ପଦ୍ମପୁର : ହାତୀ ଦଳିଦେଲା ଜଣକୁ

ପଦ୍ମପୁର : ପଦ୍ମପୁର ଉପଖଣ୍ଡ ଘେସ ରେଂଜ ଅଧିନସ୍ଥ ଖଲିଆମୁଣ୍ଡା ଗ୍ରାମରେ ମହୁଲଫୁଲ ସଂଗ୍ରହ କରୁଥିବା ସମୟରେ ହାତୀ ଆକ୍ରମଣରେ ଜଣେ ମୄତ । ଖଲିଆମୁଣ୍ଡା ଗ୍ରାମର ଲାଦୁ ବଢେଇ ଆଜି ସକାଳୁ ନିଜ ବିଳକୁ ମହୁଲଫୁଲ ସଂଗ୍ରହ କରିବା ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ…

ପୁଣି ଜୋର ଧରିଲା ବରଗଡ଼ ଠାରେ କ୍ୟାନ୍ସର  ହସ୍ପିଟାଲ୍ ପ୍ରତିଷ୍ଠା ଦାବୀ।

  ସମ୍ବଲପୁର (ଶାସକ ପ୍ରଶାସକ) : ବରଗଡ଼ ଠାରେ କେନ୍ସର ହସ୍ପିଟାଲ୍ ପ୍ରତିଷ୍ଠା ଦାବୀ କୁ ପୁନଃ ନୂତନ ଭାବରେ ରୂପାନ୍ତରିତ କରି ଆନ୍ଦୋଳନ କୁ ଓଲ୍ହାଇଛି  ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ । ସ୍ଥାନୀୟ ମାଁ ସମଲେଶ୍ବରୀ ଙ୍କ ମନ୍ଦିର ପ୍ରାଙ୍ଗଣ ରୁ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ଦେଇଛି ଆନ୍ଦୋଳନର ରଣ…

ସାହସପୁରରେ ଜଳ ସଙ୍କଟ,ପାନୀୟ  ବ୍ୟବହାର ଉପଯୋଗୀ ପୋଖରୀରେ ମାଛଚାଷକୁ ଗ୍ରାମବାସୀଙ୍କ ବିରୋଧ I

ସମ୍ବଲପୁର (ରମାକାନ୍ତ ବିଶ୍ୱାଳ):  ବଢୁଛି ଖରାତାତି, ମୁନ୍ଦାଏ ପିଇବାପାଣି ପାଇଁ ମନୁଷ୍ୟ ଠାରୁ ଆରମ୍ଭ କରି ପଶୁ ପକ୍ଷୀ ପର୍ଯନ୍ତ ସଭିଏଁ ଅତିଷ୍ଟ ହେଲେଣି l ଏହି ପରିପ୍ରେକ୍ଷିରେ ମାନେଶ୍ବର ବ୍ଲକ ଅନ୍ତର୍ଗତ ସାହାସପୁର ଗ୍ରାମରେ ଜଳ ସଙ୍କଟ ଦେଖାଦେଇଛି l ୧୮ ଶହ ଜନସଂଖ୍ୟା ବିଶିଷ୍ଟ ଏହି…

ଭେଡେନ ନଦୀର ଘୁଘର ଜଳ ଭଣ୍ଡାର ରେ ଜଳ ଅଭାବ ଯୋଗୁଁ ୪୦ ଏକର ଜମିରେ ଗାଈ ଚରିଲେ I  

ସମ୍ବଲପୁର (ରମାକାନ୍ତ ବିଶ୍ୱାଳ): ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ପଞ୍ଚାୟତର ଦେହେରିପାଳି ଗ୍ରାମବାସୀ ଚଳିତ ବର୍ଷ ୪୦ ଏକର ଧାନ ର ରବି ଫସଳ କରିଥିଲେ । କିନ୍ତୁ, ଯେଉଁ ଘୁଘର ଜଳ ଭଣ୍ଡାର ରୁ ପାଣି ନେଇ ଧାନ ଚାଷ କରିଥିଲେ, ସେଥିରେ ପାଣି ର ଘୋର ଅଭାବ ଯୋଗୁଁ ସୋମବାର ପାଣି ପଞ୍ଚାୟତ ବୈଠକ…

ରେଙ୍ଗାଲି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ କୃତୀ ବିଦ୍ୟାର୍ଥୀମାନଙ୍କୁ ସମ୍ବର୍ଦ୍ଧନା 

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ) : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ରବିବାର ପଠାଣି ସାମନ୍ତ ଗଣିତ ପ୍ରତିଭା ଓ ସରକାରୀ ମେଧାବୃତ୍ତି ପରିକ୍ଷାରେ କୃତିତ୍ବ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପରିଚାଳନା ସମିତିର ସଭାପତି ରାଜିବ…

