ନୂଆଗାଁ/ସୁବ୍ରତ ପରିଡ଼ା: ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅଧୀନରେ ଥିବା ବାଲଣ୍ଡା ଗ୍ରାମ ନିକଟରୁ ନୂଆଗାଁ ପୁଲିସ୍ ୨୦ ଲିଟର ଦେଶୀ ମଦ ଜବତ କରିବା ସହ ମୋଟର ସାଇକେଲ ଏବଂ ଜଣକୁ ଗିରଫ କରିଛି। ମହିପୁର ବକଳ ବନ୍ଧ ଗ୍ରାମର ରାଜ କିଶୋର ସ୍ୱାଇଁ ଦେଶୀ ମଦ ନେଇ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ନୂଆଗାଁ ପୁଲିସ୍ ଚଢ଼ାଉ କରି ଦେଶୀ ମଦ ଜବତ କରିବା ସହ ୯୬/୨୦୨୧ ରେ ମାମଲା ରୁଜୁ କରି ଗିରଫ କରାଯାଇଥିବା ସହ ଆସନ୍ତା କାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ଦେବତା ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.