ପଦ୍ମପୁର : ବରଗଡ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ର ଜିଲ୍ଲା କମିଟି ଗଠନ ହୋଇ ଯାଇଛି | ଏହି କମିଟିରେ ପଦ୍ମପୁର ଉପଖଣ୍ଡ ରାଜବୋଡା ସମ୍ବର ବ୍ଲକ ର ଯୁବନେତା ଲଷ୍ମୀକାନ୍ତ ବରିହା social organization co-ordinator ଓ ଯୁବ ନେତା ମଣ୍ଟୁ ପାଣ୍ଡେ ଙ୍କୁ information technology co-ordinator ପଦ ଦିଆଯାଇଛି ଦୁଇ ଯୁବ ନେତା ନିଜେ ଖୁସି ବ୍ୟକ୍ତ କରିବା ସହ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ , ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ପ୍ରିତେଶ ବୋହିଦାର, ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ଯୁବ ମୋର୍ଚ୍ଚା ସଭାପତି ଅମିତ ପଣ୍ଡା ଙ୍କୁ ଓ ଜିଲ୍ଲା ନେତୃ ମଣ୍ଡଳୀ ଙ୍କୁ କୃତଜ୍ଞତା ଜଣାଇବା ସହିତ ଏ ଅଂଚଳର ଯୁବକ ମାନଙ୍କର ଓ ଜନସାଧାରଣ ବିକାଶ ଦିଗରେ ସବୁବେଳେ ପ୍ରତିଜ୍ଞା ବଧ ଅଛନ୍ତି ବୋଲି ଦୁଇ ଯୁବ ନେତା ପ୍ରକାଶ କରିଛନ୍ତି |
Sign in
Sign in
Recover your password.
A password will be e-mailed to you.