ମାନବାଧିକାର କର୍ମୀ ମନୋରଞ୍ଜନଙ୍କୁ ବାଣୀପୀଠ ସମ୍ମାନ I 

ସମ୍ବଲପୁର /ରମାକାନ୍ତ ବିଶ୍ୱାଳ: ମୟୁଭଞ୍ଜରେ ଥିବା ବାଣୀପୀଠ ତାର ୪୧ତମ ବାଣୀପୀଠ ମହୋତ୍ସବ ପ୍ରତିଭା ସମ୍ମାନ ସମାରୋହ ଚଳିତ ୧୭ ଏବଂ ୧୮ ତାରିଖରେ ପାଳନ କରିଛି। ଏହି ଅବସରରେ ସମ୍ବଲପୁର ଜିଲା ବୁର୍ଲା ସହରର ମାନବାଧିକାର କର୍ମୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ହରେ କୃଷ୍ଣ ସେବା ସ୍ମୃତି ସମ୍ମାନ ରେ…

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଜଳ ଛତ୍ର ପ୍ରକଳ୍ପ ର ଶୁଭାରମ୍ଭ।

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ- ସମ୍ବଲପୁର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ମେହେର ମୋବାଇଲ୍ ତରଫରୁ ପୋଡବାଡି ଛକ ଠାରେ ଜଳଛତ୍ର ର ଶୁଭାରମ୍ଭ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ରେ ମୂଖ୍ୟ ଅତିଥି ଭାବେ ଗୋଡଭଗା ଫାଣ୍ଡି ଅଧିକାରୀ ବାଲୁକେଶ୍ପର ନାଏକ, ସମ୍ମାନିତ…

ଖଇରମାଲରେ କରୋନା ସଚେତନତା I

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ) :  ଯୁଯୋମୁରା ବ୍ଲକ ଅନ୍ତର୍ଗତ ନୂଆଁବରଙ୍ଗାମାଲ ପଞ୍ଚାୟତର ଖଇରମାଲ ଠାରେ ରବିବାର କରୋନା ସଚେତନତା ସଭା ଅନୁଷ୍ଟିତ ହୋଇଛି। ମହିଳା ସ୍ୱୟଂ ସହାୟକ ଦଳକୁ ନେଇ ସଭାରେ କରୋନାର କାୟା ବୃଦ୍ଧିର କାରଣ ଓ ଏହାର ନିରାକରଣ ତଥା ପ୍ରତିକାରାତ୍ମକ ବ୍ୟବସ୍ଥା ସ୍ୱରୂପ ଜନ…

ଲାଗୁ ହେଲା ନାଇଟ୍ କର୍ଫ୍ୟୁ : ଆନ୍ଧ୍ର ସୀମାନ୍ତ ପ୍ରବେଶ ପଥର ନାକା ଗେଟ୍ ରେ କଡାକଡି ସ୍ଥିତି ଅନୁଧ୍ୟାନ ଓ କୋଭିଡ୍…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମଗ୍ର ରାଜ୍ୟ ସମେତ ଜିଲ୍ଲାରେ କୋଭିଡ୍ ସଂକ୍ରମଣର ଦ୍ଵିତୀୟ ଲହରରେ କୋଭିଡ୍ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି।  ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମଗ୍ର ରାଜ୍ୟରେ ରାତ୍ରି କାଳୀନ କର୍ଫ୍ୟୁ ଜାରୀ…

ଦୁବାଇ ଓଡ଼ିଆ ସମାଜର ‘ଭର୍ଚୁଆଲ ଓଡ଼ିଆ ନୂଆ ବର୍ଷ ପଣାସଂକ୍ରାନ୍ତି ଉତ୍ସବ’ରେ କେନ୍ଦ୍ରମନ୍ତ୍ରୀ

ଏକବିଂଶ ଶତାବ୍ଦୀରେ ଉତ୍କଳୀୟ ପରମ୍ପରାକୁ ବ୍ୟାପକ କରିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର - ଏକବିଂଶ ଶତାବ୍ଦୀରେ କେବଳ ଆମର ଉକôଳୀୟ ପରମ୍ପରାକୁ ନୂଆ ଭାବେ ପାଳନ କରିବା ନୁହେଁ ବରଂ ଏହାକୁ ବ୍ୟାପକ କରିବା ଦରକାର । ପୂର୍ବରୁ ଉକôଳୀୟ ପରମ୍ପରା ଥିଲା…

 କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରିଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି

ଓଡିଶାରେ୧୧୪୪.୨୯ କୋଟି ବ୍ୟୟରେ ୩୧୪.୧୭ କି.ମି ରାସ୍ତା ପାଇଁ  ୧୪ଟି ପ୍ରକଳ୍ପକୁ ଅନୁମତି ମିଳିବା ପ୍ରସଙ୍ଗ ଭୁବନେଶ୍ୱର : ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଓଡିଶାରେ୧୧୪୪.୨୯ କୋଟି ବ୍ୟୟରେ ୩୧୪.୧୭ କି.ମି ରାସ୍ତା ପାଇଁ  ୧୪ଟି ପ୍ରକଳ୍ପକୁ ଅନୁମତି ପ୍ରଦାନ କରିଛନ୍ତି । ସେହିପରି…

ବିଧାୟକଙ୍କ ବିଭିନ୍ନ ଗ୍ରାମରେ ଘରକୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ 

ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ ବୁଗୁଡା ବ୍ଳକର ବିଭିନ୍ନ ଗ୍ରାମରେ ପ୍ରତ୍ୟେକଙ୍କ ଘରକୁ ପାଇପ ଯୋଗେ ପାନୀୟ ଜଳଯୋଗାଣ ପାଇଁ ନିର୍ମାଣ ହେବାକୁ ଥିବା ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ…

ବିଭିନ୍ନ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

ବୁଗୁଡା  (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) : ବୁଗୁଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ଏନଏସି ଗୋଲାସାହି ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ମେଳାରେ ମୁଖ୍ୟ ଅତିଥି ଭାବେ ବୁଗୁଡା ବିଇଓ ପ୍ରଶନ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ…

ନକଲି ଇନକମ ଟାକ୍ସ  ଅଫିସର  ଗିରଫ

ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) - ସମ୍ବଲପୁର ପୋଲିସ ଦ୍ୱାରା  ନକଲି ଇନକମ ଟାକ୍ସ  ଅଫିସର ଗିରଫ। ବାଙ୍ଗାଲୁରୁ ରୁ ଗିରଫ। ଏହି ନକଲି ଇନକମ ଟେକ୍ସ ଅଫିସର କୁ ଗିରଫ କରାଯାଇଥିବା ସୁଚନା ଦେଇଛନ୍ତି ସମ୍ବଲପୁର ଏସପି । ଗତ କିଛି ମାସ ମଧ୍ୟରେ ସାରା ଦେଶ ସହ ସମ୍ବଲପୁର ଓ  ରାଜ୍ୟର ବିଭିନ୍ନ…

ଓଡିଶା ମୋ ପରିବାର ଓ ସୁବଳ ସେନା ତରଫରୁ ମେଗା ରକ୍ତଦାନ ଶିବିର 

ବରଗଡ '- ବର୍ତ୍ତମାନ ରକ୍ତ ଭଣ୍ଡାର ଗୁଡିକରେ ଦେଖା ଦେଉଛି ରକ୍ତର ଘୋର ଅଭାବ ।  ଏହି ଅଭାବକୁ ପୂରଣ କରିବା ପାଇଁ ସଚେତନ ସ୍ବେଚ୍ଛାସେବୀମାନେ , ବିଭିନ୍ନ ଅନୁଷ୍ଠାନ ତରଫରୁ କ୍ରମାଗତ ଭାବରେ ପ୍ରଶଂସନୀୟ କାର୍ଯ ସମ୍ପାଦନ କରାଯାଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ…