Sign in
Sign in
Recover your password.
A password will be e-mailed to you.
ଡୁମେରବାହାଲ ଠାରେ ଥିବା ଟୋଲ୍ ପ୍ଳାଜାରେ ଏପ୍ରିଲ ପହିଲାରୁ ଟୋଲ ଟାକ୍ସ ଅସୁଲି
ବଲାଙ୍ଗୀର/ନିରୋଜ ମିଶ୍ର - ସୋନପୁର ଜାତୀୟ ରାଜପଥ ନଂ- 57 ରେ ବଇରାସର ନିକଟସ୍ଥ ଡୁମେରବାହାଲ ଠାରେ ଥିବା ଟୋଲ୍ ପ୍ଳାଜା ଠାରେ ଆଗାମୀ ଏପ୍ରିଲ ପହିଲା ସକାଳ 8 ଟା ସମୟରୁ ଟୋଲ ଟାକ୍ସ ଅସୁଲି ହେବ । ସବୁ ବାହନ ପାଇଁ ଫାଷ୍ଟ ଟାଗ୍ ବ୍ୟବହାର ବାଧ୍ୟତାମୂଳକ ହୋଇଥିବାରୁ ସମସ୍ତ ବ୍ୟବହାରକାରୀଙ୍କୁ…
ବଲାଙ୍ଗିର ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ :ପ୍ରବୀଣ ମିଶ୍ର ସଭାପତି, ଅମନ ନାଗ ସମ୍ପାଦକ
ବଲାଙ୍ଗିରରୁ ନିରୋଜ ମିଶ୍ର / ସନ୍ତୋଷ ଠାକୁର : ଚାଳିତ ୨ଠ୨୧-୨୨ ବର୍ଷ ପାଇଁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଆଜି ସିଭିଲ କୋର୍ଟ ବାର୍ ହଲ ପରିସରରେ ଅନୁଷ୍ଠିତ ନିର୍ବାଚନରେ ସଂଘର ମୋଟ୍ 399ସଭ୍ୟ/ସଭ୍ୟା ଅଂଶଗ୍ରହଣ କରି ନିଜର…
କୃଷି ଏବଂ ଖଣି କ୍ଷେତ୍ରରେ ସହଯୋଗ ନିମନ୍ତେ ବୁରୁଣ୍ଡି ରାଷ୍ଟ୍ରଦୂତଙ୍କ ଅନୁରୋଧ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଭାରତରେ ଅବସ୍ଥାପିତ ରିପବ୍ଲିକ୍ ଅଫ୍ ବୁରୁଣ୍ଡିର ରାଷ୍ଟ୍ରଦୂତ ଶ୍ରୀମତି ଷ୍ଟେଲା ବୁଡିରିଗାନ୍ୟା ଭାରତ ଏବଂ ତାଙ୍କ ଦେଶ ମଧ୍ୟରେ ଖଣି, କୃଷି ଓ ଖାଦ୍ୟ ପ୍ରକ୍ରିୟା ମଧ୍ୟରେ ସହଯୋଗ ବୃଦ୍ଧି ନିମନ୍ତେ ଶନିବାର ଅନୁରୋଧ କରିଛନ୍ତି ।
ଓଡ଼ିଶା ଗସ୍ତରେ ଆସିଥିବା…
ମୁଖ୍ୟ ଶାସନ ସଚିବଙ୍କ ମୟୂରଭଞ୍ଜ ଗସ୍ତ ଓ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା
ଜଳସେଚନ, ପାନୀୟ ଜଳ ଯୋଗାଣ ଶିଳ୍ପ ଅଭିବୃଦ୍ଧି ଉପରେ ଗୁରୁତ୍ୱ
ବାରିପଦା( ଦିଲ୍ଲୀପ ମହାନ୍ତି)- ଆଜି ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୟୂରଭଞ୍ଜ ଜିଲ୍ଲାଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ । ଶ୍ରୀ…
ବରଗଡ଼ ଜିଲ୍ଲା ଓକିଲ ସଂଘ ନିର୍ବାଚନ : କୁଶ ସଭାପତି,ହରିହର ସମ୍ପାଦକ
ବରଗଡ : ଆଜି ବରଗଡ଼ ଜିଲ୍ଲା ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।ସଭାପତି ପଦ ପାଇଁ ୫ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିବା ବେଳେ କୁଶ ପ୍ରଧାନ ୨୦୨୧-୨୨ ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।ସେହିପରି ହରିହର ପ୍ରଧାନ ସାଧାରଣ ସମ୍ପାଦକ ଭାବେ ବିଜୟ ଲାଭ କରିଛନ୍ତି…
