ଆଇସିଏସଇ ମଧ୍ୟ  ବାତିଲ କଲା ଦଶମ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: କୋଭିଡି  ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁ  ପ୍ରଥମେ ସିବିଏସଇ ଦଶମ ପରୀକ୍ଷା ବାତିଲ କରିଥିବା ବେଳେ ଓ ଏବେ ଆଇସିଏସଇ ମଧ୍ୟ ତାର ଦଶମ ବୋର୍ଡ ପରୀକ୍ଷା ବାତିଲ କରିଛି । ଏନେଇ ଆଇସିଏସଇ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି କରାଯାଇଛି। କରୋନା ସଂକ୍ରମଣ କାରଣରୁ  ଛାତ୍ରଛାତ୍ରୀ ଓ…

ସାଂସଦଙ୍କ ଏନଏସି ପ୍ରତିନିଧି ହେଲେ ଚିନ୍ମୟ କୁମାର ପଣ୍ଡା ।

ପଦ୍ମପୁର-ବରଗଡ଼ ସାଂସଦ ସୁରେଶ ପୂଝାରୀ ବିଭିନ୍ନ ବ୍ଳକ ତଥା ଏନଏସିର ସାଂସଦ ପ୍ରତିନିଧି ମାନଙ୍କ ନାମ ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସାଂସଦ ପ୍ରତିନିଧି ଭାବରେ ଯୁବ ଆଇନଜୀବୀ ଚିନ୍ମୟ କୁମାର ପଣ୍ଡାଙ୍କୁ ମନୋନୀତ କରିଛନ୍ତି । ଚିନ୍ମୟୀ ସାଂସଦ…

କୋଭିଡ୍ ସଂକ୍ରମଣ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି , କୋଭିଡ୍ ପରୀକ୍ଷଣ ପ୍ରକ୍ରିୟା ଜୋରଦାର କରାଗଲା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଦେଶବ୍ୟାପୀ କୋଭିଡ୍ ମାହାମାରିର ଦ୍ଵିତୀୟ ଲହର ଆରମ୍ଭ ହୋଇ ଯାଇଥିବା ବେଳେ ଏହାର ପ୍ରଭାବ ଗଜପତି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲା ବିଭିନ୍ନ ଅଞ୍ଚଳ ସମେତ ପାରଳାଖେମୁଣ୍ଡି ସହରରେ ମଧ୍ୟ ଏହି କୋଭିଡ୍ ସଂକ୍ରମଣ ସଂଖ୍ୟା ଆଶାତୀତ ଭାବେ…

ଟୀକାକରଣ ଓ ମାସ୍କ ବଂଟନ କାର୍ଯ୍ୟରେ ସାମିଲ ହେବାକୁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଲେ ବିଜେପି ନେତୃବୃନ୍ଦ

କୋଭିଡ-୧୯ ସ୍ଥିତି ସଂପର୍କରେ ସମୀକ୍ଷା ବୈଠକ  ଭୁବନେଶ୍ୱର:ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଭିଡିଓ କନଫରେନ୍ସ ମାଧ୍ୟମରେ ଓଡିଶାରେ କୋଭିଡ-୧୯ର ସ୍ଥିତି ସଂପର୍କରେ ସମୀକ୍ଷା କରାଯାଇଛି । ବିଶେଷ କରି ରାଜ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ନୂଆପଡା, ବରଗଡ,…

ଓଡିଶାର ସୀମା ସୁରକ୍ଷା ଏବଂ ସୀମାନ୍ତବର୍ତୀ ଲୋକଙ୍କୁ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ରାଜ୍ୟର ମୁଖ୍ୟମନ୍ତ୍ରୀ କାହିଁକି ଖଣ୍ଡେ…

ଭୁବନେଶ୍ୱର: ଓଡିଶାର ଗଜପତି ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲ୍ଲମ ଜିଲ୍ଲା ମଧ୍ୟରେ ଥିବା ବଂଶଧାରା ନଦୀରେ ନରେଡି ବ୍ୟାରେଜ ନିର୍ମାଣ କରିବା ପାଇଁ ଏପ୍ରିଲ ୧୮ ତାରିଖରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ।…

