କରୋନା ସମ୍ପର୍କିତ ଔଷଧ ଏବଂ ସାମଗ୍ରୀ କଳାବଜାରୀ

ଡ୍ରଗ୍ ଅଧିକାରୀ ଏବଂ ପୁଲିସର ମିଳିତ ଚଢ଼ଉ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ବାରିପଦା/ ଦିଲ୍ଲୀପ ମହାନ୍ତି : ଜିଲ୍ଲାରେ ଯେପରି କରୋନା ସମ୍ପର୍କିତ ଔଷଧ ଏବଂ ସାମଗ୍ରୀର କୁତ୍ରିମ ଅଭାବ ଦେଖାନଯାଏ, ସେନେଇ ସଜାଗ ହୋଇପଡ଼ିଛି ପ୍ରଶାସନ। ଆଜି ଜିଲ୍ଲା ଡ୍ରଗ୍…

ଜିଲ୍ଲାରେ କଠୋର ହେଲା କରୋନା କଟକଣା

ଧାର୍ମିକ ଅନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ଲାଗିଲା କଟକଣା ସିମୀତ ସେବାୟତଙ୍କୁ ନେଇ ହେବ ନୀତିକାନ୍ତି ବାରିପଦା/ ଦିଲ୍ଲୀପ ମହାନ୍ତି : ଜିଲ୍ଲାରେ କଠୋର ହେବାରେ ଲାଗିଛି କରୋନା କଟକଣା। ରାତ୍ରିକାଳୀନ କର୍ଫ୍ୟୁ ପରେ ସମସ୍ତ ଧାର୍ମିକ ଅନୁଷ୍ଠାନଗୁଡ଼ିକୁ…

“ପ୍ରଧାନମନ୍ତ୍ରୀଙ୍କ ସମ୍ବେଦନଶୀଳ ବାର୍ତ୍ତା ଲୋକଙ୍କ ମଧ୍ୟରେ ଏକ ନୂଆ ଆଶା ଓ ସକରାତ୍ମକତାର ସଂଚାର କରିବ”…

ନୂଆଦିଲ୍ଲୀ: କରୋନା ମହାମାରୀର ବଢ଼ୁଥିବା ସଂକ୍ରମଣ କାରଣରୁ ଆଜି ଦେଶ ଯେଉଁ ସଂକଟରେ ପୁଣି ଥରେ ଗତି କରୁଛି, ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବେଦନଶୀଳ ବାର୍ତ୍ତା ଲୋକଙ୍କ ମଧ୍ୟରେ ଏକ ନୂଆ ଆଶା, ବିଶ୍ୱାସ ଏବଂ ସକରାତ୍ମକତାର ସଂଚାର ଆଣିବ ବୋଲି…

କୋଭିଡ୍ ଟିକାକୁ ନେଇ ଅଯଥା ଆତଙ୍କ ସୃଷ୍ଟି ନକରନ୍ତୁ ରାଜ୍ୟ ସରକାର: ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର :କରୋନା ମହାମାରୀ ସଂକଟ ସମୟରେ ଦେଶର ନେତୃତ୍ୱ ନେଉଥିବା ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନିଷ୍ପତି ଓ ତ୍ୱରିତ ପଦକ୍ଷେପ କାରଣରୁ ସେ ଆଜି ସମଗ୍ର ବିଶ୍ୱରେ ପ୍ରଶଂସାଭାଜିତ ହୋଇଛନ୍ତି । ବିଶେଷ ଭାବେ ଟିକା ପ୍ରସ୍ତୁତି ଓ ଯୋଗାଣରେ ଭାରତ ଆଜି ଜାତିସଂଘଠାରୁ…

ମିଶନଶକ୍ତି ଗୃହରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର ; ୧୧ ବର୍ଷ ପରେବି ନିଜସ୍ୱ ଗୃହ ନାହିଁ |

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) : ସରକାରଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ବିଭିନ୍ନ ପ୍ରକଳ୍ପ ପାଇଁ ଗୃହ ନିର୍ମାଣ ହେଉଛି ସତ କିନ୍ତୁ ଏହା ସଠିକ କାର୍ଯ୍ୟରେ ବିନିଯୋଗ ହୋଇପାରୁନାହିଁ । ଯଦ୍ୱାରା ଉକ୍ତ ପ୍ରକଳ୍ପର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ…

ତାଳଚେର ସାରକାରଖାନା ଦ୍ୱାରା କୋଇଲା ବାଷ୍ପୀକରଣ ବ୍ୟବସ୍ଥାରେ ଉତ୍ପାଦିତ ୟୁରିଆ ନିମନ୍ତେ ସ୍ୱତନ୍ତ୍ର ସବ୍‌ସିଡି ନୀତିକୁ…

ନୂଆଦିଲ୍ଲୀ :ତାଳଚେର ସାରକାରଖାନା (ଟିଏଫଏଲ) ଦ୍ୱାରା କୋଇଲା ବାଷ୍ପୀକରଣ (କୋଲ ଗ୍ୟାସିଫିକେସନ) ବ୍ୟବସ୍ଥାରେ ଉତ୍ପାଦିତ ୟୁରିଆ ନିମନ୍ତେ ସ୍ୱତନ୍ତ୍ର ସବ୍‌ସିଡି ନୀତି ପ୍ରବର୍ତ୍ତନ କରିବାକୁ କେନ୍ଦ୍ର ସାର ମନ୍ତ୍ରଣାଳୟ ଯେଉଁ ପ୍ରସ୍ତାବ ଉପସ୍ଥାପିତ କରିଥିଲା ତାହାକୁ କ୍ୟାବିନେଟ୍ ମଞ୍ଜୁରୀ…

ମାଟିର ସମୃଦ୍ଧିରେ ଉତ୍ପାଦନ ବୃଦ୍ଧି: ମନ୍ତ୍ରୀ ଡ. ସାହୁ

ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକାର ଅଧିକାରୀମାନଙ୍କ ସମୀକ୍ଷା ବୈଠକ  ଭୁବନେଶ୍ୱର(ଶାସକ ପ୍ରଶାସକ)-ମାଟିର ସମୃଦ୍ଧିରେ ଉତ୍ପାଦନ ବୃଦ୍ଧିା ମାଟି ସୁସ୍ଥ ଓ ସମୃଦ୍ଧ ରହିଲେ ହିଁ କୃଷି ଉତ୍ପାଦନ ବଢ଼ିପାରିବା ତେଣୁ ମୃତ୍ତିକାକୁ ସଂରକ୍ଷିତ ରଖିବା  ଦିଗରେ ମୃତ୍ତିକା ସଂରକ୍ଷଣ ବିଭାଗର…

ସଂକ୍ରମଣ କୁ ଦେଖି ପ୍ରଶାସନ ସଜାଗ। 

ଟିଟିଲାଗଡ, (ଗୌରବ ଦର୍ଜୀ )-ବଲାଙ୍ଗିର ଜିଲ୍ଲା ରେ କରୋନା ସଂକ୍ରମଣ ଦୃତ ଗତି ରେ ବଢ଼ିଚାଲିଛି। ପ୍ରତି ଦିନ ୨୦୦ ରୁ ଅଧିକ ସଂକ୍ରମଣ ବଢୁଥିବା ଦେଖିବାକୁ ମିଳୁଛି। ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ ଏକ ବଡ ସବ-ଡିଭିଜନ । ଏଠାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଟିଟିଲାଗଡ ରେ ପ୍ରତି ଦିନ…

ଓଏସଏପି ଯବାନଙ୍କୁ ପୋଲିସ ଅଧିକାରୀଙ୍କ ମାଡ

କଳାହାଣ୍ଡି/ ତୁଳମଣି ନାଗ: ଭବାନୀପାଟଣା ରିଜର୍ଭ ପୋଲିସ ବ୍ୟାରେକ ରୁ ଆସିଛି ଏଭଳି ଦୁଃଖଦ ଘଟଣା । ଏଠାରେ କାର୍ଯ୍ୟରତ ଜନୈକ ଓଏସଏପି କନଷ୍ଟେବଲଙ୍କୁ  ସରଜେଣ୍ଟ ଖଗେଶ୍ବର ବିଶ୍ବାଳ ନିସ୍ତୁକ ମାଡ଼ ମାରିବା ଯୋଗୁଁ ଗୁରୁତର ଅବସ୍ଥାରେ ଯବାନ ଜଗବନ୍ଧୁ ମାଝିଙ୍କୁ  ଭବାନୀପାଟଣା ମୁଖ୍ୟ…

ଗୋଷ୍ଠୀ ସଂକ୍ରମଣକୁ ଦୄଷ୍ଟିରେ ରଖି ନିଷିଦ୍ଧାଞ୍ଚଳ ଘୋଷଣା କଲେ ସରପଞ୍ଚ ।

ପଦ୍ମପୁର: ପଦ୍ମପୁର ଉପଖଣ୍ଡରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଙ୍ଖା । ପଦ୍ମପୁର ଉପଖଣ୍ଡକୁ ପୁଣି ଫେରିଲା କଣ୍ଟେମେଣ୍ଟ ଜୋନ । ପଦ୍ମପୁର ଉପଖଣ୍ତ ଟାଲ ଗ୍ରାମରେ ଗତ କିଛି ଦିନ ହେବ ଲଗାତାର ଭାବେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏଭଲି ସ୍ଥିତିରେ ଗାଁରେ ଗୋଷ୍ଟି…