Sign in
Sign in
Recover your password.
A password will be e-mailed to you.
ଦନ୍ତା ହାତୀ କବଜାରେ ମାରବାଡି ବନ୍ଧ
ଲୋକଙ୍କ ଆଖିରୁ ହଜିଯାଇଛି ନିଦ।
ସମ୍ବଲପୁର/ଯୁଯୁମୁରା :ସଦରରେଞ୍ଜ ଅନ୍ତର୍ଗତ ଯୁଯୁମୁରା ଏବଂ ମାନେଶ୍ବର ଅଞ୍ଚଳରେ ଲଗାତାର ଭାବେ ଦନ୍ତାହାତୀ ଡନର ଉପଦ୍ରବ ଜାରିରହିଛି l ସୂଚନା ଅନୁସାରେ ଝାଙ୍କରପାଲି ପଞ୍ଚାୟତ ଅନ୍ତର୍ଗତ ମାରବାଡିବନ୍ଧ ଗ୍ରାମରେ ଲଗାତାର ତିନିଦିନ ଧରି ଦନ୍ତାହାତୀ…
ଦୈନିକ ହାଟ ବନ୍ଦ ପ୍ରତିବାଦରେ ଝାରସୁଗୁଡ଼ାରେ ପରିବା ଦୋକାନୀଙ୍କ ପ୍ରତିବାଦ। ରାସ୍ତାରେ ଢାଳିଲେ ପରିବା।
ଝାରସୁଗୁଡ଼ା :(ସୁଭାଷ ସହାରେ) -କୋରୋନା ମହାମାରୀର ଦ୍ବିତୀୟ ଲହରୀକୁ ଦୃଷ୍ଟିରେ ରଖି ଦୈନିକ ହାଟ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନେଇଥିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି ପରିବା ବ୍ୟବସାୟୀ। ଆଜି ଏହାର ପ୍ରତିବାଦ କରିବାକୁ ଯାଇ ରାସ୍ତାର ପରିବା ଢାଳିଛନ୍ତି ସେମାନେ।
ସୂଚନାଯୋଗ୍ୟ ଯେ ଗତ…
ଧରାପଡ଼ିଲେ ସାଇବର ଠକ, ଲୋକଙ୍କୁ ଠକି କରୁଥିଲେ ଅନଲାଇନ ସପିଂ ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ସାଇବର ଅପରାଧ କ୍ଷେତ୍ରରେ ଲିପ୍ତ ଥିବା ଅପରାଧୀଙ୍କୁ ଧରିବାରେ ଦ୍ବିତୀୟ ଥର ପାଇଁ ସଫଳତା ଲାଭ କରିଛି ଝାରସୁଗୁଡ଼ା ପୋଲିସ। ଗତ ୨୪ ତାରିଖରେ ବେଲପାହାଡ଼ ପୋଲିସ ଷ୍ଟେସନରେ ଦାଖଲ ହୋଇଥିବା ଏକ ଅଭିଯୋଗ ଭିତ୍ତିରେ ଏହି ଠକମାନଙ୍କୁ ଧରିବାକୁ ପୋଲିସ ସକ୍ଷମ ହୋଇଥିଲେ।…
ଝାରସୁଗୁଡ଼ା ବିମାନବନ୍ଦରରୁ ପାଟନା ଓ ଗୌହାଟୀକୁ ଉଡ଼ିବ ବିମାନ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ବିମାନବନ୍ଦରରୁ ଆସନ୍ତା ମେ ୧ ତାରିଖରୁ ପାଟନା ଓ ଗୌହାଟୀ ଅଭିମୁଖେ ବିମାନ ସେବା ଆରମ୍ଭ ହେବ। ଏ ନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବିମାନବନ୍ଦରର ନିର୍ଦ୍ଦେଶକ ଶ୍ରୀ କିଶୋର ଚନ୍ଦ୍ର ସେନାପତି। ଘରୋଇ ବିମାନ ସଂସ୍ଥା ସ୍ପାଇସଜେଟ ତରଫରୁ ଏହି ବିମାନ…
“ସ୍ଥାନୀୟ ମୃତ୍ତିକା ଓ ଜଳବାୟୁ ଅନୁକୂଳ ଉଦ୍ୟାନ କୃଷି ଦ୍ୱାରା ଚାଷୀ ହେବେ ଲାଭବାନ , ରାଜ୍ୟ ହେବ ସ୍ୱାବଲମ୍ବୀ…
ଉଦ୍ୟାନ କୃଷି କ୍ଷେତ୍ର କର୍ମଚାରୀମାନଙ୍କ ଦକ୍ଷତା ବିକାଶ ଓ ସମୀକ୍ଷା ବୈଠକ
ଭୁବନେଶ୍ୱର: କୃଷକମାନଙ୍କ ଆୟ ବୃଦ୍ଧି ଦିଗରେ ଉଦ୍ୟାନ କୃଷିର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥିବାରୁ ରାଜ୍ୟରେ ଉଦ୍ୟାନ କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛିା ସ୍ଥାନୀୟ ମୃତ୍ତିକା ଓ ଜଳବାୟୁ…
