
ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ଆସନ୍ତା ୧୧ ତାରିଖ ଦିନ ଖୋଲିବ ହୀରାକୁଦ ଗେଟ।ଆସନ୍ତା ୧୧ ତାରିଖ ଦିନ 11 ଟା ପରବର୍ତ୍ତୀ ଯେକୌଣସି ସମୟରେ ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ବନ୍ୟାଜଳ ନିଷ୍କାସନ କରାଯିବ । ଏନେଇ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସୁଚନା ଦେଇଛନ୍ତି । ଏହା ସହ ହୀରାକୁଦର ତଳମୁଣ୍ଡରେ ଲୋକଙ୍କ ପାଇଁ ସତର୍କତା ସୁଚନା ଯାରି କରାଯାଇଛି।