ପଦ୍ମପୁର ବାର ଆସୋସିଏସନର ନୂତନ କର୍ମକର୍ତ୍ତା
ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ବାର ଆସୋସିଏସନ ର ନୂତନ କର୍ମକର୍ତ୍ତା ମାନଙ୍କର ନାମ ଆଜି ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି । ନିର୍ଦ୍ୱନ୍ଦରେ ଆସନ୍ତା 21/22 ପାଇଁ ସଭାପତି ଭାବରେ ଶ୍ରୀ ଗୌନ୍ତିଆ ସାହୁ , ଉପସଭାପତି ଶ୍ରୀ ସୁନୀଲ କୁମାର ପାଣିଗ୍ରାହୀ , ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର…
କାର ଦୁର୍ଘଟଣା ରେ ଜଣେ ଆହତ
ବରଗଡ :- ପଦ୍ମପୁର ରୁ ପାଇକମାଲ ମଝିରେ ମଲଦା ନିକଟରେ ଆଜି ଏକ ଟାଟା ସଫାରି ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଛି । ପ୍ରାପ୍ତ ସୂଚନା ଅନୁସାରେ UP14BK 8461 ଗଡ଼ିଟି ଭିଳାଇ ରୁ ପଦ୍ମପୁର ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା ଫଳରେ ଚାଳକ ଆହତ…
ଗୋଲକଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା : ଖୁସି ବ୍ୟକ୍ତ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର( ଶାସକ ପ୍ରଶାସକ) : ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହୋଇ ଦଳ ପାଇଁ କରିଥିବା ନିଷ୍ଠାପୂର୍ଣ୍ଣ ପ୍ରଚାର ତଥା ପରିଶ୍ରମ ପାଇଁ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କୁ ମିଳିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାବାସୀ | ପଶ୍ଚିମବଙ୍ଗ ନିର୍ବାଚନ…
ବଢ଼ିଲା ବିଦ୍ୟୁତ ଶୁଳ୍କ : ୟୁନିଟ ପିଛା ୩୦ ପଇସା
ଭୁବନେଶ୍ୱର : ବିଦ୍ୟୁତ୍ ଶୁଳ୍କରେ ୟୁନିଟ୍ ପିଛା 30 ପଇସା ବୃଦ୍ଧି ହୋଇଛି | ଏହି ବର୍ଦ୍ଧିତ ଦେୟ ବିଦ୍ୟୁତ୍ ଉପଭୋକ୍ତାମାନେ ଏପ୍ରିଲ୍ 4ରୁ ଦେବେ | ୟୁନିଟ୍ ପିଛା 30 ପଇସା ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଅନୁମୋଦନ କରିଛି | ଦାରିଦ୍ର ସୀମାରେଖା ତଳେ ରହୁଥିବା…
ଜୟନ୍ତୀଙ୍କ ଜୟଯାତ୍ରା : ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ବେଙ୍ଗାଲୁରୁରେ ଚାଲିଥିବା ୧୯ତମ ଜାତୀୟ ଦିବ୍ୟାଙ୍ଗ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଜୟନ୍ତୀ ବେହେରା ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର ମହିଳା T-47 ବର୍ଗରେ ହ୍ୟାଟ୍ରିକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି | ଲଗାତାର ଭାବେ ପଞ୍ଚମ ଥର ପାଇଁ ଏଭଳି ହ୍ୟାଟ୍ରିକ ସଫଳତା…