ହାବିଲଦାର ଓ କନେଷ୍ଟବଳ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ
ବାରିପଦା(ଦିଲ୍ଲୀପ ମହାନ୍ତି)- ଆଜି ମୟୂରଭଞ୍ଜ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶପଥ ନେଇଛନ୍ତି । ଏହି ଅବସରରେ ଆୟୋଜିତ ଶପଥ ଗ୍ରହଣ ସମାରୋହ ଓ ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପାରମାର୍ ମୁଖ୍ୟ ଅତିଥି ,…
ବିଶିଷ୍ଟ ପାଲା ଗାୟକ ହାରାଚାନ୍ଦ ନାଥଙ୍କ ପରଲୋକ I
ସମ୍ବଲପୁର(ରମାକାନ୍ତ ବିଶ୍ୱାଳ) : ଓଡିଶାର ଜଣାଶୁଣା ପାଲା ଗାୟକ ହାରାଚାନ୍ଦ ନାଥ ଙ୍କ ସୋମବାର ପରଲୋକ ହୋଇଯାଇଛି । ସମ୍ବଲପୁର ଜିଲ୍ଲା ପରାମାଣପୁର ନିବାସୀ ବିଶିଷ୍ଠ ପାଲା ଗାୟକ ହାରାଚାନ୍ଦ ନାଥ ଙ୍କୁ ପରଲୋକ ସମୟରେ ୯୩ ବର୍ଷ ବୟସ ହେଉଥିଲା । ପରମାଣପୁର ସ୍ଥିତ ନିଜ ବାସଭବନରେ ତାଙ୍କର…
କୋରୋନା କଟକଣା: ବିଭିନ୍ନ ଆବାସିକ ବିଦ୍ୟାଳୟ ଓ ମାର୍କେଟ ପରିଦର୍ଶନ କଲେ ଉପଜିଲ୍ଲାପାଳ ଓ ତହସିଲଦାର
ବରଗଡ :- ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଇତିମଧ୍ୟରେ କୋରୋନା ର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ମୂଖ୍ୟତଃ ଛତିଶଗଡ଼ ରାଜ୍ୟରେ ଇତିମଧ୍ୟରେ ସଂକ୍ରମଣ ଯେଉଁଭଳି ଭାବରେ ବୃଦ୍ଧି ପାଉଛି ତାର ପ୍ରଭାବରେ ବରଗଡ଼ ଓ ସୀମାନ୍ତ ବର୍ତୀ ଅଂଚଳରେ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।…
କୋଭିଡ ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ନେଲେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଅଧିକ ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ
ହସ୍ପିଟାଲ, ପର୍ଯ୍ୟାପ୍ତ ଆମ୍ବୁଲାନସ୍ ପ୍ରସ୍ତୁତ ରଖ
କୋଭିଡ ନିୟମାବଳୀ ଅନୁପାଳନ ପାଇଁ ପୋଲିସ ପକ୍ଷରୁ ୧୦ ଦିନିଆ ଅଭିଯୋନ ହେବ,
ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ…
ଅନ୍ୟ ରାଜ୍ୟର ଯାତ୍ରୀ ତଥା ଭକ୍ତଙ୍କ ପାଇଁ ନୃସିଂହନାଥ ମନା
ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ରେ ପୁଣି ଲାଗୁହେଲା କଟକଣା
ବରଗଡ:-ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ ପୁଣି କୋବିଡ଼ କଟକଣା ଲାଗୁ କରାଯାଅଛି । ଏଠାରେ ସୂଚନାଯୋଗ୍ୟ ଯେ ଗତବର୍ଷ ମାର୍ଚ୍ଚ ମାସରେ ଦେଶରେ ଲକଡାଉନ ଆରମ୍ଭ ହେବାର ପ୍ରାୟ ଏକ ସପ୍ତାହ…