ସୁଖୀ ଜୀବନ ନିମନ୍ତେ ଆତ୍ମିକତା କୈନ୍ଦ୍ରିକ ଚେତନା ଆବଶ୍ୟକ – ରାଜଶେଖର

ଭୁବନେଶ୍ୱର :ଏକ ସୁଖୀ ଜୀବନ ନିମନ୍ତେ ମନୁଷ୍ୟ କ'ଣ ଆବଶ୍ୟକ କରେ ? ଜୀବନରେ ସୁଖପ୍ରାପ୍ତି ପ୍ରତ୍ୟେକ ମନୁଷ୍ୟର ଲକ୍ଷ୍ୟ ଏବଂ ଏହାକୁ ଉପଲବ୍ଧି କରିବା ନିମନ୍ତେ ମାନବ ସମାଜ ବିଭିନ୍ନ ମାର୍ଗର ଅନୁସରଣ କରିଥାଏ । ମାତ୍ର ପରସ୍ପର ସହ ଜଡ଼ିତ ତିନୋଟି ମାର୍ଗ, ଯଥା - ବୃତିଗତ, ଆବେଗପୂର୍ଣ୍ଣ ଓ…

ଖିଲାପୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ମନ୍ତ୍ରୀ ଡ. ସାହୁ

ଉତ୍ତରାଞ୍ଚଳ ରାଜସ୍ୱ ଜିଲ୍ଲାର ଉଦ୍ୟାନ କୃଷି ଅଧିକାରୀଙ୍କ ସମୀକ୍ଷା ବୈଠକ କୃଷିଜାତ ଦ୍ରବ୍ୟ ପ୍ରକ୍ରିୟାକରଣ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଭୁବନେଶ୍ୱର,(ଶାସକ ପ୍ରଶାସକ): ଯୋଜନାର ଅର୍ଥ ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ କରି ନପାରିଲେ ଖୀଲାପୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ…

ପର୍ଯ୍ୟଟନସ୍ଥଳିର ବିକାଶ ନିମନ୍ତେ ପରିଦର୍ଶନରେ ଆସିଲେ କେନ୍ଦ୍ରୀୟ ଟିମ

 ବୁଲି ଦେଖିଲେ ସମୀବୃକ୍ଷ, ଦେବକୁଣ୍ଡ, ବରେହିପାଣି ଓ ଖିଚିଂ  ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡ଼ିଶା ରାଜ୍ୟରେ ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲା ଭାବେ ମୟୂରଭଞ୍ଜ ଜିଲ୍ଲା ଯୋଡ଼ି ହୋଇ ରହିଆସିଛି । ଜିଲ୍ଲାରେ ବୃହତ୍ତ ଶିଳ୍ପ ପ୍ରତିଷ୍ଠା ଦୂରର ବିଷୟ ସରକାର ଗୋଟାଏ ହେଲେ କ୍ଷୁଦ୍ର ଶିଳ୍ପ…

କରୋନା କଟକଣା ମଧ୍ୟରେ ଉଦଯାପିତ ହେଲା ମୟୂରଭଞ୍ଜର ଗଣପର୍ବ ଛଉନୃତ୍ୟ

ବାରିପଦା(ଦିଲ୍ଲୀପ ମହାନ୍ତି)- ଆଜି କରୋନା କଟକଣା ମଧ୍ୟରେ ଉଦଯାପିତ ହେଲା ମୟୂରଭଞ୍ଜ ଜିଲ୍ଲାର ଗଣପର୍ବ ଚୈତ୍ରପର୍ବ ଅବସରରେ ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟ । ଜିଲ୍ଲା ସଂସ୍କୃତି ଭିଭାଗ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବାରିପଦା ସହରର ଉତ୍ତରସାହି ଓ ଦକ୍ଷିଣସାହିର ଦୁଇ ଛଉନୃତ୍ୟଗୁରୁ ପ୍ରଦୀପ ଜାଳି…

ପିପିଲିରେ କେନ୍ଦ୍ରମନ୍ତ୍ରୀଙ୍କ ବିଶାଳ ନିର୍ବାଚନୀ ରୋଡ୍ ଶୋ’

ପିପିଲିରେ ଶାନ୍ତି ଓ ବିକାଶ ପାଇଁ ବିଜେପିକୁ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିପିଲି ଏବଂ ଡେଲାଙ୍ଗ ବ୍ଲକରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ ନିର୍ବାଚନ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ପିପିଲି–କେନ୍ଦ୍ରମନ୍ତ୍ରୀ…