Sign in
Sign in
Recover your password.
A password will be e-mailed to you.
ମ୍ୟାଲେରିଆ ଗବେଷଣା କେନ୍ଦ୍ରକୁ ଓଡିଶାରୁ ଝାରଖଣ୍ଡ ଉଠାଇ ନେବାକୁ କେନ୍ଦ୍ରର ନିଷ୍ପତ୍ତି
ସ୍ଥାନାନ୍ତରିତ ନ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ରାଉରକେଲାଠାରେ ଅବସ୍ଥିତ ଓଡ଼ିଶାର ଏକମାତ୍ର ମ୍ୟାଲେରିଆ ଗବେଷଣା କେନ୍ଦ୍ରକୁ ରାଞ୍ଚିକୁ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ବାତିଲ…
ଗୃହ ନିର୍ମାଣ ଯୋଜନା ବନ୍ଦପାଇଁ ବିଜେପି ଷଡଯନ୍ତ୍ର କରୁଛି: ବିଜେଡି
"ପୂର୍ବରୁ ଗ୍ରାମୀଣ ଗୃହ ନିର୍ମାଣରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶଧନ ଯଥାକ୍ରମେ ୯୦:୧୦ ଥିଲା । ବର୍ତ୍ତମାନ ଏହା ୬୦:୪୦ ହୋଇଛି ଏବଂ ଓଡିଶା ସରକାର ପ୍ରୋତ୍ସାହନ, ପ୍ରଶାସନିକ ସହାୟତା ଏବଂ ତଦାରଖ ବାବଦରେ ହେଉଥିବା ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି । ଯଦି ଓଡିଶାବାସୀଙ୍କର ଟଙ୍କା ଘର…
ବିଜେପି ଯୁବମୋର୍ଚ୍ଚା ରାଜ୍ୟ ପଦାଧିକାରୀ ବୈଠକ
ଭୁବନେଶ୍ୱର: ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଆଜି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ସାଂପ୍ରତିକ ରାଜନୈତିକ ଓ…
ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ବ୍ଲକର ବୁଡ଼ିପଦରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମିନୀ ବେହେରାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ହେମସାଗର…
ତାତି ସାଙ୍ଗକୁ ବଢୁଛି କୋରୋନାର ପ୍ରଭାବ :ସଚେତନ କରାଇବା ପାଇଁ ରାଜରାସ୍ତାରେ ପ୍ରଶାସନ
ବରଗଡ :- ଗତ କିଛିଦିନ ହେଲା ରାଜ୍ୟରେ ମୁଖ୍ୟତଃ ଛତିଶଗଡ଼ କୁ ଲାଗିଥିବା ଜିଲ୍ଲା ମାନଙ୍କରେ କୋରୋନା ସଂକ୍ରମିତ ଙ୍କର ସଂଖ୍ୟା ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ ଚିହ୍ନଟ ହେଉଛନ୍ତି ବହୁ ନୂଆ ସଂକ୍ରମିତ । ଯାହାକି ବର୍ତ୍ତମାନ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଗତବର୍ଷ…
ବିଷ ପିଇ ଆତ୍ମହତ୍ୟା : ନିଜ ଅବୋଧ ଶିଶୁକୁ ବି ବିଷ ପିଆଇ ଦେଲେ
ବରଗଡ :-ଆଜି ସନ୍ଧ୍ୟା ସମୟରେ ପାଇକମାଲ ବ୍ଲକ ମିଠାପଲି ଗ୍ରାମ ପଞ୍ଚାୟତ ଅଧିନସ୍ଥ କଟଙ୍ଗପାଳି ଗ୍ରାମରେ ରହୁଥିବା ଗୋବିନ୍ଦ ଦାଶ (୩୮) ନିଜେ ବିଷ ( କୀଟ ନାଶକ )ପିଇବା ସହିତ ନିଜର ଦୁଇ ବର୍ଷୀୟ ଛୋଟ ପୁଅକୁ ବିଷ ପିଆଇ ଦେଇଥିଲେ । ଏହାପରେ ଉଭୟଙ୍କୁ ପଦ୍ମପୁର ଡାକ୍ତରଖାନାକୁ ନିଆ ଯାଇଥିବା ବେଳେ…
ବୈଜୟନ୍ତଙ୍କ ଉଦ୍ୟମରେ କତାରରୁ ଫେରିଲା ଓଡିଆ ଯୁବକଙ୍କ ମରଶରୀର
ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ କତାରରୁ ଫେରିଲା ଓଡିଆ ଯୁବକ ପ୍ରଭାତ କୁମାର ବାରିକଙ୍କ ମରଶରୀର । ପ୍ରଭାତଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ କତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ଶ୍ରୀ ପଣ୍ଡା…
ଅଚିନ୍ତା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ, ଚିନ୍ତାରେ ଲୋକେ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ I ଯାହାକି ଅତି ପୁରାତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ସହର I ଯାହାକୁ କି ଐତିହାସିକ ସହର କହିଲେ ଅତ୍ୟୁକ୍ତି ହେବ ନାହିଁ I କିନ୍ତୁ ଏହି ପୂରାତନ ସହରବାସୀଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି I ଅନ୍ୟ…
ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ ପୋଲସରା ବିଡିଓଙ୍କୁ କୋଭିଡ୍ ଯୋଦ୍ଧା ସମ୍ମାନ।
ପୋଲସରା,:(ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ପିପିଟି ପକ୍ଷରୁ କୋଭିଡ ଯୋଦ୍ଧା ଭାବରେ ପୋଲସରା ବିଡିଓ ଶମ୍ଭୁ ନାଥ ନନ୍ଦୀଙ୍କୁ ସମ୍ମାନିତ କରାଯାଇଛି। ସଭାପତି ଦେବସ୍ମିତା ମହାନ୍ତି, ସମ୍ପାଦକ ସମରଜିତ୍ ମହାନ୍ତି, ଯୁଗ୍ମ ସଂପାଦକ ଅଜିତ୍ କୁମାର ପଟ୍ଟନାୟକ,ପିପିଟି ବ୍ରହ୍ମପୁର ଉପଖଣ୍ଡ ପ୍ରତିନିଧି…
ଏପ୍ରିଲ ୧ ରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପାଳନ କରିବ ପଶ୍ଚିମାଞ୍ଚଳ ଏକତା ଦିବସ
ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ- ପଶ୍ଚିମାଞ୍ଚଳ ର ଅଗ୍ରଣୀ ସାମାଜିକ, ସାଂସ୍କୃତିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସନ୍ତା ଏପ୍ରିଲ ପହିଲା ରେ ପଶ୍ଚିମାଞ୍ଚଳ ଏକତା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛି । ଗତ ୨୨ ତାରିଖ ଦିନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଆଦୃତ ଏକ ସାମ୍ବାଦିକ…