ମାତିଛନ୍ତି ଅନଲାଇନ ଲୁଟେରା, ଡିଷ୍ଟ୍ରିବ୍ୟୁଟରସିପ ଦେବା ଆଳରେ ୧୦ ଲକ୍ଷ ଠକେଇ

ଗୁଗଲରୁ ଦେଖି କରିଥିଲେ ଯୋଗାଯୋଗ ବାରିପଦା, (ଦିଲ୍ଲୀପ ମହାନ୍ତି) :- ପୁଣିଥରେ ଅନଲାଇନ ଲୁଟେରାଙ୍କ ଶିକାର ହୋଇଛନ୍ତି ବାରିପଦାର ଜଣେ ବ୍ୟବସାୟୀ। ହିମାଳୟ ହର୍ବାଲ ହେଲଥ କେୟାର ନାମକ ଏକ ସଂସ୍ଥା ର ମୟୂରଭଂଜ ଜିଲ୍ଲାର ଡିଷ୍ଟ୍ରିବୁଟରସିପ ଦେବା ଆଳରେ ୧୦ ଲକ୍ଷ ଠକି ନେଇଛନ୍ତି ଦୁର୍ବୁର୍ତ୍ତ।…

ପୋଲିସ ପକ୍ଷରୁ ବରିଷ୍ଠ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କୁ ମାସ୍କ ବଣ୍ଟନ ଓ ସଚେତନତା

ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ପୋଲିସ କେବଳ ଅପରାଧୀ ମାନଙ୍କୁ ଗିରଫ କରି କେଶ ରୁଜୁ କରିବା କାର୍ଯ୍ୟ କରୁନାହାଁନ୍ତି, ଆମର ଜୀବନର ସୁରକ୍ଷା ଓ ସୁରକ୍ଷିତ ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି, ଏହା ଏପ୍ରିଲ ୧୯ ତାରିଖ ଦିନ ବୁଗୁଡା ପୋଲିସ ପ୍ରମାଣ କରି ଦେଖାଇଛନ୍ତି। ବିଭିନ୍ନ ଗଣ ମାଧ୍ୟମ…

ବ୍ରଜ କିଶୋର ସିଂଭୋଇଙ୍କ ବିୟୋଗରେ ଶୋକ ସଭା। 

ଟିଟିଲାଗଡ/ଗୌରବ ଦର୍ଜୀ -ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଟିଟିଲାଗଡ ବ୍ଲକ ତରଫରୁ ସ୍ଥାନୀୟ ଆଦିବାସୀ ଭବନ ଠାରେ ଦିବଂଗତ ବର୍ଷୀୟାନ ଆଦିବାସୀ ନେତା ଲୋକପ୍ରିୟ ସମାଜ ସେବୀ ତଥା ବଲାଙ୍ଗୀର ଜିଲ୍ଲାର ବରପୁତ୍ର ସ୍ୱର୍ଗତ ବ୍ରଜ କିଶୋର ସିଂ ଭୋଇଙ୍କ ଅକାଳ ବିୟୋଗରେ ବ୍ଲକ ସଭାପତି ପଦ୍ମନ ପ୍ରଧାନୀଙ୍କ…

ବିଭିନ୍ନ ଯୋଜନା ସଂପର୍କରେ ଚାଷୀମାନଙ୍କ ଅବଗତି ନିମନ୍ତେ ୱେବସାଇଟ୍ ଓ ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ହେବା ଆବଶ୍ୟକ :…

ସ୍କିମ୍ ଅଧିକାରୀମାନଙ୍କ ସହ କୃଷିମନ୍ତ୍ରୀଙ୍କ ବୈଠକ  ସମନ୍ୱିତ କୃଷି କାର୍ଯ୍ୟ ଏବଂ ଯୋଜନାଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ  file ଭୁବନେଶ୍ୱର(ଶାସକ ପ୍ରଶାସକ) : ଚାଷ କାର୍ଯ୍ୟ ସମୟକୁ ଅପେକ୍ଷା କରେ ନାହିାଁ ତେଣୁ କୃଷି କାର୍ଯ୍ୟ ନିମନ୍ତେ…

ଭୁବନେଶ୍ୱର କୋଭିଡ୍ ପର୍ଯ୍ୟବେକ୍ଷକଙ୍କ ୧୯୨୯ କଲ୍ ସେଣ୍ଟର ପରିଦର୍ଶନ

ଭୁବନେଶ୍ୱର (ଶାସକ ପ୍ରଶାସକ) -ଭୁବନେଶ୍ୱର କୋଭିଡ୍ ପର୍ଯ୍ୟବେକ୍ଷକ ତଥା ଜଳସମ୍ପଦ ବିଭାଗ ପ୍ରମୁଖଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜ୍ୟ ଶ୍ରମ ଆୟୁକ୍ତ ଡଃ. ଏନ୍. ଥିରୁମାଲା ନାଏକଙ୍କ ସହିତ ଆଜି ଅପରାହ୍ଣରେ ଭୁବନେଶ୍ୱରଶହୀଦ ନଗର,ବି.ଏମ୍.ସି ଭବାନୀ ମଲ ସ୍ଥିତ ସ୍ମାର୍ଟ ସିଟି…