Sign in
Sign in
Recover your password.
A password will be e-mailed to you.
ବସ ଓଲଟି ଜଣେ ମୃତ ବହୁ ଆହତ।
ଟିଟିଲାଗଡ, (ଗୌରବ ଦର୍ଜୀ): ଯାତ୍ରୀବାହୀ ବସ ଓଲଟି ଜଣ କର ମୃତ୍ୟୁ ଘଟିଥିବା ବେଳେ ୨୫ ରୁ ଉର୍ଦ୍ଧ ଆହତ ହୋଇଛନ୍ତି। ଆଜି ସଂଧ୍ୟାରେ ଭବାନୀପାଟଣା ରୁ ମଣିବାବା ନାମକ ଏକ ଘରୋଇ ବସ ବାହାରି ନୂଆପଡା ଜିଲ୍ଲାର ଖରିଆର ଅଭିମୁଖେ ନୃସିଂହନାଥ ଆସୁଥିବା ବେଳେ ସିନ୍ଧେକେଲା ଥାନା ତୁର୍କୀଭଟା ଗାଁ…
କଂଗ୍ରେସ ନେତା ବୁଦ୍ଧରାମ କାଶ୍ୟପଙ୍କୁ ହତ୍ୟା କଲେ ମାଓବାଦୀ ।
ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ ମାଓବାଦୀମାନେ ପୁଣି ଥରେ ସେମାନଙ୍କର କାପୁରୁଷ ପଣିଆ କାର୍ଯ୍ୟ ଦେଖାଇଛନ୍ତି। ମିରତୁର ଅଞ୍ଚଳର ଜିଲ୍ଲା ପଞ୍ଚାୟତ ସଦସ୍ୟ ବୁଦ୍ଧରାମ କାଶ୍ୟପଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ। ମାଓବାଦୀମାନେ…
ଉତ୍କଳ ଦିବସ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗୀତା
ରାୟଗଡା/ ସରୋଜ କୁମାର ସାହୁ :ରାୟଗଡ଼ା ଜିଲ୍ଲାରେ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳନ ଅବସରରେ ବକ୍ତୃତା (ଓଡିଆ) ପ୍ରତିଯୋଗୀତା ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ଇଂରାଜି ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବକ୍ତୃତା ପ୍ରତିଯୋଗିତାରେ ( ଓଡିଆ) (ନବମ ଓ ଦଶମ ଶ୍ରେଣୀ)…
ବିଜେପିକୁ ଜିତାଇ ପଶ୍ଚିମବଙ୍ଗରେ ସୁନାର ବଙ୍ଗଳା ତିଆରି କରିବା ପାଇଁ ମାତୃଶକ୍ତି କଟିବଦ୍ଧ – ଧର୍ମେନ୍ଦ୍ର…
ପଶ୍ଚିମବଙ୍ଗରେ ମାତୃଶକ୍ତି ଜନସଭା ଏବଂ ନିର୍ବାଚନୀ ଶୋଭାଯାତ୍ରାରେ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର– ପଶ୍ଚିମବଙ୍ଗର ମାତୃଶକ୍ତି ତଥା ମାଆ ଭଉଣୀମାନେ ଚଳିତ ନିର୍ବାଚନରେ ଟିଏମସିର ୧୦ ବର୍ଷର ଶାସନକୁ ପରିବର୍ତନ କରିବା ସହ ବିଜେପି ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ…
କାନପୁର ପ୍ରକଳ୍ପ ବିସ୍ଥାପିତଙ୍କ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉନଥିବାରୁ ବିଜେପିର ଉଦବେଗ
ବିଜେପି ବିଲେଇପଦା ମଣ୍ଡଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ
ଥଇଥାନ କାର୍ଯ୍ୟ ସଂପୂର୍ଣ ନ କରିବା ପର୍ଯ୍ୟନ୍ତ ବିସ୍ଥାପିତଙ୍କୁ ବାସଚ୍ୟୁତ କରାନଯାଉ : ମୁରଲୀ
୧୦ ବର୍ଷରୁ ଅଧିକ ସମୟ ହେଲା ସେମାନଙ୍କ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉନି : ସୁକେଶୀ
