ସ୍ୱାମୀକୁ  4ଘଣ୍ଟା କାଳ ଥାନାରେ ଅଟକ ରଖିଲା  ପୋଲିସ  । ଆଉ ଏଭଳି ଅମାନବୀୟ କାର୍ଯ୍ୟ ପାଇଁ ଏସପି ନିଲମ୍ବିତ କରିଛନ୍ତି ସମ୍ପୃକ୍ତ ଥାନାଅଧିକାରିଣୀ ରୀନା ବାକ୍ସଲେଙ୍କୁ ।…

ସ୍ବାଧିନତା ସଂଗ୍ରାମୀ ମଦନମୋହନ ସାହୁଙ୍କ ୧୦୭ଜନ୍ମ ଜୟନ୍ତୀ ପାଳନ। 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ):  ସମ୍ବଲପୁର ରେଙ୍ଗାଲି ସ୍ଥିତ ହୋଟେଲ ସ୍ପାଇସି ପରିସରେ ପଶ୍ଚିମ ଓଡିଶାର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ମଦନମୋହନ ସାହୁ ଙ୍କ ୧୦୭ ତମ ଜନ୍ମ ଜୟନ୍ତି ପାଲିତ ହୋଇଯାଇଛି। ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦର ସଭାପତି ବସନ୍ତ କୁମାର ନାୟକଙ୍କ…

ପ୍ରଗତିଶୀଳ ନାଟ୍ୟ ସଂସ୍ଥା “ତରଙ୍ଗ ରଙ୍ଗ” ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ ଉପଲକ୍ଷେ ନାଟୁଆ ମେଳା ଆୟୋଜିତ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ପ୍ରଗତିଶୀଳ ନାଟ୍ୟ ସଂସ୍ଥା "ତରଙ୍ଗ ରଙ୍ଗ" ପକ୍ଷରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଶ୍ଵ ନାଟ୍ୟ ଦିବସ ଉପଲକ୍ଷେ ସ୍ଥାନୀୟ ନଗର ଭବନ ଠାରେ ଆୟୋଜିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି ନାଟ୍ୟଶ୍ରୀ  ଦେବେନ୍ଦ୍ର ଦାସଙ୍କ…

ବୋମାମାଡ ଭଳି ଘଟଣାକୁ ନେଇ ବିଜେପି ରାଜନୀତି ନକରୁ: ବିଜେଡି

ଭୁବନେଶ୍ୱର: ସୂଚନା ଅଧିକାରୀ କର୍ମୀ ସର୍ବେଶ୍ୱର ବେଉରାଙ୍କ ଉପରେ ହୋଇଥିବା ବୋମା ଆକ୍ରମଣ ଅତ୍ୟନ୍ତ ଜଘନ୍ୟ ଓ ବର୍ବୋରୋଚିତ । ପୁଲିସ୍‍ ଏକ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବ ବୋଲି ଆମର ବିଶ୍ୱାସ ରହିଛି । ତେବେ ଏହି ଘଟଣାକୁ ନେଇ ବିଜେପି ଯେଭଳି ରାଜନୀତି ଆରମ୍ଭ କରିଛି ତାହା…

ଧର୍ମଶାଳା ବିଧାୟକଙ୍କୁ ତଦନ୍ତ ପରିସରଭୃକ୍ତ କରାଯାଉ:ଭୃଗୁ ବକ୍ସିପାତ୍ର

ବିଜେପି ନେତା ସର୍ବେଶ୍ୱର ବେହୁରାଙ୍କୁ ମରଣାନ୍ତକ ଆକ୍ରମଣ ପ୍ରସଙ୍ଗ ଭୁବନେଶ୍ୱର,: ଗତ ୨୦୧୭ ପଂଚାୟତ ନିର୍ବାଚନ ସମୟରୁ ଲଗାତାର ଭାବେ ଶାସକ ବିଜେଡିର ଗୁଣ୍ଡାମାନେ ବିଜେପି ଦଳର ନେତା ଓ କର୍ମୀମାନଙ୍କୁ ରାଜନୈତିକ ହତ୍ୟା କରିଚାଲିଛନ୍ତି । ଓଡିଶାର ୧୭ ଜଣ ବିଜେପି କାର୍ଯ୍ୟକର୍ତାଙ୍କୁ ସରକାରୀ…

ବିବାହିତ ମହିଳାଙ୍କୁ ଅପହରଣ କରି ଜେଲ ଗଲେ ଚାରି ଜଣ

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ନିକଟସ୍ଥ ଧାନ୍ଦୁପାଳି ଗ୍ରାମର ଜଣ ୧୯ ବର୍ଷୀୟ ବିବାହିତା ମହିଳା ତାଙ୍କର ଶାଶୁ ସହିତ  ସକାଳୁ ମହୁଲ ଫୁଲ ଗୋଟେଇବା ପାଇଁ ଯାଇଥିଲେ । ପ୍ରାୟ ୯ ଘଣ୍ଟା ସମୟରେ ତିନି ଜଣ ମୁଖାପିନ୍ଧା ଯୁବକ ଆସି ମହିଳାଙ୍କୁ ଶାଶୁ ଙ୍କର ସମ୍ମୁଖରୁ ଟେକି ନେଇ…

“ମୋ ଅଧିକାର”ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ନିମନ୍ତେ ସଚେତନତା ଶିବିର

 ରାୟଗଡା ସରୋଜ କୁମାର ସାହୁ : ଆଜି ରିସୋର୍ସ, ( ଭୁବନେଶ୍ୱର ) ଓ ରାୟଗଡା ଭିନ୍ନକ୍ଷମ ମହାସଂଘର ମିଳିତ ଆନୁକୁଲ୍ୟେ ରେ ରାୟଗଡା ଜିଲ୍ଲା କଲନରା ବ୍ଲକ ର ଦିବ୍ୟାଙ୍ଗ ,ବୃଦ୍ଧ,ବିଧବା ଓ ଗରିବ ଶ୍ରେଣୀର ଲୋକମାନଙ୍କୁ ସରକାରି ସୁବିଧା ଓ ଯୋଜନା ଉପରେ ସଚେତନ କରାଇବା ନିମନ୍ତେ ରିସୋର୍ସ,(…