Sign in
Sign in
Recover your password.
A password will be e-mailed to you.
ମୁଖଲଜ୍ୟା ଘୋଡାଇବାକୁ ବିଜେପିର ମିଥ୍ୟା ଅଭିଯୋଗ: ବିଜେଡି
ଭୁବନେଶ୍ୱର,(ଶାସକ ପ୍ରଶାସକ): ବିଜେପି ପ୍ରାର୍ଥୀଙ୍କ ସହଯୋଗୀ ୫୦ଲକ୍ଷ ଟଙ୍କା ସହିତ ପୁଲିସ୍ ହାତରେ ଧରାପଡିବାପରେ ଏବେ ମୁଖଲଜ୍ୟା ଘୋଡାଇବାକୁ ବିଜେପି ମିଥ୍ୟା ଅଭିଯୋଗ ଆଣିଛି । ତେବେ ଦଳର ଏଭଳି ମିଥ୍ୟା ଅଭିଯୋଗକୁ ସାଧାରଣ ଲୋକେ ବିଶ୍ୱାସ କରୁନଥିବାବେଳେ ଏହାର ଠିକଣା ଜବାବ ଦେବେ ବୋଲି…
୯ମ ଓ ୧୧ଶ ଶ୍ରେଣୀ ପାଠପଢା ୩୦ ଏପ୍ରିଲ ଯାଏଁ ବନ୍ଦ
ହଷ୍ଟେଲ ଅନ୍ତେବାସୀଙ୍କୁ ଘରକୁ ଫେରି ଯିବାକୁ ପରାମର୍ଶ
ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟର ସ୍କୁଲ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ୯ମ ଓ ୧୧ଶ ଶ୍ରେଣୀ ପାଠପଢା ୩୦ ଏପ୍ରିଲ ଯାଏଁ ବନ୍ଦ ରହିବ। ଏହି ଶ୍ରେଣୀର ହଷ୍ଟେଲ ଅନ୍ତେବାସୀଙ୍କୁ ଘରକୁ ଫେରି…
ଆରକ୍ଷୀ ଅଧିକ୍ଷକସହର ଭିତରେ ବୁଲି କଲେ କୋଭିଡ ସ୍ଥିତିର ଅନୁଧ୍ୟାନ
ବଲାଙ୍ଗିର/ ନିରୋଜ ମିଶ୍ର : ଆଜି ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନୀତିଶ କୁଶଲକର ସହର ଭିତରେ ବୁଲି କୋଭିଡ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦେଶରେ କୋଭିଡ ସଂକ୍ରମଣ ସଂଖ୍ୟା ରେକର୍ଡ ଭାଙ୍ଗି ଥିବା ବେଳେ ରାଜ୍ୟ ଏବଂ ସେହି କ୍ରମରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ଏହି…
କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତି ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ l
ରାୟଗଡ:-ସରୋଜ ସାହୁ-କରୋନାର ଦ୍ଵିତୀୟ ଲହରୀ ସଂକ୍ରମଣ ବ୍ୟାପିବାର ଦେଖି ଏହାର ମୁକାବିଲା ପାଇଁ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ତପ୍ତରତl ପ୍ରକାଶ କରିଛନ୍ତି l ଏହାର ମୁକାବିଲା ନିମନ୍ତେ ଆଜି ଏକ ଜରୁରୀ ବୈଠକ ଡାକି ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି l…
ଜୟ ନେଲେ ଫାଷ୍ଟ ଡୋଜ
ନୂଆଦିଲ୍ଲୀ : ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରେ ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ନୂଆଦିଲ୍ଲୀସ୍ଥିତ ଆଶ୍ଳୋକ ହସ୍ପିଟାଲଠାରେ କୋଭିଡ ଟୀକାକରଣର ପ୍ରଥମ ଡୋଜ ନେବା ସଂଗେ ସଂଗେ , କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା କାରଣ ରୁ ସମସ୍ତ ଯୋଗ୍ୟ…
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ନିରୀକ୍ଷଣ
ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଆଜି ରେଳପଥର ବିଭିନ୍ନ ବିଭାଗୀୟ ପ୍ରମୁଖ ଅଧିକାରୀମାନଙ୍କ ସହିତ ମଞ୍ଚେଶ୍ୱର ସ୍ଥିତ ରେଳଡବା ମରାମତି କାରଖାନା ନୀରିକ୍ଷଣ କରିଛନ୍ତି |
ନୀରିକ୍ଷଣ ସମୟରେ ମହାପ୍ରବନ୍ଧକ କୋଚମାନଙ୍କର ମରାମତି ସମୀକ୍ଷା…
ମାସ୍କ ଓ ହେଲମେଟ ଚେକିଙ୍ଗ ବେଳେ ଗଞେଇ ଧରାପଡିଲା ।
ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) ସମ୍ବଲପୁର ସହରରେ ମାସ୍କ ହେଲ ମେଟ ଚେକିଙ୍ଗ ସମୟରେ ଗଞେଇ ଧରାପଡିଛି । ସହର ର ଲକ୍ଷ୍ମୀଟକିଜ ଛକରେ ଆଜି ପୋଲିସ ପକ୍ଷରୁ ମାସ୍କ ଓ ହେଲମେଟ ଚେକିଙ୍ଗ କଡାକଡି ଭାବେ ଜାରି ରହିଥିଲା । ଏହି ସମୟରେ ଜଣେ ବାଇକ ଚାଳକ ମାସ୍କ ପିନ୍ଧି ନଥିବାରୁ ପୋଲିସ ହାଵୁଡରେ…
ଶ୍ରୀମନ୍ଦିର ନିକଟରେ କାର୍ଯ୍ୟକ୍ଷମ ହେବ ଫାଷ୍ଟ ଏଡ଼ ସେଣ୍ଟର : ଡକ୍ଟର କ୍ରିଷନ କୁମାର
ଭୁବନେଶ୍ୱର: ଶ୍ରୀମନ୍ଦିରକୁ ଆସୁଥିବା ପର୍ଯ୍ୟଟକ/ଶ୍ରଦ୍ଧାଳୁ, ସେବାୟତ ଏବଂ ମନ୍ଦିର କର୍ମଚାରୀଙ୍କୁ ତତ୍କାଳ ପ୍ରାଥମିକ ଚିକିତ୍ସା ହଗାଇଦେବା ସକାଶେ ଶ୍ରୀମନ୍ଦିର ନିକଟରେ ଏକ ଫାଷ୍ଟ ଏଡ଼ ସେଣ୍ଟର କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସୂଚନା…
ବିଦ୍ୟୁତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ପ୍ରତିବାଦ
କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କଂଗ୍ରେସ ପକ୍ଷରୁ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଏକ ଶାନ୍ତିପୂର୍ଣ୍ଣ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ୪ ଘଣ୍ଟିଆ କଂଗ୍ରେସ କର୍ମୀ ଧାରଣା ଦେଇଥିଲେ l ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…
କୁଚିଣ୍ଡାରେ ବିଜେପିର ପ୍ରତିଷ୍ଠା ଦିବସ
କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କୁଚିଣ୍ଡା ଏନ.ଏ.ସି ର ୱାର୍ଡ ନଂ ୩ ଏବଂ ୪ ରେ ଭାରତୀୟ ଜନତା ପାର୍ଟିର ୪୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏହି ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାରାୟଣ ନାଏକ,…