Sign in
Sign in
Recover your password.
A password will be e-mailed to you.
ଜିଲ୍ଳାରୁ ପୁଣି ୩୦ ନୂଆ କରୋନା ପଜିଟିଭ୍
ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ପୁଣି ଜିଲ୍ଳାରୁ ନୂଆ କରୋନା ଆକ୍ରାନ୍ତ ୩୦ଜଣ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ହଜାର୭୩୬ ହୋଇଛି । ଏମାନଙ୍କ ମଧ୍ୟରୁ ୭ ହଜାର ୫୨୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏବେ ଆଉ ୧୮୭ଜଣ ଆକ୍ରାନ୍ତ ସକ୍ରିୟ ରହି…
ଜିଲ୍ଳାରୁ ପୁଣି ୩୦ ନୂଆ କରୋନା ପଜିଟିଭ୍
ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ପୁଣି ଜିଲ୍ଳାରୁ ନୂଆ କରୋନା ଆକ୍ରାନ୍ତ ୩୦ଜଣ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ହଜାର୭୩୬ ହୋଇଛି । ଏମାନଙ୍କ ମଧ୍ୟରୁ ୭ ହଜାର ୫୨୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏବେ ଆଉ ୧୮୭ଜଣ ଆକ୍ରାନ୍ତ ସକ୍ରିୟ ରହି…
ଜିଲ୍ଲାସ୍ତରୀୟ ପ୍ରଶିକ୍ଷକ କର୍ମଶାଳା ଅନୁଷ୍ଠିତ
ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାର ପଛୁଆବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷା ବ୍ୟବସ୍ଥାର ସର୍ଭେ କାର୍ଯ୍ୟ ନିମନ୍ତେ ନିଯୁକ୍ତ ପ୍ରଶିକ୍ଷକମାନଙ୍କର ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ…
ଭୁବନେଶ୍ୱରର ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟ୍ଟା ଓ ଘର ଯୋଗାଇବା ପାଇଁ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ସହ କଥା…
ଭୁବନେଶ୍ୱର(ଶାସକ ପ୍ରଶାସକ) – ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସାଲିଆ ସାହି ବସ୍ତିର କିଛି ବସ୍ତିବାସିନ୍ଦା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ବାସଭବନରେ ଭେଟି ସ୍ଥାୟୀ ଜମି ପଟ୍ଟା ଓ ପକ୍କା ଘର ପ୍ରଦାନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଏହି…
ଉପନିର୍ବାଚନ ବେଳେ କଥା ଦେଇଥିଲେ ମୁଖ୍ୟମନ୍ତ୍ରୀ : ଆରମ୍ଭ ହେଲା ପଦକ୍ଷେପ
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ବାଲେଶ୍ଵର ପୌରାଞ୍ଚଳର ସାମଗ୍ରିକ ବିକାଶ ପାଇଁ ୧୫୫ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ
ଭୁବନେଶ୍ବର :ବାଲେଶ୍ୱର ଉପନିର୍ବାଚନ ବେଳେ ବାଲେଶ୍ୱର ଭୋଟରଙ୍କୁ ବିକାଶ ପାଇଁ କଥା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | କହିଥଲେ ବାଲେଶ୍ୱରର…
