ଅଫଲାଇନ ପରୀକ୍ଷାକୁ ବିରୋଧ କଲେ ଇଂଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ) କୋରୋନା ସଂକ୍ରମଣର ଭୟାବହତାକୁ ଦେଖି ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀମାନେ ଅଫଲାଇନ ପରୀକ୍ଷାର କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ବିରୋଧ କରି ଆଜି ଧାରଣା ଦେଇଥିଲେ।  ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ଇଂଜିନିୟରିଂ ସ୍କୁଲରେ ୯ ଜଣ…

ନିଶା ନିବାରଣ ସଚେତନତା ନିମନ୍ତେ ପଦଯାତ୍ରା କରି ଫେରିଲେ ଅଭିରାମ। 

ଝାରସୁଗୁଡ଼ା :(ସୁଭାଷ ସହାରେ) ଝାରସୁଗୁଡ଼ା ଜିଲ୍ଲାର ଦୁର୍ଲଗା ଗ୍ରାମର ଅଭିରାମ ଶତପଥୀ ୬୪ ବର୍ଷ ବୟସରେ ଏକ ସାହସିକ କାର୍ଯ୍ୟ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ଗତ ଜାନୁୟାରୀ ମାସ ୬ ତାରିଖରେ ସେ ଝାରସୁଗୁଡ଼ା ବିମାନବନ୍ଦରରୁ ପୁରୀ ପର୍ଯ୍ୟନ୍ତ ଏକ ସଚେତନତା ମୂଳକ ବାର୍ତ୍ତା ନେଇ ପଦଯାତ୍ରା…

ମନୋରମା ଦାଶଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ପାରଳାଖେମୁଣ୍ଡି /  ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼.ବୃଷକେତୁ ଦାଶ , ପ୍ରଧାନଶିକ୍ଷକ ଗଗନ କୁମାର ଦାଶ , ବୁଗୁଡା ପ୍ରତିଦିନିର ସାମ୍ବାଦିକ ଚିତ୍ତରଞ୍ଜନ ଦାଶ , ବୁଗୁଡା ସମାଜର ସାମ୍ବାଦିକ ମନୋରଞ୍ଜନ ଦାଶ , ମୋହନା ସମାଜର ସାମ୍ବାଦିକ ପଞ୍ଚାନନ…

କୋଭିଡ୍ କଟକଣା ଯୋଗୁଁ ନିରାଡ଼ମ୍ବରରେ ପାଳିତ ହେଲା ” ରଙ୍ଗର ପର୍ବ ହୋଲି “

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସମେତ ଏହାର ଆଖପାଖ ଅଞ୍ଚଳରେ “ରଙ୍ଗର ପର୍ବ ହୋଲି” ଚଳିତ ଥର କୋଭିଡ୍ କଟକଣା ଯୋଗୁଁ ନିରାଡ଼ମ୍ବରରେ ପାଳିତ ହୋଇଯାଇଛି ।  ସରକାରଙ୍କ ସମେତ ଜିଲ୍ଲା ପ୍ରଶାସନର କୋଭିଡ୍ କଟକଣା ଯୋଗୁଁ  ପ୍ରତିବର୍ଷ ଭଳି ଏ ବର୍ଷ …

ଶ୍ରୀ ଜଗନ୍ନାଥ ନିକେତନରେ ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ଶ୍ରୀକୃଷ୍ଣ ଚୈତନ୍ୟ ଗୌରାଙ୍ଗ ମହାପ୍ରଭୁଙ୍କ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ପବିତ୍ର ଦୋଳ ପୂର୍ଣ୍ଣିମା ତଥା ଗୌରାଙ୍ଗ ମହାପ୍ରଭୁଙ୍କ ଜୟନ୍ତୀ ଅବସରରେ ବାଳ ମୁକୁନ୍ଦ କେନ୍ଦ୍ର ପକ୍ଷରୁ ଗୋଷାଣୀ ବ୍ଲକ ରାଜସୀତାପୁର ସ୍ଥିତ ଶ୍ରୀ ଜଗନ୍ନାଥ ନିକେତନ ଅନ୍ତୋବାସୀ ଅନାଥ ପିଲାମାନଙ୍କ ଗହଣରେ ଗୌର ପୂର୍ଣ୍ଣିମା ମହୋତ୍ସବ…

