ଦେବଦାସୀ ପରଶମଣିଙ୍କ ପରଲୋକ

0 2

ପୁରୀ: ମହାପ୍ରଭୁଙ୍କ ଦେବଦାସୀ ପରଶମଣି ଆଉ ନାହାନ୍ତି । ୯୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଶୁକ୍ରବାର ରାତିରେ ଶୋଇଥିବା ଅବସ୍ଥାରେ ପ୍ରାଣବାୟୁ ଉଡିଯାଇଥିବା ଜଣାପଡିଛି । ଅନେକ ଦିନ ହେଲା ସେ ମହାପ୍ରଭୁଙ୍କ ସେବା କରୁ ନଥିଲେ । ହେଲେ ମାଜଣା ମଣ୍ଡପରେ ବସି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭଜନ ପରିବେଷଣ କରୁଥିଲେ । 

ଦେବଦାସୀ ପରଶମଣିଙ୍କୁ ଶାସକ ପ୍ରଶାସକ ପରିବାର ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞଳୀ ।

 

Leave A Reply

Your email address will not be published.