ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ କମଲାକାନ୍ତ ପାଣିଗ୍ରାହୀଙ୍କ ତତ୍ବାବଧାନରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ସମାଜସେବୀ କିଶୋର ଚନ୍ଦ୍ର ଦେବତା ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ସରପଞ୍ଚ ଗୈାର ପାତ୍ର, ପରିଚାଳନା କମିଟି ର ସଭାପତି ଶୈଳବାଳା ଦେବତା, ବରିଷ୍ଠ ନାଗରିକ ଶିବ ପ୍ରଧାନ, ଶିକ୍ଷକ ଚନ୍ଦ୍ରମଣି ସାହୁ, ପ୍ରଜାପତି ପଧାନ, ମୁରଲିଧର ପଟେଲ, କିଶୋର ପାତ୍ର,କେଶବ ପାତ୍ର,ଲବାର ପଟେଲ,ଧନପତି ପଧାନ ସହଯୋଗ କରିଥିଲେ। ହାଇସ୍କୁଲ ର ଗାନ୍ଧୀ ଉଦ୍ୟାନ ରେ ସର୍ବମୋଟ ୩୦ ଟି ଗଛ ଲଗାଯାଇଛି।
Sign in
Sign in
Recover your password.
A password will be e-mailed to you.