ପେଟ୍ରୋଲ ଓ ଡିଜେଲ ଦର କମିଲା

ଭୁବନେଶ୍ୱର : କିଛି ଦିନ ତଳେ ପେଟ୍ରୋଲ 17 ପଇସା କମିଥିବା ବେଳେ ପୁଣି ଥରେ 22 ପଇସା ଲିଟର ପିଛା କମିଥିବା ଜଣା ପଡ଼ିଛି । ଡିଜେଲ ମଧ୍ୟ 23 ପଇସା କମିଥିବା ଜଣାପଡିଛି ।

ବ୍ଲକ ସ୍ତରୀୟ ଓବିସି ସମାବେଶ l 

କଳାହାଣ୍ଡି/ତୁଳମଣି ନାଗ:ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା, କଳାହାଣ୍ଡି ଶାଖା ପକ୍ଷରୁ  କଳମପୁର ବ୍ଲକ ସ୍ତରୀୟ ଓବିସି ସମାବେଶ ଭଏରୀ ଗାଁ ଆମ୍ବତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି l ସମାବେଶ ଅଂଚଳର  ଓବିସି ପ୍ରେମୀ ଶିବରାମ ରଣାଙ୍କ ସଭାପତିତ୍ୱରେ ହୋଇଥିଲା l ବ୍ଲକ ର ବିଭିନ୍ନ ଅଂଚଳରୁ ଓବିସି…

ହୋଲି ରେ ସଡକ ଦୁର୍ଘଟଣାରେ ୨ ମୄତ ,୧ ଆହତ।

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ):ସମ୍ବଲପୁର ରେ ହୋଲି ରେ ଘଟିଲା ଅଘଟଣ । ରଙ୍ଗର ପର୍ବ ର ହୋଲି ହେଲା ଶେଷ ହୋଲି । ହୋଲି ରେ ସଡକ ଦୁର୍ଘଟଣାରେ ୨ ମୄତ ହୋଇଥିବା ବେଳେ ଜଣେ ଗୁରୁତର  ଆହତ ହୋଇଛନ୍ତି । ଆଜି ଅପରାହ୍ନ ରେ ପରମାଣପୁର ରେ ଦୁଇଟି ବାଇକରେ ୩ ଜଣ ଯୁବକ  ପରମାଣପୁର ପଟକୁ  ଯାଉଥିବା…

ରାହା ଦେଖାଇଛି ମିଶନ ଶକ୍ତି, ଆଉ ସଫଳତା ଆଣିଛନ୍ତି ମାତୃଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ ।

ପୋଲସରା(ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ଆତ୍ମବିଶ୍ବାସ ଓ ଇଚ୍ଛାଶକ୍ତି ବଳରେ ଏବଂ ରାଜ୍ୟ ସରକାରଙ୍କ ମିଶନ ଶକ୍ତିର ପଥ ପ୍ରଦର୍ଶନରେ ସଫଳତା ଆଣି ପାରିଛନ୍ତି ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକ, ଚିରିକିପଡା ଶାସନ ଗ୍ରାମରେ ପ୍ରତିଷ୍ଠିତ ମାତୃଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ସଦସ୍ୟ ବୃନ୍ଦ।…

ଶହୀଦ ଲକ୍ଷ୍ମଣ ନୟାକଙ୍କ ଶ୍ରlଦ୍ଧ ଦିବସ ପାଳିତ

ରାୟଗଡା/ସରୋଜ କୁମାର ସାହୁ :- ଦକ୍ଷିଣ ଓଡ଼ିଶାର ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ମହାନ ବିପ୍ଲବୀ ଶହୀଦ ଲକ୍ଷ୍ମଣ ନୟାକଙ୍କ ଶ୍ରlଦ୍ଧ ଦିବସକୁ ଆଜି ରାୟଗଡାଠାରେ ପାଳନ କରାଯାଇଛି l ଏହି ଅବସରରେ ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ଥାନୀୟ…