ବଡ଼ବିଲ : ବିଜେପି…
ଇଂଜିନିୟରିଂ ସ୍କୁଲରେ ୨୧ ଛାତ୍ର ସଂକ୍ରମିତ, ଆଶଙ୍କାରେ ଝାରସୁଗୁଡ଼ାବାସୀ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲର ୨୧ ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀ କୋରୋନା ସଂକ୍ରମଣର ଶୀକାର ହୋଇଥିବା ସୂଚନା ମିଳିବା ପରେ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ପ୍ରଶାସନ ତରଫରୁ ଇଂଜିନିୟରିଂ ସ୍କୁଲ ଓ ଆଖପାଖ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେନ୍ଟ ଜୋନ…
କଫ ସିରପ ଚୋରା ଚାଲାଣ ଅଭିଯୋଗରେ ୫ ଗିରଫ।
ଝାରସୁଗୁଡ଼ା :(ସୁଭାଷ ସହାରେ)-ରାଜ୍ୟର ବିଭିନ୍ନ ଜିଲ୍ଲାରେ କଫ ସିରପର ଚୋରା କାରବାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବାରମ୍ବାର ପୋଲିସ ଏହି କାରବାରରେ ଲିପ୍ତ ଥିବା ଅପରାଧୀଙ୍କୁ ଧରପଗଡ଼ କରିବା ସତ୍ତ୍ବେ ଏହାର ବିକ୍ରିକୁ ବନ୍ଦ କରିବା ଦୂର ଦୂର ପର୍ଯ୍ୟନ୍ତ ସମ୍ଭବ ମନେ ହେଉନାହିଁ। ଆଇନକୁ…
ସମ୍ବଲପୁର ରେଳଷ୍ଟେସନ ଉଛେଦକୁ ବିରୋଧ କରି ଆନ୍ଦୋଳନ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ - ସମ୍ବଲପୁର ରୋଡ଼ ରେଳ ଷ୍ଟେସନ ଉଛେଦ ପ୍ରତିବାଦ ରେ ଦେଖିବାକୁ ମିଳିଛି ତୀବ୍ର ପ୍ରତିକ୍ରିୟା । ରେଳ ଷ୍ଟେସନ ଉଛେଦ ହେଲେ ଏହା ଉପରେ ବର୍ଷ ବର୍ଷ ଧରି ନିର୍ଭରଶୀଳ ବ୍ୟବସାୟୀ ଙ୍କ ସହ ରେଳ ଧାରଣ କଡରେ ବସିଥିବା ବସ୍ତି ଗୁଡିକର ଶହ ଶହ ପରିବାର ସିଧାସଳଖ…
ମୋ ପୁଅ ଟିକଟ ପାଇଛି, ମୁଁ ସବୁଠୁ ବେଶୀ ଖୁସି : ପ୍ରତିଭା ମହାରଥୀ
"ପରିବାର ଏକ, ଦଳ ଏକ ଆଉ ବିଜେଡିର ବିଜୟ ନିଶ୍ଚୟ "
ଭୁବନେଶ୍ୱର (ଶାସକ ପ୍ରଶାସକ) : ପିପିଲିରେ ମହାରଥୀ ପରିବାରରେ ଫଟାଫଟି ହୋଇଛି ବୋଲି ବିଭିନ୍ନ ମହଲରେ ହେଉଥିବା ଚର୍ଚାରେ ପୂର୍ଣ୍ଣ ଛେଦ ପଡିଛି | ମା ପୁଅ ଏକ, ପରିବାର ଏକ, ଦଳ ଏକ, ଆଉ ବିଜୟ ବି ବିଜେଡିର ହେବ ବୋଲି ଦୃଢୋକ୍ତି ବଢିଛି…
ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ : ଜଣେ ମୃତ ଓ 15ରୁ ଉର୍ଦ୍ଧ୍ବ ଆହତ
ନୟାଗଡ(ବିଶ୍ୱଜିତ ନାୟକ) - ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ | ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଲେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି l
ଆଜି ଅପରାହ୍ନ ରେ ବ୍ରହ୍ମପୁରରୁ ନରସିଂହପୁର ଚୌଧୁରୀ ନାମକ ଯାତ୍ରୀ ବାହି ବସ ଆସୁଥିବା ବେଳେ ଫତେଗଡ଼ ଥାନା ଦରଦା…