“ଯଦି ସାମାନ୍ୟ ଲଜ୍ଜ୍ୟା ଥାଆନ୍ତା ତେବେ ବିଜେପି ଏତେ ତଳ ସ୍ତରକୁ ଯାଇନଥାନ୍ତା “
ବାରମ୍ବାର ହାରୁଥିବା ବିଜେପି ଏବେ ହତାଶ ଓ ନିରାଶ: ବିଜେଡି
ଭୁବନେଶ୍ୱର: ସାଧାରଣ ନିର୍ବାଚନ ଓ ଉପନିର୍ବାଚନମାନଙ୍କରେ ବାରମ୍ବାର ହାରି ବିଜେପି ଆଜି ଅତ୍ୟନ୍ତ ହତାଶ ଓ ନିରାଶ ଅବସ୍ଥାରେ ପହଞ୍ଚିଛି । ପିପିଲି ଉପନିର୍ବାଚନରେ ମଧ୍ୟ ବିଜେପି ନିଜର ପରାଜୟକୁ ଏକ ପ୍ରକାର ସ୍ୱୀକାର କରିସାରିଲାଣି…
“ନବୀନ ବାବୁଙ୍କ ପିପିଲି ନିର୍ବାଚନ ପ୍ରଚାର ବୃଦ୍ଧ ବ୍ୟାଘ୍ରର ସ୍ୱର୍ଣ୍ଣ କଙ୍କଣ ଦାନ ପରି “
ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ ପଚାରିଲେ ରାଜ୍ୟ ସଭାପତି ସମୀର ମହାନ୍ତି
ଭୁବନେଶ୍ୱର : ପିପିଲି ଉପନିର୍ବାଚନ ଅବସରରେ ଗତ କାଲି ମୁଖ୍ୟମନ୍ତ୍ରୀ ନିଜ ଦଳ ପାଇଁ ଭର୍ଚୁଆଲ ରାଲି ମାଧ୍ୟମରେ ପ୍ରଚାର କଲେ । ରାଜ୍ୟରେ ବିକାଶର ଗୋଲାପି ଚିତ୍ର ଆଙ୍କିଲେ । ମାତ୍ର ତୃଣମୁଳ ସ୍ତରରେ ବାସ୍ତବ…
ଅନ୍ତଃରାଜ୍ୟ ଓ ଅନ୍ତଃଜିଲ୍ଲା ପ୍ରବେଶ ପଥରେ ୫ଟି ନାକା ଗେଟ ସିଲ
ଜିଲ୍ଲାପାଳ ଓ ଏସପି କଲେ ନାକା ଗେଟର ମିଳିତ ଯାଞ୍ଚ ଓ ଅନୁଧ୍ୟାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମଗ୍ର ଗଜପତି ଜିଲ୍ଲାରେ ଗତ ସପ୍ତାହ ହେଲାଣି କୋଭିଡ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏହି କୋଭିଡ୍ ସଂକ୍ରମଣ ସଂଖ୍ୟା ଜିଲ୍ଲାରେ ଗତ ୩ ଦିନ ମଧ୍ୟରେ ଆଶାତୀତ ଭାବେ…
ସକାଳୁ ସକାଳୁ ବାଲେଶ୍ୱରରେ ମୁଖ୍ୟ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ
ବାଲେଶ୍ୱର : ସକାଳୁ ସକାଳୁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭିକେ ପାଣ୍ଡିଆନ, ପୂର୍ତ୍ତ ସଚିବ ଡ଼ କ୍ରିଷ୍ଣନ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ସାଙ୍ଗରେ ନେଇ ବାଲେଶ୍ବର ଗସ୍ତ କରିଥିଲେ । ବାଲେଶ୍ବର ପୋଲିସ ଲାଇନ୍ ପଡ଼ିଆରେ ପହଞ୍ଚିବା…
ବୁଡେନ ଗ୍ରାମକୁ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କଲା ଗ୍ରାମ୍ୟକମିଟି ।
ପଦ୍ମପୁର-ପଦ୍ମପୁର ବ୍ଳକ ବୁଡେନ ଗ୍ରାମପଞ୍ଚାୟତ ଅଧିନସ୍ଥ ବୁଡ଼େନ ଗ୍ରାମରେ ଲୋକଙ୍କୁ ବର୍ତ୍ତମାନ ଥଣ୍ଡା, କାଶ, ଜ୍ଵର ହେଉଅଛି । ଗ୍ରାମରେ ଅଧିକାଂଶ ଲୋକଙ୍କୁ ଜ୍ବର ହେଉଥିବାରୁ ପ୍ରାୟ ତିନି ଚାରି ଦିନ ହେବ କିଛିଲୋକ ପଦ୍ମପୁର ଡାକ୍ତରଖାନକୁ ଯାଇ କରୋନା ପରିକ୍ଷା କରିବାରୁ କରୋନା ଆକ୍ରାନ୍ତ…